ମୋବାଇଲ କ୍ୟାମେରା ରେ ହୋଇପାରିବ ଏମିତି, ଆପଣ କେବେ ଭାବି ନଥିବେ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ନିଜର ମୋବାଇଲ କ୍ୟମେରା ର ଏମିତି ଦୁଇଟି ସିକ୍ରେଟ ଟ୍ରୀକ୍ ବିଷୟ ରେ କହିବୁ ଜାହାକୁ ଆପଣ ମାନେ ଆଗରୁ କେବେ ବି ଜାଣି ନ ଥିବେ । ତ ବନ୍ଧୁଗଣ ଆପଣ ମାନେ କେବେ ବି ଭାବି ନ ଥିବେ ଆପଣ ମାନେ କେବଳ ନିଜର ମୋବାଇଲ କ୍ୟମେରା ସାହାଯ୍ୟ ରେ କୈଣସି ବି ମ୍ୟଥ୍ ର ସମସ୍ଯା କୁ ଦୂର କରି ପାରିବେ ବୋଲି । ତେବେ ଆମେ । ଯେଉଁ ଆପ୍ଲିକେସନ ବିଷୟ ରେ କହିବୁ ତାହା ବହୁତ ଦାମିକା ଏବଂ ଏବଂ ବହୁତ କାମିକା ଆପ୍ଲିକେସନ ।

ଆପଣ ମାନେ ଏହାକୁ PHOTOMATH ଭାବେ ପ୍ଲେ ଷ୍ଚୋର ରେ ପାଇ ପାରିବେ ଏହା ପରେ ଆପଣ ମାନେ ଇନଷ୍ଟଲ କରି ଫୋନ ରେ ଓପନ କରି ନିଅନ୍ତୁ । ଏବଂ ଅପନ କରିବା ମାତ୍ରେ ଆପଣ ମାନଙ୍କୁ ସେଠାରେ ଗୋଟିଏ କ୍ୟମେରା ଅଫସନ ଦେଖିବା ପାଇଁ ମିଳିବ ।

ଏବଂ ପରେ ଆପଣ ମାନଙ୍କୁ ସେହି ଠାରେ ଆସୁ ଥିବା ବାର୍କୋର୍ଡ ଭଳି ଅଫସନ ରେ କେବଳ କୈଣସି ବି ମ୍ୟଥ୍ କୁ ସ୍କାନ କରିବା ପାଇଁ ପଡିବ ଏବଂ ତୁରନ୍ତ ଙ୍କ ସେହି ମ୍ୟଥ୍ ର ସଲ୍ୟୁସନ ପାଇ ପାରିବେ । ସେହି ପରି ଦ୍ୱତୀୟ ଟ୍ରୀକ୍ସ ଟି ହେଲା ଆପଣ ମାନେ ନିଶ୍ଚିତ ଭାବେ ଇଂରାଜୀ ଶବ୍ଦ କୁ ବହୁତ ସମୟରେ ବୁଝି ପାରି ନ ଥାନ୍ତି ।

ସେମିତି ରେ ସମସ୍ତେ ପାଠ ପଢି ନ ଥାନ୍ତି । ଏବଂ ସେମାନଙ୍କୁ ଏହି ସବୁ ର ଅସୁବିଧା ହୋଇ ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଯଦି ସେହି ଇଂରାଜୀ ଶବ୍ଦ ର ଓଡ଼ିଆ ବାହାର କରିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ କେବଳ ଛୋଟ ଆପ ଦରକାର ଜାହାର ନାମ ଗୋଗୁଲ ଟ୍ରେନ୍ସଲେଟ୍ ।

ଏହା ଡାଉନଲୋର୍ଡ କରିବା ପରେ ଆପଣ ମାନେ ଏହି ଠାରେ ଦୁଇ ଭାଷା ର ଇଣ୍ଟରଫେସ୍ ଦେଖିବା ପାଇଁ ମିଳିବ । ଏବଂ ସେଠାରେ ଆପଣ ଙ୍କୁ ଗୋଟିଏ କ୍ୟମେରା ର ଅଫସନ ବି ଦେଖିବା ପାଇଁ ମିଳିବ ଯେଉଁ ଠାରେ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ନାହିଁ ସେହି ଠାରେ କୈଣସି ବି ଇଂରାଜୀ ଶବ୍ଦ କୁ ସ୍କାନ କରିବା ପାଇଁ ପଡିବ ।

ଏବଂ ଆପଣ ମାନେ ସ୍କ୍ରାଚ୍ କରିଲେ ଆପଣ ମାନଙ୍କୁ ସେହି ଇଂରାଜୀ ବିଭିନ୍ନ ଭାଷା ରେ ମାନେ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ନଶ୍ଚିତ ଭାବେ ଏହା ବହୁତ ସାହାଯ୍ୟ କରି ଥିବ ଆପଣ ମାନଙ୍କୁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *