ଚମତ୍କାରୀ ପତ୍ର ! ଏହିପରି ମାସରେ ଥରେ ଲଗାନ୍ତୁ ? ଜୀବନ ସାରା କେବେ ବି ଧଳା କେଶ ଆସିବ ନାହିଁ !

ବନ୍ଧୁଗଣ ଆପଣ ଜାଣିଥିବେ ସମସ୍ତଙ୍କୁ ନିଜ ଚୁଟି ବହୁତ ପସନ୍ଦ ଅଟେ । ଯଦି ସେହି ଚୁଟି ଖୁବ କମ ବୟସରେ ଧଳା ହୋଇଯାଏ ତେବେ ମଣିଷ ଚିନ୍ତା ଗ୍ରସ୍ତ ହୋଇଯାଏ । ଆମେ ନିଜର ଚୁଟି କୁ କଳା କରିବାକୁ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରଡ଼କ୍ଟ ବ୍ୟବହାର କରିଥାଉ । ଯାହା ଦ୍ଵାରା ଚୁଟି କୁ ଅଧିକ କ୍ଷତି ପହଞ୍ଚି ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ରେମେଡି ବିଷୟରେ କହିବାକୁ ଯାହାକୁ ବନାଇବା ପାଇଁ ଅଳ୍ପ ସମୟ ଲାଗିଥାଏ ।

ଏହି ଘରୋଇ ଉପଚାର ଆପଣଙ୍କ ଧଳା ଚୁଟିକୁ କଳା କରିଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଭୃଶୁଙ୍ଗ ପତ୍ର ଯାହା ଆପଣଙ୍କୁ ସହଜରେ ମିଳିଯିବ । କିନ୍ତୁ ଖୁବ କମ ଲୋକ ଜାଣିଛନ୍ତି ଭୃଶୁଙ୍ଗ ପତ୍ର ଖାଇବା ସହ ଚୁଟି ପାଇଁ ବି ବ୍ୟବହାର କରାଯାଏ । ଏହା ଆମ ଧଳା କେସ କୁ କଳା କରିବା ପାଇଁ ଜବରଦସ୍ତ ଘରୋଇ ଉପଚାର ଅଟେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ୫୦ ଗ୍ରାମ ନଡିଆ ତେଲ, ୧୦୦ ଗ୍ରାମ ଭୃଶୁଙ୍ଗ ପାତ୍ର । ଏକ ପାତ୍ରରେ ୫୦ ଗ୍ରାମ ନଡିଆ ତେଲ  ପକାନ୍ତୁ ।

ଏବେ ସେହି ତେଲ କୁ ହାଲକା ଗରମ ହେବାକୁ ଦିଅନ୍ତୁ । ହାଲକା ଗରମ ହେବା ପରେ ତେଲ ରେ ଭୃଶୁଙ୍ଗ ପତ୍ର ପକାଇ ଗ୍ଯାସକୁ ଧିମା କରି ଦିଅନ୍ତୁ । ଏହାକୁ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ । ୧୦ ମିନିଟ ହୋଇଗଲା ପରେ ଦେଖିବେ ନଡିଆ ତେଲ ର ରଙ୍ଗ ବଦଳିଯିବ ।

ଏହା ପରେ ଏହି ତେଲ କୁ ଅନ୍ୟ ଏକ ପାତ୍ର କୁ ନେଇ ଆସନ୍ତୁ ଆଉ ଏକ ବୋତଲ ରେ ଭାରି ରଖନ୍ତୁ । ସପ୍ତାହକୁ ୩ ଥା ଏହି ତେଲ ରେ ନିଶ୍ଚା କେସ ମାଲିସ କରନ୍ତୁ । ତା ପରେ ଆପଣ ଏହାର ଫାଇଦା ଦେଖିବାକୁ ପାଇବେ । ବଞ୍ଚି ଯାଇଥିବା ପତ୍ର କୁ ଆପଣ ପେଷ୍ଟ କରି ନିଜର କେସ ମୂଳରେ ଲଗାନ୍ତୁ । ଯାହା ଦ୍ଵାରା କେସ ନରମ ହୋଇଥାଏ ।

ଏହି ଘରୋଇ ଉପାୟ ଦ୍ଵାରା କେସ ସବୁ ଦିନ ପାଇଁ ପ୍ରାକୃତିକ ଉପାୟରେ କଳା ହୋଇଯିବ । କେବଳ ଏତିକି ନୁହେଁ ବରଂ ଏହି ତେଲ ର ପ୍ରୟୋଗ ଦ୍ଵାରା ଆପଣଙ୍କ କେସ ଝଡିବା ବନ୍ଦ ହୋଇଯିବ । ଯାହା ଦ୍ଵାରା ଆପଣଙ୍କ କେଶ ସୁନ୍ଦର ଦେଖାଯିବ । ଆପଣ ମାନେ ନିହାତି ଏହି ରେମେଡି ର ପ୍ରୟୋଗ କରନ୍ତୁ ।

ଏହା ବହୁତ ପୁରାତନ କଳାରୁ ବ୍ୟବହାର ହୋଇ ଆସୁଛି । ଏହାର କୌଣସି ସାଇଡ ଇଫେକ୍ଟ ନାହି । ଏହି ତେଲ କେଶ ର ମୂଳକୁ ଷ୍ଟ୍ରଙ୍ଗ କରିବା ସହ କେଶ ଘନ, ଲମ୍ବା କରିବାରେ ସାହାଜ୍ଯ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *