Jyotish Shastra- ଏହି 4 ଟି ନାମର ଝିଅଙ୍କୁ ଭୁଲରେ ବି ବନାନ୍ତୁ ନାହିଁ ନିଜ ଗାର୍ଲଫ୍ରେଣ୍ଡ

ବନ୍ଧୁଗଣ, ଆଜିଭଳି ଦିନରେ ପ୍ରତ୍ୟକ ପୁଅ ଏହା ହିଁ ଚାହିଁଥାନ୍ତି ଯେ ତାର ଏକ ଗାର୍ଲଫ୍ରେଣ୍ଡ ରହୁ ଯାହା ସହିତ ସେ ନିଜ ମନର ସବୁ କଥା ସେୟାର କରି ପାରିବ । ଯଦି ଜୀବନରେ କୌଣସି ଭୁଲ ଝିଅ ଆସିଯାଏ ତେବେ ମନରେ ଗୋଟିଏ ବିଚାର ଆସିଥାଏ ଯେ ଏହିଭଳି ଗାର୍ଲଫ୍ରେଣ୍ଡ ଥିବା ଅପେକ୍ଷା ନ ରହିବା ଉଚିତ । ଆପଣଙ୍କ ଜୀବନରେ ମଧ୍ୟ ଏହି ଭୁଲ ନ ହେଉ ଏଣୁ ଆଜି ଆମ୍ଭେ ଆପଣଙ୍କୁ ଏହି ଭୁଲ ସମ୍ପର୍କ ରେ କହିବାକୁ ଯାଉଅଛୁ ଯାହାକୁ ଗାର୍ଲଫ୍ରେଣ୍ଡ ବନାଇଲେ ଆପଣଙ୍କୁ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ଏହିଭଳି ଝିଅ ମାନଙ୍କ ଠାରେ କିଛି ଅଭ୍ୟାସ ଏହିଭଳି ରହିଥାଏ ଯାହା ଦ୍ଵାରା ଆପଣ ସମସ୍ୟାରେ ପଡି ପାରନ୍ତି । ଏହିଭଳି ପରିସ୍ଥିତି ରେ ଆପଣ ଏହି ନାମର ଝିଅ ଙ୍କୁ ଭଲ ଭାବରେ ଜାଣି ନିଅନ୍ତୁ ଏବଂ ବୁଝି ନିଅନ୍ତୁ । ଏହାପରେ ଯଦି ଆପଣଙ୍କୁ ଲାଗିଥାଏ ଯେ ଆପଣ ଏମାନଙ୍କୁ ସମ୍ଭାଳି ପାରିବେ ତେବେ ଆପଣ ଏମାନଙ୍କୁ ଗାର୍ଲଫ୍ରେଣ୍ଡ ବନାଇବା ନିମନ୍ତେ ନିଷ୍ପତ୍ତି ନିଅନ୍ତୁ ।

୧;- A ନାମ ଥିବା ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଆଡଜଷ୍ଟ କରି ପାରନ୍ତି ନାହିଁ । ଏମାନଙ୍କୁ ସମସ୍ତ ଜିନିଷ ନିଜ ଇଛା ଅନୁସାରେ ଆବଶ୍ୟକ ହୋଇଥାଏ । ଏବଂ ଯଦି ଆପଣ ଏମାନଙ୍କ ମନଇଛା କୁ ପୁରଣ କରି ନ ପାରନ୍ତି ସେତେବେଳେ ଏମାନେ ବହୁତ ନଖରା ଦେଖାଇବା ଆରମ୍ଭ କରିଥାନ୍ତି । ଏମାନେ ସ୍ଥିତି କୁ ସାଧାରଣତ ଲଜିକ ସହିତ ବୁଝି ପାରନ୍ତି ନାହିଁ ଏବଂ ପୁରା ଡୋସା ନିଜ ପାର୍ଟନର ଉପରେ ପକାଇଦେଇଥାନ୍ତି । ଏଣୁ ଏହିଭଳି ଝିଅ ମାନଙ୍କୁ ସେହି ପୁଅ ମାନେ ଗାର୍ଲଫ୍ରେଣ୍ଡ ବନାନ୍ତୁ ଯେଉଁ ମାନେ ତାକୁ ସହି ପାରିବେ ।

୨;- L ନାମ ଥିବା ଝିଅ, ଏହି ନାମର ଝିଅ ମାନଙ୍କୁ କ୍ରୋଧ ବହୁତ ଜଲ୍ଦି ଆସିଥାଏ । ଏଥି ନିମନ୍ତେ ଏମାନେ ବହୁତ ଝଗଡା ପ୍ରକୃତିର ହୋଇଥାନ୍ତି । ରାଗ ଆସିବା ପରେ ଏମାନେ ସାମ୍ନା ରେ ଥିବା ବ୍ୟକ୍ତି ଙ୍କୁ ଓଲଟା ସିଧା ବହୁତ କିଛି କହିଦେଇଥାନ୍ତି । ଏଥିପାଇଁ ସତର୍କ ର ସହିତ ଏହି ନାମର ଝିଅ କୁ ନିଜ ଗାର୍ଲଫ୍ରେଣ୍ଡ ବନାନ୍ତୁ ।

୩;- P ନାମ ଥିବା ଝିଅ, ଏହି ନାମର ଝିଅ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି । ଯଦି ଥରେ ଏମାନେ କୌଣସି କଥା କୁ ଧରି ବସିଯାଇଥାନ୍ତି ତେବେ ଏମାନଙ୍କୁ ମନାଇବା ବହୁତ କଷ୍ଟ ହୋଇଥାଏ । ଜିଦି କାରଣରୁ ଏମାନେ ରାଗିବା ତଥା ଚିଲାଇବା ଭଳି କାର୍ଯ୍ୟ କରିଥାନ୍ତି । ଏମାନଙ୍କ ଏହି ବ୍ୟବହାର କାରଣରୁ ସାମ୍ନା ରେ ଥିବା ଲୋକ ଙ୍କୁ ଏମାନଙ୍କ କଥା ମାନିବାକୁ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *