Vastu Tips – ବର୍ଷା ଜଳ ଆପଣଙ୍କୁ କରିଦେବ କୋଟିପତି, କରନ୍ତୁ ଏହି ଉପାୟ

ଜଳ କେବଳ ମଣିଷର ଶୋଷ ମେଣ୍ଟାଇନଥାଏ, କିମ୍ବା କେବଳ ଦୈନଦିନ କାର୍ଯ୍ୟ ରେ ଆସି ନଥାଏ । ଜଳ ମଣିଷର ଅନେକ ସମସ୍ୟା ଆଦି କୁ ଦୂର କରିବା ସହିତ ମଣିଷକୁ ଧନ ଓ ସୁଖସମୃଦ୍ଧି ଆଣି ଦେଇଥାଏ ।

ଏବେ ତ ବର୍ଷା ଋତୁ ଆରମ୍ଭ ହେଇଛି ଯଦି ଏହି ବର୍ଷା ଜଳକୁ ନେଇ ଆମ୍ଭେ କିଛି ଉପାୟମାନ କରିବା । ଏହା ଅତି ଚାମତ୍କାରି ଫଳ ଦେଇଥାଏ ଏବଂ ଦରିଦ୍ରତା ଦୂର କରିଥାଏ । ଏହି ଉପାୟ କରିବା ଦ୍ୱାରା ଆପଣ କେବେବି ନିରାଶ ହେବେ ନାହିଁ ଏହା ଦୁର୍ଭାଗ୍ୟ କୁ ସୌଭାଗ୍ୟ ରେ ପରିଣତ କରିଥାଏ । ପୁରାଣ ଶାସ୍ତ୍ରରେ ବର୍ଷା ଜଳକୁ ନେଇ ଏପରି କିଛି ଉପାୟ ଅଛି ଯାହା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।

ତେବେ ଜାଣନ୍ତୁ କଣ ସେହି ଉପାୟମାନ ଯାହାକି ଦୁଃଖ କୁ ଦୂର କରି ସୁଖସମୃଦ୍ଧି ଆଣି ଦେଇ ଥାଏ। ପ୍ରଥମ ଉପାୟ ଅଚାନକ ଧନ ପ୍ରାପ୍ତିର ଆଶା ରଖିଥିବା ମଣିଷ ସ୍ୱାତି ନକ୍ଷତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ଏକ ପାତ୍ର ନେଇ ବର୍ଷା ଜଳ ଭରି ଏହାକୁ ଘରର ଐଶନ୍ୟ କୋଣ ରେ ରଖିବେ ଯଦି ଐଶନ୍ୟ କୋଣରେ ରଖିବା ପାଇଁ ସୁବିଧା ନଥାଏ ତେବେ ଛାତ ଉପରେ ବା ତଳେ ରଖିବେ। କାରଣ ଏହି ସ୍ୱାତି ନକ୍ଷତ୍ର ଦିନ ଜଳ ଶାମୁକା ଭିତରକୁ ଯାଇ ମୁକ୍ତାରେ ପରିଣତ ହୋଇ ଥାଏ । ତେଣୁ ଏହି ଦିନ ପବିତ୍ର ଅଟେ ।

ଏହି ଜଳ କୁ କୌଣସି ନିବୁଜ ପାତ୍ର ରେ ରଖି ଲକର, ଵ୍ୟବସାୟରେ ଥିବା ପଇସା ସ୍ଥାନ ରେ ରଖନ୍ତୁ ଏହା ପରେ ଏହାର ଚମତ୍କାରିତା ଦେଖିବେ । ଦାରିଦ୍ରତା ଦୂର ହୋଇଥାଏ ଓ ସୁଖସମୃଦ୍ଧି ବୃଦ୍ଧିହେବ । ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ହେଉ ଥାଏ ତେବେ ଆପଣ ବର୍ଷାଜଳ ରେ ମା ଲଷ୍ମୀଙ୍କୁ ଅଭିଷେକ କରାନ୍ତୁ ଓ ମାଲଷ୍ମୀଙ୍କ ମନ୍ତ୍ର । ଜପ କରନ୍ତୁ ଏହା ଅତି ଶୁଭ ଫଳ ଦେଇ ଥାଏ ।

ଯଦି ପରିବାର ରେ କଳହ ଓ ଅଶାନ୍ତି ଲାଗି ରହୁ ଥାଏ ତେବେ ଆପଣ ବର୍ଷାଜଳ ରେ ଭଗବାନ ବିଷ୍ଣୁଙ୍କ ସ୍ନାନ କରାନ୍ତୁ ଓ “ଓଁ ନମଃ ଭଗବତେ ବାସୁଦେବାୟ” ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ ତେବେ ଯାଇ ଘରେ ସୁଖ ଓ ଶାନ୍ତି ଲାଗି ରହିବ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ବୃଦ୍ଧି ପାଇବ । ଯଦି ଘରେ କୌଣସି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଥାଏ ଓ ଆପଣଙ୍କୁ ଲାଗୁଛି କିଛି ନକାରତ୍ମକ ଶକ୍ତି ର ବାସ ଅଛି ତେବେ ଆପଣ ବର୍ଷା ଜଳକୁ ଏକ ପାତ୍ର ରେ ଆଣି ହନୁମାନ ଚାଳିସା ୫୧ ଥର ଜପକରି ଆମ୍ବ ପତ୍ର ରେ ଏହି ଜଳକୁ ଘରେ ସବୁ ଜାଗାରେ ଛିଞ୍ଚନ୍ତୁ

ନକାରତ୍ମକ ଶକ୍ତି ରହିବ ନାହିଁ । ଯଦି କେଉଁ ବ୍ୟକ୍ତିଙ୍କୁ ବହୁସମୟ ଧରି କୌଣସି ରୋଗରେ ପୀଡିତ ଥାଆନ୍ତି ତେବେ ଆପଣ ବର୍ଷାରେ ଭିଜି ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଆପଣ ଆରୋଗ୍ୟ ରହିବେ । ଯଦି ଆପଣ କରଜ ସୁଝି ପାରୁ ନାହାନ୍ତି ତେବେ ଆପଣ ଏକ ବାଲ୍ଟି ବର୍ଷା ଜଳ ରେ କ୍ଷୀର ମିଶାଇ ସ୍ନାନ କରନ୍ତୁ ଦେଖିବେ କରଜ ସୁଝି ହେଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *