ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୩ ଟି ସଙ୍କେତ, ଘରକୁ ଆସନ୍ତି ସ୍ଵୟଂ ମା ଲକ୍ଷ୍ମୀ- Vastu Shastra

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ପାଇଁ ଧନର ବହୁତ ମହତ୍ଵ ରହିଥାଏ । ଏହି କଥା ସତ ଅଟେ ଯେ କୌଣସି ମଣିଷ ଧନର ଅଭାବରେ ଖୁସିରେ ରହିପାରିବ ନାହିଁ । ଏହି ଦୁନିଆରେ ଥିବା ସମସ୍ତ ମଣିଷ ଧନୀ ହେବା ପାଇଁ ଇଛା କରିଥାନ୍ତି ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି ।

ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି ହେଲେ ଏହି ଜୀବନ ପାଇଁ ସବୁଠାରୁ ଅଧିକ ଧନର ଆବଶ୍ୟକତା ରହିଥାଏ । ବନ୍ଧୁଗଣ ଅଧିକ ଧନବାନ ହେବା ପାଇଁ ଏହି ଦୁନିଆର ସମସ୍ତ ମଣିଷ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି ।

କାରଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତିଙ୍କ ଉପରେ ରହିଥାଏ ସେମାନଙ୍କୁ କେବେହେଲେ ଧନର ଅଭାବ ହୋଇନଥାଏ । ତେଣୁ ଏହି ଦୁନିଆର ସମସ୍ତ ମଣିଷ ଚାହିଁଥାନ୍ତି ତାଙ୍କ ଘରକୁ ଯେମିତି ମା ଲାକ୍ଷ୍ମୀ ଆସିବେ । ହେଲେ ବନ୍ଧୁଗଣ ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କିଛି ସଙ୍କେତ ଦେଇଥାନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣଙ୍କ ଘରକୁ କଳା ପିମ୍ପୁଡି ଆସୁଛନ୍ତି ତା ହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ଅଟେ । ଯଦି ବନ୍ଧୁଗଣ ଆପଣଙ୍କୁ ଘରକୁ କଳା ପିମ୍ପୁଡି ଆସୁଛନ୍ତି ତା ହେଲେ ବୁଝିଯାନ୍ତୁ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସିବାକୁ ଯାଉଛନ୍ତି । ବନ୍ଧୁଗଣ ଯଦି ଆପଣଙ୍କ ଘରକୁ ନାଲି ପିମ୍ପୁଡି ଆସୁଛନ୍ତି ତା ହେଲେ ଏହା ବହୁତ ଅଶୁଭ ହୋଇଥାଏ । ନାଲି ପିମ୍ପୁଡି ଘରକୁ ଆସିବା ଦ୍ଵାରା ଘରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ ।

୨. ବନ୍ଧୁଗଣ ଝିଟିପିଟିକୁ ମଧ୍ୟ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ଯଦି ଆପଣଙ୍କ ଘରେ ତିନୋଟି ଝିଟିପିଟି ଏକା ସହ ନଜର ଆସିବେ ତା ହେଲେ ଏହାକୁ ବହୁତ ଶୁଭ ସଙ୍କେତ ମାନା ଯାଇଛି । ଏହା ସହିତ ଯଦି ଝିଟିପିଟି ମାନେ ପରସ୍ପର ପଛରେ ଯାଉଥିବାର ନଜର ଆସିବେ ତା ହେଲେ ଏହା ଉନ୍ନତିର ସଙ୍କେତ ଅଟେ । ଏହି ସଙ୍କେତ ମିଳିବା ଦ୍ଵାରା ଆପଣ ବୁଝିଯାନ୍ତୁ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସୁଛନ୍ତି । ଯାହାଫଳରେ ଆପଣଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି ।

୩. ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ଆସି ବସା ବାନ୍ଧିଥାଏ ତା ହେଲେ ଏହାକୁ ବହୁତ ଶୁଭ ମାନା ଯାଇଛି । ଏହା ହେଉଛି ମା ଲକ୍ଷ୍ମୀଙ୍କର ଆସିବାର ସଙ୍କେତ । ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବସା ବାନ୍ଧୁଛି ତା ହେଲେ ତାକୁ ଭୁଲ ସେ ମଧ୍ୟ ଭାଙ୍ଗିବେ ନାହିଁ । ପକ୍ଷୀ ବସା ବାନ୍ଧିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଯାହାଦ୍ୱାରା ଆପଣଙ୍କର ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *