ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଜାଣିଛୁ କି କିଡନୀ ଆମ ଶରୀରର ବହୁତ ମହତ୍ଵପୂର୍ଣ ଅଙ୍ଗ ଅଟେ । ଏହା ଆମର ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥକୁ ଛାଣି ରକ୍ତକୁ ସଫା କରିବା ସହିତ ଆମ ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥ ଗୁଡିକୁ ବି ମୂତ୍ରମାର୍ଗ ଦ୍ୱାରା ଆମ ଶରୀରର ବାହାରକୁ ବାହାର କରିଦିଏ । ଗୋଟିଏ ମଣିଷ ଶରୀରରେ ଦୁଇଟି କିଡନୀ ଥାଏ ଓ ଏମିତିରେ ଯଦି ଗୋଟିଏ କିଡନୀ ଖରାପ ହୋଇଯାଏ ତେବେ ମଣିଷ ନିଜର ଅନ୍ୟ ଏକ କିଡନୀ ସାହାର୍ଯ୍ୟରେ ଜୀବିତ ରହିଥାଏ ।
କିନ୍ତୁ ଏହା ସହିତ ବ୍ୟକ୍ତି ଅଳ୍ପ କମଜୋର ବି ହୋଇଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଡନୀ ସମ୍ବନ୍ଧିତ କିଛି ଏମିତି ସୂଚନା ଦେବୁ ଯାହା ଆପଣଙ୍କ ଭବିଷ୍ୟତରେ ଆପଣଙ୍କ ପାଇଁ ହିଁ ଲାଭଦାୟକ ରହିବ । ଆପଣଙ୍କୁ କହି ଦେଉଛୁ କି କିଡନୀ ଖରାପ ହେବା ପୂର୍ବରୁ ଏହି ୫ଟି ସଙ୍କେତ ଦେଇଥାଏ ।
୧-ପ୍ରଥମ ରେ ହେଉଛି ଯଦି ଆପଣଙ୍କୁ ସାମାନ୍ୟ ୟୁରିନ ଆସିବା ବଦଳରେ କମ ୟୁରିନ ଆସୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର କିଡନୀ ଠିକ ରୂପରେ କାମ କରୁ ନାହିଁ । ଆପଣ ଏହା ବିଷୟରେ ଡାକ୍ତରଙ୍କର ପରାମର୍ଶ ନେଇ ପାରିବେ। ତେବେ ଏହା ସହ ପରିସ୍ରା କରିବା ସମୟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ।ଏହା ମଧ୍ୟ କିଡନୀ ଖରାପ ହେବାର ସଙ୍କେତ ଅଟେ।
୨- ଦ୍ଵିତୀୟ ରେ ହେଉଛି ପାଦ ଅଚାନକ ଫୁଲିଯିବା। ତେବେ ପାଦ ଫୁଲିଯିବା ଅନ୍ୟ କୌଣସି କାରଣ ରୁ ମଧ୍ୟ ହୋଇପାରେ । କିନ୍ତୁ କିଡ୍ନି ଖରାପ ହେଲେ ପାଦ ଫୁଲିଯାଇଥାଏ । ଏହା ସହିତ ହାତ, ଚେହେରା ଫୁଲି ଯାଇଥାଏ । ନୀତିଦିନିଆ କାର୍ଯ୍ୟ କରିବା ନିମନ୍ତେ ମଧ୍ୟ ଅସୁବିଧା ହୋଇଥାଏ। ଏହା ସହ ଶୀଘ୍ର ଥକି ଯିବା ଭଳି ମଧ୍ୟ ସମସ୍ୟା ଦେଖା ଦେଇଥାଏ।
୩- ତୃତୀୟ ରେ ହେଉଛି ନିଶ୍ୱାସ ନେବାରେ ଅସୁବିଧା ହେବା । କିଡନୀ ଖରାପ ହେବା ଦ୍ୱାରା ଶରୀର ରେ ପାଣି ବଢ଼ିଯାଏ ଏବଂ ଏହି ପାଣି ଫୁସଫୁସ ରେ ପଶିଯାଇ ଥାଏ ଯାହା ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ଶ୍ୱାସ ଫୁଲିବାରେ ଲାଗେ।
୪- ଚତୁର୍ଥ ରେ ହେଉଛି ଭୋକ ନ ଲାଗିବା । ଯେତେବେଳେ ଆମ କିଡନୀ ଖରାପ ହୋଇଯାଏ କିମ୍ବା ଠିକ ଭାବରେ କାମ କରେ ନାହିଁ ସେତେବେଳେ ବାନ୍ତି ଲାଗିବା, ଇଛା ନ ହେବା ଏବଂ ଭୋକ ନ ଲାଗିବା ଭଳି ହୋଇଥାଏ ତେବେ ଏହା କିଡନୀ ର ଖରାପ ହେବାର ସଙ୍କେତ ଥାଏ। ତେବେ କିଡନୀ ଖରାପ ହେଲେ ମୁହଁରୁ ଦୁର୍ଗନ୍ଧ ମଧ୍ୟ ବାହାରି ଥାଏ।
୫- ପଞ୍ଚମ ରେ ହେଉଛି କିଡ୍ନୀ ଖରାପ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ । ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।
ତେବେ ଆଶା କରୁଛି ଆପଣ ଙ୍କୁ ଏହି ବିଷୟ ଟି ପସନ୍ଦ ଆସିଥିବ। ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ