ବେକରେ ହନୁମାନଙ୍କ ଲକେଟ ପିନ୍ଧିବା ଦ୍ଵାରା କେଉଁ ସବୁ ସମସ୍ଯା ଦୂର ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଏହି ଦୁନିଆରେ ନିଜକୁ ସବୁବେଳେ ଖାପଖୁଆଇ ଚଳିବାକୁ ଚେଷ୍ଟା କରିଥାଏ । ଯଦି ବ୍ୟକ୍ତିକୁ ନିଜ ଜୀବନରେ ଭଲରେ ଚଳିବା ପାଇଁ ଅଛି । ତେବେ ଶାସ୍ତ୍ରର ନୀତି ନିୟମକୁ ଅନୁସରଣ କରିବାକୁ ପଡିବ । କାରଣ ଶାସ୍ତ୍ର ସହ ଚାଲୁଥିବା ଲୋକଙ୍କର ଜୀବନ ସବୁବେଳେ ସାର୍ଥକ ହୋଇଥାଏ । ବର୍ଷା ଜଳକୁ ସଂଗ୍ରହ କରି ସେଥିରେ ଅଳ୍ପ ଗାଈ କ୍ଷୀର ମିଶାଇ ସେଥିରେ ସ୍ନାନ କରିବା ଦ୍ଵାରା ଧାର କରଜ ସମସ୍ଯା ଦୂର ହୋଇଥାଏ ।

କୌଣସି ପିତ୍ତଳ ପାତ୍ରରେ ବର୍ଷା ଜଳ ସଂଗ୍ରହ କରି ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଜଳ ଅଭିଷେକ କରିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ବ୍ୟବସାୟ କରୁଥିବା ଲୋକଙ୍କର ଅଧିକ ଲାଭ ମିଳିଥାଏ । ଯେଉଁ ବ୍ୟକ୍ତିର ବିବାହ ହେବାରେ ବିଳମ୍ବ ହେଉଥାଏ । ତେବେ ସେହି ବ୍ୟକ୍ତି ବର୍ଷା ଜଳକୁ ସଂଗ୍ରହ କରି ଗଣେଶଙ୍କୁ ଜଳାଭିଷେକ କରିବା ଦ୍ଵାରା ବିବାହ ପାଇଁ ଭଲ ପ୍ରସ୍ତାବ ଆସିଥାଏ ।

ବର୍ଷା ଜଳ ସଂଗ୍ରହ କରି ମହାଦେବଙ୍କୁ ଜଳ ଅର୍ପଣ କରିବା ସହିତ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ । ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଭଗବାନ ଶଙ୍କର ଦୂର କରିଥାନ୍ତି । ଶୋଇବା ସମୟରେ କେବେ ମଧ୍ୟ ମୁଣ୍ଡ ପାଖରେ ରଶି କିମ୍ବା ଜଞ୍ଜିର ଭଳି କୌଣସି ଜିନିଷ ରଖିବା ଉଚିତ ନୁହେଁ । ଏପରି କରିବାଦ୍ବାରା ଘରକୁ ଅନେକ ପ୍ରକାର ସାମ୍ନା କରିବାକୁ ପଡିଥାଏ ।

ଶୋଇବା ସମୟରେ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ଯେଉଁ ବ୍ୟକ୍ତି ଶୋଇବା ପାଖରେ ମୁଣ୍ଡ ପାଖରେ ମାଗାଜିନ ବା ଖବର କାଗଜ ରଖି ଶୋଇଥାଏ । ସେହି ବ୍ୟକ୍ତିର ଘରେ ନକରାତ୍ମକ ଶକ୍ତିର ବିକାଶ ହୋଇଥାଏ । ଘରେ ୧ ରୁ ଅଧିକ କିମ୍ବା ଶଙ୍ଖ ବା ଭାଙ୍ଗି ଯାଇଥିବା ଶଙ୍ଖ ରଖିବା ଅନୁଚିତ । ଏପରି ରଖିବା ଦ୍ଵାରା ଘରର ଉନ୍ନତି ହୋଇପାରିନଥାଏ । ଘରେ ଚିରି ଯାଇଥିବା ଧାର୍ମିକ ପୁସ୍ତକ ରଖିବା ଅନୁଚିତ । ଏହାକୁ ପ୍ରବାହିତ ପାଣିରେ ଭସାଇ ଦେବା ଉଚିତ ।

ଘରର ଉତ୍ତର ପଶ୍ଚିମ ଦିଗରେ ୨ ଟି ଓଟର ମୂର୍ତ୍ତି ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଘରର ସମସ୍ତ ପରିବାର ସଦସ୍ୟଙ୍କର ମନ ମିଶିକି ରହିଥାଏ । କାର୍ଯ୍ୟ କ୍ଷେତ୍ରରେ ଓଟର ମୂର୍ତ୍ତି ରଖିବା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆଣିଦେଇଥାଏ । ମାଟିରେ ତିଆରି ଠାକୁରଙ୍କର ମୂର୍ତ୍ତି ଘରେ ରଖି ପୂଜା କରିବା ଦ୍ଵାରା ଘରର ଶୁଭ ହୋଇଥାଏ । ଏହା ସହିତ ଆର୍ଥିକ ସ୍ଥିତି ଭଲ ରହିଥାଏ ।

ହନୁମାନଙ୍କର ଲକେଟ ବେକରେ ପରିଧାନ କରିବା ଦ୍ଵାରା ଆତ୍ମିକବଳ ପ୍ରାପ୍ତ ହୋଇଥାଏ । ଏହା ସହିତ ଭୁତ ପ୍ରେତଙ୍କର ଭୟ ଦୂର ହେବା ସହିତ ତନ୍ତ୍ରମନ୍ତ ଏବଂ ଦୁର୍ଘଟଣାରୁ ରକ୍ଷା ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *