Jyotish Shastra- ଏହି 4 ଟି ଝିଅଙ୍କୁ ଭଲ ପାଇବେ ତ ବର୍ବାଦ ହେଇଯିବେ ! ଯଥା ସମ୍ଭବ ଦୂରେଇ ରୁହନ୍ତୁ

ବନ୍ଧୁଗଣ, ଆଜିର ଯୁଗରେ ସବୁ ପୁଅ ଚାହିଁଥାନ୍ତି ଯେ, ତାଙ୍କର ଗୋଟେ ଗାର୍ଲଫ୍ରେଣ୍ଡ ରହୁ । ଯାହା ସହିତ ସେ ନିଜର ମନ କଥା ସେୟାର ପାରିବେ । କିନ୍ତୁ ଜୀବନରେ ଯଦି ଭୁଲ ଝିଅ ଆସିଯାଏ, ତେବେ ମନରେ ଗୋଟିଏ ପ୍ରଶ୍ନ ଆସିଯାଏ ଯେ ଏମିତି ଗାର୍ଲଫ୍ରେଣ୍ଡ ଥିବା ଅପେକ୍ଷା ନ ରହିବା ବହୁତ ଭଲ ରହିବ ।

ଆଜି ଆମ୍ଭେ ଏମିତି ଝିଅ ମାନଙ୍କ ମଧ୍ୟରେ କହିବାକୁ ଯାଉଅଛୁ ଯାହାକୁ ଯଦି ଆପଣ ଗାର୍ଲଫ୍ରେଣ୍ଡ ବନାଇଦେବେ ତେବେ ଆପଣଙ୍କୁ ବହୁତ ସମସ୍ୟା ର ସମାଧାନ କରିବାକୁ ହେବ । ଏହି ଝିଅ ମାନଙ୍କ ଭିତରେ କିଛି ଏମିତି ଅଭ୍ୟାସ ଅଛି ଯାହାକୁ ଦେଖି ପୁଅ ମାନେ ଚିନ୍ତିତ ହୋଇଯାନ୍ତି । ଆସନ୍ତୁ ସେହି ଝିଅ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- A, ଯେଉଁ ଝିଅ ମାନଙ୍କ ର ନାମ ଏହି ଅକ୍ଷରରେ ଆରମ୍ଭ ହେଉଛି ସେମାନେ ଜୀବନରେ ଆଡଜଷ୍ଟ କରି ପାରନ୍ତି ନାହିଁ । ସେମାନଙ୍କୁ ସବୁ ଜିନିଷ ନିଜ ଇଛାରେ ଦରକାର । ଏଭଳି ପରିସ୍ଥିତି ରେ ଯଦି ଆପଣ ଏମାନଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବନାଇ ନିଅନ୍ତି, ଏବଂ ଯେତେବେଳେ ଆପଣ ଏମାନଙ୍କ ସମସ୍ତ ଇଛା କୁ ସଂପୂର୍ଣ୍ଣ କରି ପାରନ୍ତି ନାହିଁ, ସେତେବେଳେ ଏମାନେ ନିଜର ନଖରା ଦେଖାଇବା ଆରମ୍ଭ କରି ନିଅନ୍ତି । ଏମାନେ ସହଜରେ କୌଣସି କଥା କୁ ବୁଝି ପାରନ୍ତି ନାହିଁ ଏବଂ ସବୁ ଦୋଷ ନିଜ ବୟଫ୍ରେଣ୍ଡ ଉପରେ ଢାଳି ଦିଅନ୍ତି ।

୨- L, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଛି, ସେମାନଙ୍କୁ ରାଗ ବହୁତ ଜଲ୍ଦି ଆସିଯାଏ । ଏହା ସହିତ ଏମାନେ ଝଗଡା ମଧ୍ୟ କରିଥାନ୍ତି । ଏମାନେ ଅନ୍ୟ କାହା ସହିତ ମଧ୍ୟ ଝଗଡା ଆରମ୍ଭ କରିଦେଇଥାନ୍ତି । ଏମାନଙ୍କ ମନକୁ ରାଗ ଆସିବା ପରେ ଏମାନେ ସାମ୍ନା ଲୋକ କୁ କିଛି ମଧ୍ୟ କହିଦେଇଥାନ୍ତି । ଏହି କଥାକୁ ଆଧାର କରି ଏମାନେ ନିଜ ବୟଫ୍ରେଣ୍ଡ ଉପରେ ମଧ୍ୟ ରାଗୁଥିବେ । ଏଥିପାଇଁ ଏମାନଙ୍କୁ ସେଇମାନେ ଗାର୍ଲଫ୍ରେଣ୍ଡ ବନାନ୍ତୁ ଯେଉଁମାନେ ରାଗକୁ କଣ୍ଟ୍ରୋଲ କରିପାରିବେ ।

୩- V ନାମର ଝିଅ, ଏହି ନାମର ଝିଅ ମାନେ ପୁରା ଜିଦି ସ୍ଵଭାବର ହୋଇଥାନ୍ତି । ଏମାନେ ଯେଉଁ କଥା କୁ ନେଇ ଥରେ ବସିଯାନ୍ତି, ସେମାନଙ୍କୁ ବୁଝାଇବା ବହୁତ କଷ୍ଟ ଅଟେ । ନିଜ ଜିଦି କାରଣରୁ ଏମାନେ କାନ୍ଦିବା ରାଗିବା କିମ୍ବା ପାଟି କରିବା ଇତ୍ୟାଦି ଆରମ୍ଭ କରି ଦିଅନ୍ତି । ସେଥିପାଇଁ ଏମାନଙ୍କ ଜିଦିପଣ କୁ ଯେଉଁମାନେ ସହି ପାରିବେ ସେହିମାନେ ଏହି ନାମର ଝିଅ ମାନଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବନାନ୍ତୁ ।

୪- R, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଛି, ସେମାନେ ବହୁତ ଚିପକୁ ହୋଇଥାନ୍ତି, ଏମାନେ ଯାହାକୁ ଥରେ ମନ ଦେଇ ଦେଇଥାନ୍ତି ତାହାର ପିଛା ଛାଡନ୍ତି ନାହିଁ । ଏମାନେ ବହୁତ ସନ୍ଦେହ କରିଥାନ୍ତି, ଯଦି ଏମାନଙ୍କୁ ଆପଣ ମାନେ ଧୋକା ଦେଇଦେବେ ତେବେ ଏମାନେ ବହୁତ ଖତରନାକ ମଧ୍ୟ ହୋଇ ପାରନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *