ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ସୂର୍ଯ୍ୟ ଦେବତା ଙ୍କ ପୁତ୍ର । ଶନିଦେବ ଙ୍କୁ କର୍ମ ଫଳ ଦାତା ବୋଲି କୁହାଯାଏ ।
କିନ୍ତୁ ଶନିଦେବ ଙ୍କ ପାଇଁ ସମସ୍ତେ ନିଜ ମନରେ ଏହି ଧାରଣା ରଖିଥାନ୍ତି ଯେ ତାଙ୍କ ଦୃଷ୍ଟି ଅଶୁଭ ଅଟେ । ସେ ସମସ୍ୟା ର କାରଣ ଅଟନ୍ତି । କିନ୍ତୁ ସତ୍ୟ ଏହା ଯେ ଭଗବାନ ଶନିଦେବ ବ୍ୟକ୍ତି କୁ ନିଜର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ।
ଯେଉଁ ବ୍ୟକ୍ତି ନିଜ ଜୀବନ ରେ କୁ-କ-ର୍ମ କରିଥାଏ ସେହି ବ୍ୟକ୍ତି କୁ ଶନିଦେବ ଦଣ୍ଡିତ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ସୁକର୍ମ କରିଥାଏ ସେହି ବ୍ୟକ୍ତି ଉପରେ ଶନିଦେବ ନିଜର କୃପାଦୃଷ୍ଟି ପକାଇ ଥାଆନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ ଟି ଲକ୍ଷଣ ସମ୍ବନ୍ଧରେ କହିବୁ ଯାହା ଯଦି ଆପଣଙ୍କ ମଧ୍ୟରେ ବିଦ୍ୟମାନ ରହିଛି ତେବେ ଆପଣଙ୍କ ଉପରେ ଭଗବାନ ଶନିଦେବ ପ୍ରସନ୍ନ ଅଛନ୍ତି ବୋଲି ଆପଣ ଜାଣିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ବ୍ୟକ୍ତି ଅନୁଶାସନ ପ୍ରିୟ ହୋଇଥାଏ ସେହି ବ୍ୟକ୍ତି ଉପରେ ଭଗବାନ ଶନିଦେବ ପ୍ରସନ୍ନ ରୁହନ୍ତି । ଏଭଳି ବ୍ୟକ୍ତି ଜୀବନ ର ଯେ କୌଣସି ପରିସ୍ଥିତିରେ ମଧ୍ୟ ହାର ମାନି ନଥାନ୍ତି ଏବଂ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏହି ବ୍ୟକ୍ତି ଯେ କୌଣସି ଉପାୟ ରେ ମଧ୍ୟ ନିଜ ସମସ୍ୟା ର ସମାଧାନ ଖୋଜିଥାନ୍ତି । ଏହି ବ୍ୟକ୍ତି ଙ୍କ ଉପରେ ଶନିଦେବ ସର୍ବଦା ନିଜର କୃପାଦୃଷ୍ଟି ବଜାୟ ରଖନ୍ତି ।
୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ଉପରେ ଭଗବାନ ଶନିଦେବ ପ୍ରସନ୍ନ ଥାଆନ୍ତି ସେହି ବ୍ୟକ୍ତି କେବେବି ଅନ୍ୟ ଠାରୁ ସାହାଯ୍ୟ ମାଗି ନଥାଏ । ଏଭଳି ବ୍ୟକ୍ତି ନିଜ ପରିଶ୍ରମ ବଳ ରେ ଉନ୍ନତି ହାସଲ କରିଥାନ୍ତି । ଏହି ବ୍ୟକ୍ତି କଠିନ ପରିଶ୍ରମ ଦ୍ବାରା ନିଜର କାର୍ଯ୍ୟ ଆରମ୍ଭ କରନ୍ତି ଏବଂ ଶନିଦେବ ଙ୍କ କୃପା ରୁ ସଫଳତା ର ଶୀର୍ଷ ସ୍ଥାନରେ ପହଁଚି ଥାଏ ।
୩. ବନ୍ଧୁଗଣ ତୃତୀୟତଃ, ଶନିଦେବ ଙ୍କ ପ୍ରିୟ ବ୍ୟକ୍ତି ବହୁତ ରାଗୀ ସ୍ୱଭାବ ର ହୋଇଥାଏ । ଏମାନେ ଅନ୍ୟ ଉପରେ ରାଗି ଥାଆନ୍ତି । କିନ୍ତୁ ପରେ ଏମାନଙ୍କ ରାଗ ଶାନ୍ତ ହେବା ପରେ ଏମାନେ ଅନୁତାପ କରିଥାନ୍ତି । ଏହା ସହିତ ଶନିଦେବ ଙ୍କ କୃପା ଥିବା ବ୍ୟକ୍ତି ବହୁତ ବଳଶାଳୀ ହେବା ସତ୍ତ୍ୱେ କେବେବି ଦୁର୍ବଳ ଉପରେ ଅ-ତ୍ୟା-ଚା-ର କରି ନଥାଏ ।
୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ଉପରେ ଶନିଦେବ ଙ୍କ କୃପାଦୃଷ୍ଟି ରହିଥାଏ ସେହି ବ୍ୟକ୍ତି କେବେବି ନିଜର ଧନ ଦୌଲତ ରେ ଗର୍ବ କରି ନଥାଏ । ଏଭଳି ବ୍ୟକ୍ତି ସର୍ବଦା ଅନ୍ୟ ର ସାହାଯ୍ୟ କରନ୍ତି ଏବଂ ଏମାନେ ବହୁତ ଭାବୁକ ହୋଇଥାନ୍ତି । ଶନିଦେବ ଙ୍କ ପ୍ରିୟ ବ୍ୟକ୍ତି ସର୍ବଦା ନିଜର ସୁଖ କୁ ଅନ୍ୟ ସହିତ ବିତରଣ କରିଥାନ୍ତି ଏବଂ ଖୁସି ରେ ରୁହନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।