ଏମାନେ ହେଉଛନ୍ତି ଭରତର 8 ଜଣ ସବୁଠୁ ସୁନ୍ଦର IAS ଓ IPS ଅଫିସର, ନମ୍ବର 3 ଙ୍କ ସୁନ୍ଦରତା ଆଗରେ ତ ବଲିଉଡ ହିରୋଇନ ବି ଫେଲ ମାରିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଭାରତର ଝିଅ ମାନେ ସମଗ୍ର ବିଶ୍ୱ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।ଝିଅ ମାନେ ଭାରତର ଗର୍ବ ଏବଂ ଗୌରବ ଭାବେ ଅନେକ ସ୍ଥାନରେ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି। କିଛି ଝିଅ ଭାରତ ତରଫରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ବିଜୟ ଲାଭ କରି ଭାରତ କୁ ଗର୍ବିତ କରୁଛନ୍ତି।ସେହିପରି ଅନେକ ଝିଅ ଅଛନ୍ତି ଯେଉଁମାନେ ଭାରତ ର ଉଚ୍ଚ ପଦ ପଦବୀରେ ବସି ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି।କିନ୍ତୁ କଥାରେ ଅଛି ଯେ ସୁନ୍ଦର ଝିଅ ଙ୍କ ର ବୁଦ୍ଧି ଟିକେ କମ ହୋଇଥାଏ ।

କିନ୍ତୁ ଆମକୁ ଭୁଲ ପ୍ରମାଣିତ କରି ଆଜି ଦେଶର ଅନେକ ସୁନ୍ଦର ଝିଅ ଉଚ୍ଚ ପଦବୀରେ ରହି ଦେଶର ବିକାଶ ରେ ସାହାର୍ଯ୍ୟ କରୁଛନ୍ତି।ତେବେ ଆମେ ଆଜି ଭାରତର ଏହିପରି କିଛି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଦେଖିବାକୁ ସୁନ୍ଦର ଏବଂ ବୁଦ୍ଧିରେ ମଧ୍ୟ ଚତୁର।ତେବେ ବନ୍ଧୁଗଣ ଆମେ ଆଜି ଦେଶର କେତେକ ସୁନ୍ଦର ଓ ଭୟଙ୍କର ଆଇ.ଏ.ଏସ ଏବଂ ଆଇ.ପି.ଏସ ଙ୍କ ବିଷୟରେ ଆଲୋଚନା କରିବା।ତେବେ ଚାଲନ୍ତୁ ଦେଖିବା କିଏ ସେହି ଭୟଙ୍କର ଓ ଉଚ୍ଚ ଅଧିକାରୀମାନେ।

୧.ମେରିନ ଜୋସେଫ-ବନ୍ଧୁଗଣ ମେରିନ ଜୋସେଫ ୨୦୧୨ରେ ଭାରତୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ।ସେ ନିଜ କ୍ୟାରିଅର ର ପ୍ରଥମ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଯାଇଥିଲେ।ସେ ଦିଲ୍ଲୀ ର ଜଣାଶୁଣା ସେଣ୍ଟ ଷ୍ଟିଫେନ ମହାବିଦ୍ୟାଳୟ ରୁ ବ୍ୟାଚେଲର ଡିଗ୍ରୀ ପାସ କରିଥିଲେ।ସେ ବହୁତ କମ ବୟସରୁ ହିଁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସେ ୨୦୧୫ରେ ଅଷ୍ଟ୍ରଳିଆରେ ଆୟୋଜିତ ସମ୍ମିଳନୀରେ ରେ ଭାରତର ନେତୃତ୍ୱ ନେଇଥିଲେ।ସେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସ ସେବା କୁ ମନୋନୀତ କରିଥିଲେ।ସେ ତାଙ୍କ ବ୍ୟାଚ ର ସବୁଠାରୁ କମ ବୟସ୍କା ଯୁବତୀ ଥିଲେ।ସେ କେରଳ କ୍ୟାଡ଼ର ର ସବୁଠାରୁ କମ ବୟସ ର ଆଇ.ପି.ଏସ ଅଟନ୍ତି।ସେ ବହୁତ ସଚ୍ଚୋଟ ଅଫିସର ଅଟନ୍ତି।କୁହାଯାଏ ଯେ ତାଙ୍କ କବଳରୁ କୌଣସି ଅପରାଧୀ ବଂଚିପାରନ୍ତି ନାହିଁ।ସେ ଦେଖିବାକୁ ବହୁତ ସୁନ୍ଦର।ସେ ରୂପରେ କୌଣସି ଅଭିନେତ୍ରୀ ଙ୍କ ଠାରୁ କମ ନୁହନ୍ତି।

୨.ରିଜୁ ବାଫନା-ସେ ଛତିଶଗଡ଼ ରେ ଜନ୍ମ ଗ୍ରହଣ କରିଥିଲେ।ସେ କେରଡ଼ିମଲ ମହାବିଦ୍ୟାଳୟ ରୁ ସ୍ନାତକ ଏବଂ ଅର୍ଥ ଶାସ୍ତ୍ର ରେ ଦିଲ୍ଲୀରେ ମାଷ୍ଟର ଡିଗ୍ରୀ କରିଛନ୍ତି।ସେ ୨୦୧୩ ମସିହା ସିଭିଲ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ।ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇ.ଅ.ଏସ ଅଫିସର ଅଟନ୍ତି।ଗତ ବର୍ଷ ସେ ମାନବାଧିକାର କମିଟି ର ଅଧିକାରୀ ଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଚର୍ଚ୍ଚା ରେ ଆସିଥିଲେ।ସେ ମଧ୍ୟ ଜଣେ କଠୋର ଅଫିସର ବୋଲି କୁହାଯାଏ।ସେ ଯେ କୋୖଣସି ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବେଶି ଭାବନ୍ତି ନାହିଁ।ଯଦି ତାଙ୍କୁ କିଛି ପ୍ରମାଣ ମିଳିଯାଏ ତେବେ ସେ ସେହି ସମୟରେ ରେ ପଦକ୍ଷେପ ନେଇଥାନ୍ତି।ସେ ବିବାହିତ ଅଟନ୍ତି।ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି।

୩.ସ୍ମିତା ସଭରବଲ-ବନ୍ଧୁଗଣ ସ୍ମିତା ଜଣେ ଆଇ.ଏ.ଏସ ଅଧିକାରୀ ଅଟନ୍ତି।ତାଙ୍କ ଜନ୍ମ ୧୯୭୭ ମସିହା ପଶ୍ଚିମବଙ୍ଗ ର ଦାର୍ଜିଲିଂ ଠାରେ ହୋଇଥିଲା।ସେ ୨୦୦୧ମସିହା ରେ ଆଇ.ଏ.ଏସ ଅଧିକାରୀ ହୋଇଥିଲେ।ସେ ଜଣେ ପ୍ରଥମ ଅଧିକାରୀ ଯିଏ ମୁଖ୍ୟମନ୍ତ୍ରୀ ଙ୍କ ଘରେ ମଧ୍ୟ ଅନୁସନ୍ଧାନ କରିଥିଲେ।ତାଙ୍କ ପାଇଁ କାମ ପ୍ରଥମେ ହୋଇଥାଏ।ଜି ପର୍ଯ୍ୟନ୍ତ ତାଙ୍କ କାମ ସରିନଥାଏ ସେ ପର୍ଯ୍ୟନ୍ତ ସେ ବିଶ୍ରାମ ନିଅନ୍ତି ନାହିଁ।ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

୫. ସଂଯୁକ୍ତା ପରାସର- ଆସାମର ପ୍ରଥମ ଆଇପିଏସ ଅଫିସର ସଞ୍ଜୁକ୍ତା ୨୦୦୬ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ କଲେଜରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ସଞ୍ଜୁକ୍ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ୨୦୦୮ରେ ହୋଇଥିଲା ।

୪. ବି ଚନ୍ଦ୍ରକଳା- ୨୭ ସେପ୍ଟେମ୍ବର ୧୯୭୯ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ହୋଇଥିଲେ ବି ଚନ୍ଦ୍ରକଳା । ୨୦୦୮ ବ୍ୟାଚରେ ଥିବା ଆଇପିଏସ ଅଫିସର ଚନ୍ଦ୍ରକଳା ହାଇଦ୍ରାବାଦର କୋଠି ମହିଳା କଲେଜରେ ଗ୍ରାଜୁଏସନ କରିଥିଲେ । ଚନ୍ଦ୍ରକଳା ବହୁତ ସୁନ୍ଦର ଓ ସ୍ମାର୍ଟ ଦେଖାଯାନ୍ତି ।

୫.ମିରା ବର୍ବଙ୍କର-ବନ୍ଧୁଗଣ ସେ ୧୯୮୧ ବ୍ୟାଚର ଆଇ.ପି.ଏସ ଅଧିକାରୀ ଅଟନ୍ତି।ସେ ପଞ୍ଜାବୀ ପରିବାରର ଅଟନ୍ତି।ସେ ଜଳନ୍ଧର ରୁ ସ୍ନାତକ ପାଠ ସମ୍ପୂର୍ଣ୍ଣ କରିଥିଲେ।ସେ ଲେଡି ସୁପର କୋପ ଭାବରେ ମଧ୍ୟ ଜଣାଯାଆନ୍ତି।ଦାଉଦ ଇବ୍ରାହିମ ଓ ଛୋଟା ରାଜନ କୁ ଗିରଫ କରିବା ପରେ ସେ ଚର୍ଚ୍ଚା କୁ ଆସିଥିଲେ।ସେ ୧୯୯୪ରେ ଜଲଗାଓଁ ରେ ହୋଇଥିବା ଠକେଇ ର ଆସାମୀ ମାନଙ୍କୁ ମଧ୍ୟ ଗିରଫ କରିଥିଲେ।ବଲିଉଡର ଫିଲ୍ମ “ମର୍ଦଆନି” ମଧ୍ୟ ମିରା ଙ୍କ ଯିବନି କୁ ନେଇ ନିର୍ମାଣ କରାଯାଇଥିଲା।ତାଙ୍କ ବିଷୟରେ କେବଳ ଗୋଟେ କଥା କୁହାଯାଇଥାଏ ଯେ ସେ ଯେଉଁ ବାଟ ଦେଇ ଯାଇଥାନ୍ତି ସେ ବାଟରେ କୌଣସି ଅପରାଧୀ ଦେଖାଯାଇନଥାନ୍ତି।ସେ ବହୁତ କଠୋର ଅଧିକାରୀ ଅଟନ୍ତି।

୬. ରୋସନ ଜ୍ୟାକପ- କେରଳରେ ରହୁଥିବା ରୋସନଙ୍କ ଜନ୍ମ ୧୯୭୮ ମସିହାରେ ହୋଇଥିଲା । ସେ ୨୦୦୪ ରେ ୟୁପିଏସସି ପରୀକ୍ଷାରେ ସଫଳତା ପାଇଥିଲେ । ବର୍ତ୍ତମାନ ସେ ଉତ୍ତର ପ୍ରଦେଶର ଗୁଣ୍ଡା ଜିଲ୍ଲାର ଡିଏମ ରୂପରେ ନିଯୁକ୍ତ ଅଛନ୍ତି ।

୭. ଟିନା ଡାବି- ୨୨ ବର୍ଷ ବୟସରେ ଟିନା ୟୁପିଏସସି ପରକ୍ଷା ପ୍ରଥମ ଥର ପାଇଁ ଦେଇଥିଲେ ଓ ଏହି ପରୀକ୍ଷାରେ ସେ ଟପ ମଧ୍ୟ କରିଥିଲେ । ଟିନା ଭୋପାଳର ଅଧିବାସୀ ଅଟନ୍ତି । ୨୦୧୧ରେ ଟିନା ଲେଡି ଶ୍ରୀରାମ କଲେଜରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଟିନା ମଧ୍ୟ ବହୁତ ଷ୍ଟାଇଲିସ ଦେଖାଯାନ୍ତି ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ନିଶ୍ଚିତ ଏହା ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *