Vastu Shastra- ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ସବୁ ଗୁପ୍ତ ସଂକେତ, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ସଂକେତ ସମ୍ବନ୍ଧରେ କହିବୁ ଯାହା ଭଗବାନ ଆପଣଙ୍କୁ ଶୁଭ ସମୟର ଆଗମନ ହେବା ପୂର୍ବରୁ ହିଁ ଦେଇଥାନ୍ତି। ଯେତେବେଳେ ଜଣେ ମନୁଷ୍ୟ ର ଭାଗ୍ୟ ଓ ଭଗବାନ ଙ୍କ ସାଥ ମିଶିଯାଏ ତେବେ ସେହି ବ୍ୟକ୍ତି କୁ ସଫଳତା ର ଶୀର୍ଷ ସ୍ଥାନରେ ପହଁଥିବା ନିମନ୍ତେ କେହି ମଧ୍ୟ ଅଟକାଇ ପାରନ୍ତି ନାହିଁ।ବେଳେବେଳେ ଶୁଭ ବା ଅଶୁଭ ସମୟ ର ଆଗମନ ହେବା ପୂର୍ବରୁ ହିଁ ଭଗବାନ ମନୁଷ୍ୟ କୁ କିଛି ସଂକେତ ପ୍ରଦାନ କରିଥାନ୍ତି। କିନ୍ତୁ ମନୁଷ୍ୟ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ ଜାଣି ପାରିନଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଝିଟିପିଟି କୁ ଉଭୟ ଶୁଭ ଓ ଅଶୁଭ ର ସଙ୍କେତ ରୂପରେ ଧରି ନିଆ ଯାଇଥାଏ। ଯଦି ଆପଣ ଦୁଇଟି ଝିଟିପିଟି କୁ ପରସ୍ପର ସହିତ ଲଢେଇ କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ କୌଣସି ବିପଦ ର ଆଗମନ ହେବାକୁ ଯାଉଛି। ତେଣୁ ଲଢେଇ କରୁଥିବା ଝିଟିପିଟି ଙ୍କୁ ଅଲଗା କରି ଦିଅନ୍ତୁ। ୨. ବନ୍ଧୁଗଣ ଯଦି ଆପଣ ନିଜ ସ୍ବପ୍ନ ରେ ନିଜକୁ ଆମ୍ବ ଖାଉଥିବାର ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଏହାର ଅର୍ଥ ଆପଣଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଛି। ସେହିପରି ସ୍ବପ୍ନ ରେ ନିଜକୁ ଲାଲ ରଙ୍ଗ ର ଫଳ ଖାଉଥିବାର ଦେଖିବାର ଅର୍ଥ ଆପଣ ଙ୍କ ଆୟ ର ବୃଦ୍ଧି ଘଟିବାକୁ ଯାଉଛି। ୩. ବନ୍ଧୁଗଣ ଆପଣ କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ବାହାରକୁ ସକାଳ ସମୟରେ ଯାଉଥିବା ସମୟରେ ଯଦି ବୁଢ଼ୀଆଣୀ ର ଜାଲରେ ବୁଢୀଆଣୀ କୁ ବୁଲୁଥିବାର ଦେଖୁଛନ୍ତି ତେବେ ଏହାଦ୍ବାରା ଆପଣ କାର୍ଯ୍ୟ ରେ ସଫଳ ହେବ। ଏହା ସହିତ ଯଦି ଆପଣ ପକ୍ଷୀ କୁ ବିନା ପର ଝାଡ଼ି ବସିଥିବାର ଦେଖୁଛନ୍ତି ତେବେ ମଧ୍ୟ ଆପଣଙ୍କ କାର୍ଯ୍ୟ ସଫଳ ଭାବରେ ପୂର୍ଣ ହେବ।

୪. ବନ୍ଧୁଗଣ ଆପଣ ପୂଜା କରୁଥିବା ସମୟରେ ଯଦି ଈଶ୍ୱର ଙ୍କ ମସ୍ତକ ରେ ଚଢ଼ା ହୋଇଥିବା ଫୁଲ ଆପଣଙ୍କ ଉପରେ ପଡ଼ିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏପରି ହେବାର ଅର୍ଥ ଈଶ୍ୱର ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିଛି। ୫. ବନ୍ଧୁଗଣ ଯଦି ଆପଣ ସ୍ବପ୍ନ ରେ ନିଜକୁ ଅସୁବିଧା ରେ ପଡ଼ିଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଭବିଷ୍ୟତରେ କୌଣସି ଅସୁବିଧା ପ୍ରକଟ ହେବାକୁ ଯାଉଛି।

ଏବଂ ଅନ୍ୟ ପକ୍ଷରେ ଯଦି ଆପଣ ନିଜ ସ୍ବପ୍ନ ରେ ମୁଷା କୁ ଦେଖୁଛନ୍ତି ତେବେ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ସ୍ବପ୍ନ ରେ ମୁଷା ଦେଖିବାର ଅର୍ଥ ଆପଣଂକୁ ଭବିଷ୍ୟତରେ ସଫଳତା ମିଳିବାର ସମ୍ଭାବନା ରହିଛି ଏବଂ ଏଥିପ୍ରତି ଆପଣ ଉନ୍ନତି ର ମାର୍ଗ ରେ ଅଗ୍ରସର ହେବେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *