Vastu Tips- ବେଲ ଗଛ, ଘରର କେଉଁଠି ଲଗାଇଲେ ହୋଇଥାଏ ଧନର ବର୍ଷା ଓ କେଉଁଠି ରହିଲେ ହୁଏ ସର୍ବନାଶ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।

ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସାରେ ରେ ଘର ର ଏହି ସ୍ଥାନ ରେ ବେଲ ଗଛ ଲଗାଇବା ଦ୍ଵାରା ଘରେ ଧନ ର ବର୍ଷା ହୋଇଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।

ବେଲ ଗଛ ବହୁତ ଦୁର୍ଲଭ ଗଛ ଅଟେ । ଏହି ଗଛ ର ପ୍ରତ୍ୟକ ଟି ଅଂଶ ଉପକାରୀ ହୋଇଥାଏ । ଏହି ବୃକ୍ଷ ର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ଶାସ୍ତ୍ର ଅନୁସା ରେ ବେଲ ଗଛ ର ସୃଷ୍ଟି ମାତା ଲକ୍ଷ୍ମୀ ଙ୍କ ର ଅଂଶ ରୁ ହୋଇଛି । ବେଲ ଗଛ ରେ ସାକ୍ଷାତ ଶିବ ଓ ଶକ୍ତି ବାସ କରନ୍ତି ।

ବେଲ ପତ୍ର ର ତିନି ଶାଖା ରେ ସ୍ୱୟଂ ତ୍ରିଦେଵ ବାସ କରିଥାଆନ୍ତି । ତେଣୁ ପ୍ରତିଦିନ ଗାଧୋଇ ସାରିବା ପରେ ବେଲ ଗଛ ରେ ଜଳ ଅର୍ପଣ କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଏହା ଦ୍ବାରା ମାତା ଲକ୍ଷ୍ମୀ ଓ ଭଗବାନ ଶିବ ଶଙ୍କର ମଧ୍ୟ ବହୁତ ପ୍ରସନ୍ନ ହୋଇଥାନ୍ତି ।

ବେଲ ପତ୍ର ସୁଖି ଗଲେ ମଧ୍ୟ କେବେ ହେଲେ ବାସୀ ହୋଇ ନ ଥାଏ । ଏହି ପତ୍ର ସମସ୍ତ ଦେବଦେବୀ ଙ୍କ ର ବହୁତ ପ୍ରିୟ ହୋଇଥାଏ । ଏହି ପତ୍ର ଉପରେ ଚନ୍ଦନ ର ଲେପ ଲଗାଇ ଭଗବାନ ଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ବେଲ ପତ୍ର ର କାଠି କୁ ବାଟି ଚନ୍ଦନ ଭଳି କରି ଶିବ ଲିଙ୍ଗ ରେ ଲେପନ କରିବା ଦ୍ୱାରା କୋଟି ପୁଣ୍ୟ ଅର୍ଜନ ହୋଇଥାଏ । ଏହା ସହିତ ଏହାକୁ ନିଜ ମସ୍ତକରେ ଲଗାଇବା ଦ୍ଵାରା ଆପଣ ସମସ୍ତ ପ୍ରାଣୀ ଙ୍କୁ ନିଜ ବଶଃ ରେ କରିପାରିବେ ଏବଂ ଆପଣଙ୍କ ର କୌଣସି ପ୍ରକାର ଧନ ସମ୍ପତ୍ତି ର ଅଭାବ ଦେଖିବାକୁ ମିଳିବ ନାହିଁ ।

ସୋମବାର ଦିନ ବେଲ ଗଛ ମୂଳରେ ଫୁଲ,ଫଳ ଓ ପଣା କରି ପୂଜା କରି ଏହା ର ଏକ କାଠି କୁ ପୂଜା କରି ଲାଲ କପଡା ରେ ବାନ୍ଧି ନିଜ ଶରୀର ରେ ଧାରଣ କଲେ ଆମ ଶରୀର ଉପରେ କୌଣସି ନକରାତ୍ମକ ଶକ୍ତି ର ପ୍ରଭାବ ପଡି ନ ଥାଏ । ଏହା ସହିତ ଯଦି କୌଣସି ବ୍ୟକ୍ତି ଆମ ଉପରେ ଗୁଣି ଗାରେଡି ର ପ୍ରୟୋଗ କରେ ତେବେ ତାହାର କୌଣସି ପ୍ରଭାବ ପଡି ନ ଥାଏ ।

ଘର ଉପରେ ଅନ୍ୟ କୌଣସି ଗଛ ର ଛାଇ ପଡିବା ଦ୍ଵାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । କିନ୍ତୁ ବେଲ ଗଛ ର ଛାଇ ଯଦି ଘର ଉପରେ ପଡିଥାଏ ତେବେ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଯଦି ବେଲ ଗଛ ଉତ୍ତର ପୂର୍ବ ଦିଗ ରେ ରହିଥାଏ ତେବେ ଘରେ ଧନ ର ବର୍ଷା ହୋଇଥାଏ ଓ ଆପଣଙ୍କ ଘରେ କେବେ ମଧ୍ୟ ଧନ ର ଅଭାବ ଦେଖା ଦେଇ ନ ଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *