Vastu Shastra- ବିବାହିତା ମହିଳା ମାନେ ଭୁଲରେ ବି ଏହି ଦିନ ଧୁଅନ୍ତୁ ନାହିଁ ନିଜ ବାଳ, କମିଯାଏ ସ୍ବାମୀଙ୍କ ଆୟୁଷ

ବନ୍ଧୁଗଣ, ହିନ୍ଦୁଧର୍ମରେ ଅନେକ ନୀତି ନିୟମ ମାନ ରହିଅଛି । ହିନ୍ଦୁଧର୍ମ ରେ ଏହି ପରମ୍ପରା ମାନ ଅନେକ ଦିନରୁ ଚାଲି ଆସିଆଛି । ମାତ୍ର ଯେତେକ ଲୋକେ ଅଛନ୍ତି ଯେଉଁମାନେ ଏହାକୁ କେବଳ ଗୋଟିଏ ଭ୍ରମ ଭାବରେ ଗ୍ରହଣ କରୁଛନ୍ତି । କେତେକ ଲୋକ ଏହାକୁ ଠିକ ମଧ୍ୟ ମାନୁଛନ୍ତି । ମାତ୍ର ଏହି ପରମ୍ପରା ମାନଙ୍କର ମହତ୍ଵ ଏଥି ନିମନ୍ତେ ରହିଅଛି କାରଣ ଏହାର କିଛି ନା କିଛି କାରଣ ମାନ ରହିଅଛି ।

ଏହି ମଧ୍ୟରୁ କିଛି ପରମ୍ପରା କୁ ବିଶେଷ ମହତ୍ଵ ମଧ୍ୟ ଦିଆ ଯାଇଅଛି । କାରଣ ଏହା ପଛରେ ଅନେକ ରହସ୍ୟ ମଧ୍ୟ ଜଡିତ ଅଛି । ବ୍ୟକ୍ତି ର ଜନ୍ମ ଠାରୁ ଆରମ୍ଭ କରି ମୃ-ତ୍ୟୁ ପର୍ଯ୍ୟନ୍ତ ଅନେକ ପରମ୍ପରା ମାନ ରହିଅଛି । ଆଜି ଆମ୍ଭେ ଏଭଳି ଲିଛି ପରମ୍ପରା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା କେବଳ ମହିଳା ମାନଙ୍କ ସହିତ ଜଡିତ ଅଛି ।

ମହିଳା ମାନଙ୍କ କେଶ ଧୋଇବା ଦିନ କୁ ନେଇ ବିଶେଷ ନିୟମ କୁହାଯାଇଛି । ମାନ୍ୟତା ରହିଅଛି ଯେ ଏହି ଦିନ ମାନଙ୍କରେ ଯଦି ମହିଳା ମାନେ କେଶ ଧୋଇଥାନ୍ତି, ତେବେ ତାଙ୍କ ପରିବାର ସମେତ ସ୍ଵାମୀ ଙ୍କ ଜୀବନରେ ମଧ୍ୟ ନାନା ପ୍ରକାରର ବାଧା ଆସିଥାଏ । ଆସନ୍ତୁ ତେବେ ଜାଣିବା ବିଶେଷ ବିବରଣୀ ।

୧- ସୋମବାର;- ଏହି ଦିନ ବିବାହିତା ନାରୀ ମାନଙ୍କୁ ନିଜ କେଶ ଆଦୌ ଧୋଇବା କଥା ନୁହେଁ । ଶାସ୍ତ୍ର ଅନୁଯାୟୀ ମାନ୍ୟତା ରହିଅଛି ଯେ ଏହି ଦିନରେ କେଶ ଧୋଇବା ଦ୍ଵାରା ଆପଣଙ୍କ କନ୍ୟା ତଥା ଝିଅ ଙ୍କ ଉପରେ ଭାର ରହିଥାଏ ।

୨- ବୁଧବାର;- ମାନ୍ୟତା ରହିଅଛି ଯେ ଏହି ଦିନ କେଶ ଧୋଇବା ଦ୍ଵାରା ମହିଳା ମାନଙ୍କ ଭାଇ ଙ୍କ ଉପରେ ବିପତ୍ତି ଆସିପାରେ ।

୩- ଗୁରୁବାର;- ଯେଉଁ ମହିଳା ଏହି ଦିନ ନିଜ କେଶ ଧୋଇଥାଏ, ତାହାର ସ୍ଵାମୀ ର ଆୟୁଷ କମିଯାଇଥାଏ । ଏଣୁ ବିବାହିତ ନାରୀ ମାନେ ଏହିଦିନ ନିଜର କେଶ ଧୋଇବା ଆଦୌ ଉଚିତ ନୁହେଁ ।

୪- ଯଦି ଆପଣ ଏକାକ୍ଷୀ ର ବ୍ରତ ରଖିଛନ୍ତି ତେବେ ସେହିଦିନ ଆପଣଙ୍କୁ ନିଜ କେଶ ଧୋଇବା ଆଦୌ ଉଚିତ ନୁହେଁ । ଏହାର ଏକ ଦିନ ଆଗରୁ ଆପଣ ନିଜର କେଶ ଅବଶ୍ୟ ଧୋଇ ନିଅନ୍ତୁ ।

୫-  ମାତ୍ର ଏକାଦଶୀ ଆଗ ଦିନ ଯଦି ଗୁରୁବାର ପଡୁଥାଏ ତେବେ ଆପଣ ଜଳରେ କିଛି ହଳଦୀ ମିଶାଇ ଗାଧାନ୍ତୁ ଏହା ଦ୍ଵାରା ଆପଣଙ୍କ କୁପ୍ରଭାବ ଦୂର ହୋଇଯିବ ।

୬- ଯଦି ଆପଣଙ୍କୁ ସୋମବାର କେଶ ଧୋଇବାକୁ ପଡୁଅଛି ତେବେ ଆପଣ ଜଳରେ କିଛି ଜୀରା ପକାଇ ସ୍ନାନ କରନ୍ତୁ ଏହାର ପ୍ରଭାବ ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *