Jyotish Shastra- ବୃଷ ରାଶି August 2022 ସମ୍ପୂର୍ଣ ରାଶିଫଳ ! ବଦଳିଯିବ ଜୀବନ, ମିଳିବାକୁ ଯାଉଛି ଏହି ସବୁ ଖୁସି ଖବର…

ନମସ୍କାର ବନ୍ଧୁଗଣ । ଆଜି ଆମେ ପୁଣି ଥର ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ବୃଷ ରାଶିର ମାସିକ ରାଶିଫଳ । ଏହି ମାସିକ ରାଶିଫଳ ଟି ଗ୍ରହ ମାନଙ୍କ ସ୍ଥିତି ଓ ଚଳନ କୁ ନେଇ ଆଧାରିତ । ଗ୍ରହ ମାନଙ୍କ ର ସ୍ଥିତି ଦ୍ଵାରା ଜୀବନରେ ସୁଖ ଦୁଃଖ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ବୃଷ ରାଶିର ମାସିକ ଫଳାଫଳ ଆଣିବା ସହ ସାଙ୍ଗ ରେ ନେଇ ଆସିଛୁ ଅଶୁଭ ଗ୍ରହ ମାନଙ୍କର ପ୍ରତିକାର । ବନ୍ଧୁଗଣ ଜଣାଇଦେବାକୁ ଚାହିଁବୁ, ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅଗଷ୍ଟ ମାସଟି ସକାରାତ୍ମକ ଫଳାଫଳ ଦେବାକୁ ଯାଉଛି ।

ଏହି ମାସରେ ପରିବାର ରେ ସୁଖ ଶାନ୍ତି ବାତାବରଣ ରହିବ । କିନ୍ତୁ ମାନସିକ ସ୍ତର ରେ ଏହି ମାସ ଟି ଆପଣଙ୍କ ଉପରେ ଚାପ ମଧ୍ୟ ଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ଏହି ମାସ ରେ ଆପଣଙ୍କୁ ଭାଗ୍ଯର ସଂପୂର୍ଣ୍ଣ ସମର୍ଥନ ପାଇବେ ଚାକିରି ଖୋଜୁଥିବା ବ୍ୟକ୍ତି ଚାକିରି ପାଇ ପାରିବେ , ବ୍ୟବସାୟରେ ସଫଳତା ପ୍ରାପ୍ତ କରିବେ । ବିଦ୍ୟାର୍ଥୀ ମାନେ ପାଠ ରେ ମନ ଦେବା ସହ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ କରିବେ ।

ଯଦି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣ ପରୀକ୍ଷାରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ କରିବେ । ଏହି ମାସରେ ଏକ ଉଚିତ ସାଥି ମଧ୍ୟ ପାଇ ପାରିବେ । ଏହି ମାସ ଉଭୟ ପ୍ରେମ ଜୀବନ ତଥା ଦାମ୍ପତ୍ୟ ଜୀବନ ପାଇଁ ଭଲ ରହିବ ।

ପ୍ରେମ ଜୀବନରେ ପରସ୍ପର ମଧ୍ୟରେ ଦୂରତା ଆସିପାରେ, କିନ୍ତୁ ପ୍ରେମ ସମ୍ପର୍କ ରେ ପ୍ରେମ ଓ ବିଶ୍ବାସ ବଢିବ । ପରିବାରରେ ଚାଲୁଥିବା କୌଣସି ବିବାଦ ର ମଧ୍ୟ ସମାଧାନ ଏହି ମାସରେ ହୋଇଯିବ । ପରିବାର ର ସବୁ ସମ୍ପର୍କ ରେ ପ୍ରେମ ବଢିବ । ଆପଣଙ୍କର ଏହି ସମୟରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ଯାହା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ମାଙ୍କର ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇପାରେ । ତେଣୁ ମା’ଙ୍କର ବିଶେଷ ଯତ୍ନ ନିଅନ୍ତୁ । ବନ୍ଧୁଗଣ ବର୍ତମାନ ଆସନ୍ତୁ ଗ୍ରହ ମାନଙ୍କର ପ୍ରତିକାର ବିଷୟରେ ଜାଣିନେବା ।

ବନ୍ଧୁଗଣ ପ୍ରତ୍ଯେକ ଦିନ ଭଗବାନ ଗଣେଶ ଙ୍କର ପୂଜାର୍ଚ୍ଚନା କରନ୍ତୁ । ଏହାଛଡା କୌଣସି ଛୋଟ ଛୋଟ ଝିଅ ପିଲାଙ୍କୁ କିଛି ଶୃଙ୍ଗାର ସାମଗ୍ରୀ ମଧ୍ୟ ଦାନ କରନ୍ତୁ । ଶୁକ୍ରବାର ଦିନ ଗୋ ମାତା ଙ୍କୁ ସବୁଜ ଘାସ କିମ୍ବା ଚାରା ଖାଇବାକୁ ଦିଅନ୍ତୁ ଏବ॰ ଶନିବାର ଦିନ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ । ତେବେ ଆପଣଙ୍କ ରାଶିରେ ଗ୍ରହ ମାନଙ୍କର ଯେଉଁ ପ୍ରଭାବ ଗୁଡିକ ଥିବ, ତାହାର ପ୍ରତିକାର ହୋଇଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *