ବାଛନ୍ତୁ ନିଜର ରାଶି ଓ ଜାଣନ୍ତୁ ଆପଣଙ୍କୁ କଣ ନୁହେଁ ପସନ୍ଦ ? Personality Test

ନମସ୍କାର ବନ୍ଧୁଗଣ ଯଦି ଆପଣ ଙ୍କୁ କେହି ପ୍ରଶ୍ନ କରେ କି ଆପଣ ଙ୍କୁ କେଉଁ ଜିନିଷ ପ୍ରତି ଅଧିକ ଘୃଣା କିମ୍ବା ଆପଣ ଙ୍କୁ କେଉଁ ଜିନିଷ ପସନ୍ଦ ନୁହେଁ । ତେବେ ଆପଣ କୌଣସି ବ୍ୟକ୍ତି ର ନାମ କହିବେ ନଚେତ କୌଣସି ଵସ୍ତୁ ର ।

କିନ୍ତୁ ଯଦି ଆପଣ ଙ୍କୁ କେହି ପ୍ରଶ୍ନ କରେ କି ଆପଣ ଙ୍କୁ କେଉଁ କଥା ଟି ଖରାପ ଲାଗେ ତେବେ ଏହାର ଉତ୍ତର ଦେବା ବେଳେ ଆପଣ ଟିକେ ଭାବିବେ । ଏବଂ କିଛି ଭାବି ସାରିବା ପରେ ଆପଣ ଗୋଟିଏ କଥା କୁ କହିବେ କିନ୍ତୁ ଆଜି ଆମେ ଆପଣ ଙ୍କ କହିବା ଆଗରୁ ହିଁ ଆପଣ କେଉଁ କଥା କୁ ପସନ୍ଦ କରନ୍ତି ନାହିଁ ସେ ବିଷୟରେ ଆଲୋଚନା କରିବା ଏହା ଆମେ ରାଶି ଅନୁସାରେ ହିଁ ଜାଣି ପାରିବା । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧- ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶି ର ଲୋକ ମାନେ ସେହି ବ୍ୟକ୍ତି ଙ୍କୁ ବେଶି ଚିଡି ଥାଆନ୍ତି ଯେଉଁମାନେ ବିନା କାରଣରେ ନିଜର ଗୋଡ଼ କୁ ହଲାଇ ଥାଆନ୍ତି । ଏହି ପରି କରୁଥିବାର ଦେଖିଲେ ଆପଣ ବହୁତ ରାଗି ଯାଆନ୍ତି ଏବଂ ଏହି ଭଳି ବ୍ୟକ୍ତି ଙ୍କୁ ଆପଣ ବିଲକୁଲ ପସନ୍ଦ କରନ୍ତି ନାହିଁ ।

୨- ଦ୍ଵିତୀୟ ରାଶି ହେଉଛି ବୃଷଭ ରାଶି । ଏହି ରାଶି ର ବ୍ୟକ୍ତି ମାନଂକୁ ଯିଏ କଥା କଥାରେ ନିଜର କଥା ଗୁଡିକ କହିଥାନ୍ତି ସେହି ଭଳି ଲୋକ ଙ୍କୁ ଆପଣ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏବଂ ଯିଏ ଭଲ ଭାବରେ ନିଜର ପୋଷାକ ପିନ୍ଧି ନଥାନ୍ତି ସେହି ଭଳି ବ୍ୟକ୍ତି ମଧ୍ୟ ଆପଣ ଙ୍କୁ ପସନ୍ଦ ନୁହେଁ ।

୩- ତୃତୀୟ ରାଶି ହେଉଛି ମିଥୁନ ରାଶି ଏହି ରାଶି ର ବ୍ୟକ୍ତି ମାନେ ଯିଏ ସର୍ଵଦା ଦୁଃଖ ରେ ରୁହେ ଏବଂ କୌଣସି ମଜା କଥା କୁ ଗ୍ରହଣ କରେ ନାହିଁ ସେହି ଭଳି ଲୋକଙ୍କ ଠାରୁ ଆପଣ ଦୂରରେ ରହିଥାନ୍ତି ।

୪- ଚତୁର୍ଥ ରାଶି ହେଉଛି କର୍କଟ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଗରମ କୁ ପସନ୍ଦ କରନ୍ତି ନାହିଁ । କିମ୍ବା ଗରମ ପୋଷାକ କୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ଅଧିକ ଆବାଜ ଆପଣ ଙ୍କୁ ପସନ୍ଦ ନୁହେଁ ।

୫- ପଞ୍ଚମ ରାଶି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ସେହି ଭଳି ଲୋକ ପସନ୍ଦ ନୁହେଁ ଯେଉଁମାନେ ତାଙ୍କ ଠାରୁ ଅଧିକ ଭଲ ପୋଷକ ପିନ୍ଧି ଥାଆନ୍ତି କିମ୍ବା ଅଧିକ ଭଲ ଗାଡି ଚଳାନ୍ତି ।

୬- ଷଷ୍ଠ ରାଶି ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଥାଆନ୍ତି । ତେଣୁ ଯେଉଁ ପିଲା କିଛି ବୁଝି ପାରେ ନାହିଁ ସେହି ବ୍ୟକ୍ତି ଙ୍କ ଉପରେ ଆପଣ ଅଧିକ ରାଗି ଥାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ ।

୭- ସପ୍ତମ ରାଶି ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ କମ ଆବାଜ ରେ ଗୀତ ଶୁଣିବା ପସନ୍ଦ ନୁହେଁ । ଏବଂ ଯିଏ ତାଙ୍କ ଫୋନ ମଧ୍ୟ ଉଠାଇ ନଥାନ୍ତି ସେହି ଭଳି ବ୍ୟକ୍ତି ମଧ୍ୟ ପସନ୍ଦ ନୁହେଁ ।

୮- ଅଷ୍ଟମ ରାଶି ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଂକୁ ନିଜ ଜିନିଷ ଦେବା ପସନ୍ଦ ନୁହେଁ ଏବଂ ଆପଣ ଙ୍କ ଠାରୁ ଯିଏ ଭଲ ପୋଷାକ ଏବଂ ଜିନିଷ ରଖେ ତେବେ ଆପଣ ସେମାନଂକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ।

୯- ନବମ ରାଶି ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ମାନଂକୁ ଅପେକ୍ଷା କରିବା ବିଲକୁଲ ପସନ୍ଦ ନୁହେଁ । ଏବଂ ଚୁଗଲ କରୁଥିବା ଲୋକ ମଧ୍ୟ ପସନ୍ଦ ନୁହେଁ ।
୧୦- ଦଶମ ରାଶି ହେଉଛି ମକର ରାଶି । ଏହି ରାଶି ର ବ୍ୟକ୍ତି ମାନଂକୁ ଯିଏ ବେକାର ଖର୍ଚ୍ଚ କରେ ଏବଂ କାହା ଠାରୁ ପଇସା ମାଗିବା ଆପଣ ଙ୍କୁ ପସନ୍ଦ ନୁହେଁ ।

୧୧- ଏକାଦଶ ରେ ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନଂକୁ କମ କଥା ହେଉ ଥିବା ବ୍ୟକ୍ତି ପସନ୍ଦ ନୁହେଁ । ଏବଂ ଅଧିକ ଭାବୁକ ରହୁଥିବା ମନୁଷ୍ୟ ମଧ୍ୟ ପସନ୍ଦ ନୁହେଁ । ମିଛ କହୁଥିବା ଲୋକଙ୍କୁ ଘୃଣା କରନ୍ତି ।

୧୨- ଦ୍ୱାଦଶ ରାଶି ହେଉଛି ମୀନ ରାଶି ଏହି ରାଶି ର ବ୍ୟକ୍ତି ମାନଂକୁ ଗରମ ଦିନ ଆପଣ ଙ୍କୁ ପସନ୍ଦ ନୁହେଁ । ଖରାପ ପାଣି ଆପଣଙ୍କୁ ପସନ୍ଦ ନୁହେଁ । ଜୋରରେ ହସିବା ମଧ୍ୟ ପସନ୍ଦ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *