ବାହାଘର ଦିନ ବର୍ଷା ହେବ ଶୁଭ ନା ଅଶୁଭ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ବାହାଘର ଗୋଟିଏ ଉତ୍ସବ ଭଳି ହିଁ ହୋଇ ଥାଏ । ତେବେ ବିବାହ ପୂର୍ବରୁ ଆମେ ମାନେ ବହୁତ କିଛି ଆୟୋଜନ କରି ଥାନ୍ତି ତଥା ମାସ ମାସ ପୂର୍ବ ରୁ ଏହି ସବୁ ଆୟଜନ ହୋଇ ଥାଏ । ବାହାଘର ରେ ଘର ଲୋକ ମାନେ ବନ୍ଧୁ ବାନ୍ଧବ ଏବଂ ବହୁ ସଂମ୍ପକିୟ ମାନଙ୍କୁ ବୁଲାଇ ଥାନ୍ତି । କିନ୍ତୁ ବହୁତ ଥର ଦେଖିବା ପାଇଁ ମିଳେ କି ସବୁ ପ୍ରସ୍ତୁତି ବର୍ବାଦ୍ ହୋଇ ଯାଏ ।

କାରଣ କେବେ ଯଦି କାହାର ବିବାହ ଘର ଦିନ ବର୍ଷା ହୋଇ ଥାଏ । ଏହି କଥା ବହୁତ କମ୍ ଲୋକ ମାନଙ୍କୁ ଜଣା ଥିବ କି ବିବାହ ଘର ଦିନ ବର୍ଷା ହେଲେ କଣ ହୋଇ ଥାଏ , ଶୁଭ ନା ଆଶୁଭ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ , ଆସନ୍ତୁ ଜାଣିନେବା ।

ବନ୍ଧୁଗଣ କାହା ବାହାଘର ରେ ବର୍ଷା ହେଲେ ବନ୍ଧୁବାନ୍ଧବ ଏବଂ ବର ଯାତ୍ରୀ ଙ୍କ ଅବସ୍ତା ସୋଚନୀୟ ହୋଇ ଥାଏ । ଏବଂ ବହୁତ ଲୋକ ମାନେ ବାହାଘର ରେ ବର୍ଷା ହେବାକୁ ଅନ୍ଧ ବିସ୍ୱାଶ ବୋଲି ମାନନ୍ତି ।ବହୁତ ସମୟ ରେ ଲୋକ ମାନେ ଏହି କଥା କୁ ମାନନ୍ତି କି ।

ବାହାଘର ର ବର୍ଷା ହେବାର ମାନେ ହେଲା ଅଶୁଭ ହୋଇ ଥାଏ । ହେଲେ ଆସନ୍ତୁ ସଂମ୍ପର୍ଣ୍ଣ ବିଷୟ ବସ୍ତୁ କୁ ବୁଝିବା । ଏହା କିଛି ସମୟ ପାଇଁ ସିନା ଅସୁବିଧା କରି ଥାଏ । ହେଲେ ଏହି ବର୍ଷା ହେବା ଦ୍ୱାରା ବିବାହ କରୁ ଥିବା ପତି ପତ୍ନୀ ଙ୍କ ଜିବନ ମଙ୍ଗଳ ମୟ ହୋଇ ଥାଏ ।

 

ଏହାକୁ ବହୁତ ଶୁଭ ବୋଲି ମନା ଯାଏ । ଏହା କୁ ଇସ୍ୱର ଙ୍କ ଆଶ୍ରୀବାଦ ବୋଲି କୁହାଯାଏ । ଏବଂ ସେହି ବିବାହ ର ସଂମ୍ପର୍ଣ୍ଣ ଭାବେ ସଂମ୍ପର୍ଣ୍ଣ ହେବ । ଏଭଂ ଏହି ବର୍ଷା ନିର୍ଣ୍ଣୟ କରି ଥାଏ କି ବଧୁ ର ଜିବନ ବହୁତ ପରିମାଣ ରେ ସୁଖ ହେବାକୁ ଜାଉଛି ।

ବର୍ଷା ହେଲେ ଇନ୍ଦ୍ର ଙ୍କ ଆଶିଷ ଏବଂ ସେମାନଙ୍କ ଜିବନ ସମୃଦ୍ଧ ହୋଇ ଥାଏ । ତେବେ ଏହି ଥିରୁ ଆପଣ ମାନେ ବହୁତ ଭଲ ଭାବେ ବୁଝି ପାରି ଥିବେ କି ବିବାହ ରେ ବର୍ଷା ର ସଂଙ୍କେତ ମାନେ କଣ ହୋଇ ଥାଏ । ତେବେ ଏହି ଥି୍ରେ କେବେ ବି ଚିନ୍ତା କରିବା କଥା ନୁହେଁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *