ଲିଭ ଇନ ସମ୍ପର୍କରେ ସମ୍ବନ୍ଧ ! କଣ କହିଥାଏ ହିନ୍ଦୁ ଧର୍ମ ଶାସ୍ତ୍ର ? ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ କଳିଯୁଗର ଏପରି ସମୟ ଚାଲୁଅଛି ଯେଉଁଠି ଲୋକ ମାନେ ବିନା ବିବାହ ରେ ହିଁ ନିଜ ସାଥି ଙ୍କ ସହ ରହୁଛନ୍ତି । ଏପରି ରେ ସେମାନଙ୍କ ମଧ୍ୟ କିଛି ଶଆରୀଇରିକ ସମ୍ବନ୍ଧ ମଧ୍ୟ ନିଶ୍ଚୟ ହୋଇଥାଏ । କିନ୍ତୁ ବନ୍ଧୁଗଣ କଣ ଆପଣ କେବେ ଏପରି କିଛି ଚିନ୍ତା କରିଛନ୍ତି କି ଏହା ଉଚିତ କି ନାହିଁ ? ବା ଶଆରୀଇରିକ ସମ୍ବନ୍ଧ ସ୍ଥାପନା କରିବା ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେବା ଜରୁରୀ କଣ ପାଇଁ ହୋଇଥାଏ ।

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଥିବା ବେଦ ଶାସ୍ତ୍ର ଅନୁସାରେ ବିବାହ ପରେ ଜଡିଉ କୌଣସି ନାରୀ ଓ ପୁରୁଷ ଶଆରୀଇରିକ ସମ୍ବନ୍ଧ ସ୍ଥାପନ କରନ୍ତି ତେବେ ଏହା ଠିକ ଅଟେ । କିନ୍ତୁ ବିବାହ ପୂର୍ବରୁ ଯଦି କେହି ଏପରି କରିଥାନ୍ତି, ତେବେ ଏହା ସଂପୂର୍ଣ୍ଣ ରୂପରେ ଏକ ପାପ ଅଟେ ।

କିନ୍ତୁ ବନ୍ଧୁଗଣ ଏହା ପାଇଁ କେବେ ମଧ୍ୟ କୌଣସି ନାରୀ କିମ୍ବା କୌଣସି ପୁରୁଷ କୁ ଏକୁଟିଆ ଦୋଷା ରୋପ କରିବା ଠିକ ହୋଇ ନଥାଏ । କାରଣ ଏଥିରେ ଦୁହେଁ ଦୁହିଁ ଙ୍କର ହିଁ ଦୋଷ ରହିଥାଏ । ବନ୍ଧୁଗଣ ପ୍ରାଚୀନ କାଳରେ କିନ୍ତୁ ଅନେକ ସ୍ଥାନରେ ଏଅପରି ଦେଖିବାକୁ ମିଳିଛି କି ବିବାହ ପୂର୍ବରୁ ଉଭୟ ପୁରୁଷ ସମ୍ପର୍କ ସ୍ଥାପନ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ସେହି କ୍ଷେତ୍ରରେ ଦେଖିବାକୁ ଗଲେ କୁହାଯାଇଛି, “ସମରଥ କୋ ନାଇ ଦୋଷ ଗୋସାଇଁ” । ଏହାର ଅର୍ଥ ଯେଉଁ ମାନେ ସମର୍ଥ ହୋଇଥାନ୍ତି, ସେମାନଙ୍କୁ ଏହାର ଦୋଷ ଲାଗି ନଥାଏ । ତାହାଛଡା ସେମାନଙ୍କ ପାଖରେ ଏହି ପ୍ରକାରର ଦିବ୍ୟତା ରହିଅଛି, ଯାହାର ପ୍ରଭାବରେ ସେମାନଙ୍କର ଦୁର୍ଗୁଣ ମଧ୍ୟ ସୁଗୁଣ ରୂପେ ଗଣା ଯାଇଥାଏ । ତାହାଛଡ ସେହି ସାମୀରେ ଏହାକୁ ଗନ୍ଧର୍ବ ବିବାହ କୁହାଯାଉଥିଲା ।

ଯାହାଫଳରେ ସେହି ସମୟ ରେ ଯୁବକ, ଯୁବତୀ ପ୍ରେମ ସମ୍ବନ୍ଧ ପରେ ଦୁହେଁ ଦୁହିଁଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ । କିନ୍ତୁ ବନ୍ଧୁଗଣ ଆଜିର ସମୟ କୁ ଯଦି ଆମେ ଦେଖିବା ତେବେ ବନ୍ଧୁଗଣ ଆଜିର ସମୟରେ ପ୍ରଥମେ ତ କେହି ସମର୍ଥ ବ୍ୟକ୍ତି ନାହାନ୍ତି । ଦ୍ବିତୀୟରେ ଯୁଗ ପରିବର୍ତ୍ତନ ପରେ ଗନ୍ଧର୍ବ ବିବାହ ପ୍ରଥା ମଧ୍ୟ ସମୟର ସହ ଉଠି ଯାଇଛି ।

ଏପରି ରେ ଯଦି କେହି ବିବାହ ପୂର୍ବରୁ ସମ୍ପର୍କ ସ୍ଥାପନ କରେ ଓ ଏପରି ରେ ତାକୁ କେହି ସମାଜ ରେ ଯଦି ଦେଖି ଦିଅନ୍ତି, ତେବେ ସର୍ବପ୍ରଥମେ ଆମର ସମାଜ ଏହାକୁ ସ୍ଵୀକାର କରିବ ନାହିଁ । ଏପରିକି ନିଜ ପରିବାରର ଲୋକ ମଧ୍ୟ ଏହାକୁ ସ୍ଵୀକାର କରନ୍ତି ନାହିଁ ।

ଏବଂ ନିଜ ସନ୍ତାନ ସହ କଥା ହେବା ମଧ୍ୟ ବନ୍ଦ କରି ଦିଅନ୍ତି । ଯାହାଫଳରେ ବିବାହ ପୂର୍ବରୁ ସ୍ଥାପନ କରିଥିବା ସେହି ସମ୍ବନ୍ଧ ଯୋଗୁଁ ଦିନ ଦିନ ଧରି ସାରା ଜୀବନ ଆପଣଙ୍କୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । ତେଣୁ ବନ୍ଧୁଗଣ ବିବାହ ପୂର୍ବରୁ ଶଆରୀଇରିକ ସମ୍ବନ୍ଧ ସ୍ଥାପନ କରିବାରୁ ବଞ୍ଚନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ       

Leave a Reply

Your email address will not be published. Required fields are marked *