ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ହିଁ ଘରର ଲକ୍ଷ୍ମୀଙ୍କ ଆକ୍ଷା ଦିଆଯାଇଥାଏ। ଜଣେ ନାରୀ ଯେଉଁ ଘରକୁ ବୋହୁ ହୋଇକି ଯାଇଥାଏ । ସେହି ଘରକୁ ନିଜ ସାଥିରେ ସୁଖ, ଶାନ୍ତି ଓ ସମୃଦ୍ଧି ନେଇକି ଯାଇଥାନ୍ତି । ହେଲେ ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ ନାରୀ ମାନଙ୍କର କିଛି ବିଶେଷତ୍ଵ ବିଷୟରେ କହିବାକୁ ଯାଉଛୁ । ଯେଉଁ ନାରୀଙ୍କର ଏହି ସବୁ ସ୍ଥାନରେ କଳାଜାଇ ରହିଥାଏ। ସେହି ନାରୀ ଘର ପାଇଁ ସୌଭାଗ୍ୟବତୀ ହୋଇଥାଏ । ସେହି ମହିଳାଙ୍କ ପାଦ ଯେଉଁ ଘରେ ପଡିଥାଏ । ସେହି ଘର ସ୍ଵର୍ଗ ପାଲଟିଯାଇଥାଏ । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ମହିଳାଙ୍କର କେଉଁ ଅଙ୍ଗରେ କଳାଜାଇ ରହିବାକୁ ଶୁଭ ମାନାଯାଇଥାଏ ଜାଣିବା ।
1- ଯେଉଁ ନାରୀର ମଥାରେ କଳାଜାଇ ରହିଥାଏ । ସେହି ନାରୀ ପାଖରେ ଆତ୍ମବିଶ୍ବାସ ଭରି ହୋଇ ରହିଥାଏ । ସେହି ମହିଳା ନିଜ ଜୀବନରେ ଖୁବ ଶୀଘ୍ର ଉନ୍ନତି ମଧ୍ୟ କରିଥାନ୍ତି । ଏହି ଝିଅ ମାନଙ୍କୁ ଜୀବନରେ ହାରର ସାମ୍ନା କରିବାକୁ ପଡିନଥାଏ ।
2- ଯେଉଁ ମହିଳାଙ୍କର ବେକରେ କଳାଜାଇ ରହିଥାଏ । ସେହି ମହିଳା ବୁଦ୍ଧିମତୀ ହେବା ସହ ସେମାନଙ୍କ ପାଖରେ ବହୁତ ଧର୍ଯ୍ୟଶକ୍ତି ରହିଥାଏ । ଏମାନେ ନିଯ ସ୍ଵପ୍ନକୁ ପୁରା କରିବାକୁ ଯାଇ ଜୀବନରେ ବହୁତ କଠିନ ପରିଶ୍ରମ କରିଥାନ୍ତି । ଏମାନେ କେବଳ ନିଜ ପାଇଁ ନୁହେଁ, ବଂର ନିଜ ପରିବାର ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ମାନାଯାଇଥାଏ ।
3- ଯେଉଁ ମହିଳାଙ୍କ ଆଖି ଉପର ଭାଗରେ କଳାଜାଇ ରହିଥାଏ । ଏମାନେ ସ୍ଵଭାବରେ ବହୁୟତ ଶାନ୍ତ ଓ ନମ୍ର ହୋଇଥାନ୍ତି । ଏହି ମହିଳା ଅନ୍ୟ ଲୋକଙ୍କର ଭରସାର ପାତ୍ର ବନିପାରିଥାନ୍ତି । ଏହି ଝିଅ ମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ଖୁବ ଭଲ ରହିଥାଏ ।
4- ଯେଉଁ ଝିଅଙ୍କର କାନ୍ଧ ଉପରେ କଳାଜାଇ ରହିଥାଏ । ଏହା ତାଙ୍କ ଭଲ ଆର୍ଥିକ ଅବସ୍ଥାକୁ ସୁଚାଇ ଥାଏ । ଏମାନେ ନିଜ ଲାଇଫରେ ବହୁତ ଭୋଗବିଳାସ ପାଇପାରିଥାନ୍ତି । ଏମାନଙ୍କ ବାଣୀ ମଧୁର ହେବା ସହ ଏମାନେ ପ୍ରତ୍ଯେକଟି କାର୍ଯ୍ୟକୁ ସଂଯମତା ସହ ଭଲ ଭାବେ କରିଥାନ୍ତି ।
5- ଯେଉଁ ମହିଳାଙ୍କ ଓଠ ତଳ ଭାଗରେ କଳାଜାଇ ରହିଥାଏ । ଏମାନେ ପରିଶ୍ରମୀ ମହିଳା ହୋଇଥାନ୍ତି । ଏମାନଙ୍କ ତାଙ୍କ କର୍ମ ଅନୁଯାଇ ଫଳ ମଧ୍ୟ ଭଲ ମିଳିଯାଇଥାଏ । ଯେଉଁ ମହିଳାଙ୍କ ଓଠର ଉପର ଭାଗରେ କଳାଜାଇ ରହିଥାଏ । ଏମାନେ ଦେଖିବାକୁ ବହୁତ ଆକର୍ଷଣୀୟ ହେବା ସହ ଏମାନଙ୍କର ବିବାହ ମଧ୍ୟ ଭଲ ହୃଦୟ ମଣିଷଙ୍କ ସହ ହୋଇଥାଏ ।
ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ