Astrology- ଏହି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ, ଯାହାଙ୍କ ପାଦ ପଡିବା ମାତ୍ରେ ଧନ ସମ୍ପତିରେ ପୁରି ଉଠେ ଘର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଶାସ୍ତ୍ର ଅନୁସାରେ ଝିଅ ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ଯାହା ଘରେ ଝିଅ ଜନ୍ମ ହୋଇଥାଏ ସେହି ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହେଲା ବୋଲି ସମସ୍ତେ କହିଥାନ୍ତି । ଝିଅ ମାନେ ଦେବୀଙ୍କର ଅଂଶ ଏହି ବାଣୀକୁ ସମସ୍ତେ ସ୍ଵୀକାର କରିଥାନ୍ତି । ଝିଅ ଯେଉଁ ଘରେ ଜନ୍ମ ହେଇଥାଏ । ସେହି ଘର ପାଇଁ ସେ ସୁଖ, ଶ୍ରମୃଦ୍ଧି ନେଇକି ଆସିଥାଏ । ସେହି ଘର ମା ମହା ଲକ୍ଷ୍ମୀଙ୍କର କୃପାରୁ ଧନ ଧାନ୍ୟରେ ପୁରୀ ଉଠେ ।

ଝିଅ ମାନଙ୍କର ଜନ୍ମ ମାସ ଅନୁସାରେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଅନୁମାନ କରାଯାଇଥାଏ । ଏହିପରି କିଛି ବିଶେଷ ମାସ ଅଛି । ଯେଉଁ ମାସ ମାନଙ୍କରେ ଝିଅ ମାନେ ଜନ୍ମ ଗ୍ରହଣ କଲେ । ସେହି ଝିଅ ମାନେ କେବଳ ନିଜ ବାପ ଘର ପାଇଁ ନୁହେଁ ସେମାନଙ୍କର ଶାଶୁ ଘର ପାଇଁ ମଧ୍ୟ ସୌଭାଗ୍ଯ ଆଣିଥାନ୍ତି ।

ପ୍ରଥମ ମାସ ହେଉଛି ଫେବୃଆରି ମାସ, ଏହି ମାସରେ ଯେଉଁ ଝିଅ ଜନ୍ମ ଗ୍ରହଣ କରିଥାଏ । ସେହି ଝିଅମାନେ ସ୍ବଭାବରେ ଅତ୍ୟନ୍ତ ବିନର୍ମ ହୋଇଥାନ୍ତି । ବହୁତ ବୁଦ୍ଧିମତ୍ତି ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ଭଲ ଘର ଓ ଭଲ ବର ମିଳିଥାଏ । ଏହି ଝିଅ ମାନଙ୍କର ଗ୍ରହର ଚଳନ ସେମାନଙ୍କର ପରିବାରକୁ ବହୁତ ସୁଖ ଓ ସମୃଦ୍ଧି ଦେଇଥାଏ ।

ଦିତୀୟରେ ଏପ୍ରିଲ ମାସରେ ଯେଉଁ ଝିଅ ଜନ୍ମ ହୋଇଥାଏ । ସେହି ଝିଅ ମାନଙ୍କୁ ସାକ୍ଷାତ ମା ଲକ୍ଷ୍ମୀ ବୋଲି ଧରାଯାଇଥାଏ । ଏହି ଝିଅ ମାନଙ୍କର ଗ୍ରହର ଚଳନ ବହୁତ ତୀବ୍ର ହୋଇଥାଏ ।ସେଥିପାଇଁ ଏମାନେ ମନସ୍ଥ କରିଥିବା ସମସ୍ତ ଲକ୍ଷ ପୂରଣ କରିବାକୁ ଏହି ଝିଅ ମାନଙ୍କୁ ସହଜ ହୋଇଥାଏ । ଏହି ଝିଅ ଜନ୍ମ ହୋଇଥିବା ଘରେ କେବେ ମଧ୍ୟ ଧନର ଅଭାବ ହୁଏନାହିଁ । ଏହି ଝିଅମାନେ ଯେଉଁ ପୁଅକୁ ବିବାହ କରିଥାନ୍ତି । ସେହି ପୁଅ ମାନଙ୍କର ଭାଗ୍ୟକୁ ଏମାନେ ବଦଳେଇ ଦେଇଥାନ୍ତି ।

ତୃତୀୟରେ ଜୁନ ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସ ପିଲାଙ୍କ ଜନ୍ମ ଶୁଭ ମନା ଯାଇନଥାଏ କିନ୍ତୁ ଏହି ଜୁନ ମାସରେ ଯେଉଁ ଝିଅ ଜନ୍ମ ହୋଇଥାଏ, ତାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନନ୍ତି । ଏହି ଝିଅ ମାନେ ବହୁତ କର୍ମଠ ହୋଇଥାନ୍ତି । ଏମାନେ ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ।

ଚତୁର୍ଥରେ ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କର ଭାଗ୍ୟରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏହି ୩ଗ୍ରହର ମିଳନ ହୋଇଥାଏ । ସେଥିପାଇଁ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଧନୀ ହୋଇଥାନ୍ତି କିମ୍ବା ଆଗାମୀ ସମୟରେ ଧନୀ ହେବାର ଯୋଗ ସେହି ଝିଅ ମାନଙ୍କର ଥାଏ । ଏହି ଝିଅ ମାନଙ୍କୁ ସବୁ କିଛି ସୁଖ, ସୌହାର୍ଦ୍ଧ୍ୟ ମିଳିଥାଏ । ଏହି ଝିଅମାନେ ପ୍ରାୟତଃ ଧନୀ ପୁଅକୁ ବିବାହ କରିଥାନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *