ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ଡାଇସ, ଜାଣନ୍ତୁ କଣ ତାଙ୍କୁ ଆପଣଙ୍କ କଥା ମନେ ପଡୁଛି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ଲୁଡୋ ଡାଇସ ର ଚିତ୍ର ଦେଖାଇବୁ ।

ଆପଣଙ୍କୁ ଡାଇସ ମଧ୍ୟରୁ ଯେ କୌଣସି ଗୋଟିଏ ଡାଇସ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଡାଇସ ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଡାଇସ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ପାର୍ଟନର ଙ୍କୁ ଆପଣଙ୍କ ଅଭାବ ଅନୁଭବ ହେଉଛି ଅଥବା ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣ ନମ୍ବର ୧ ରେ ଥିବା ଡାଇସ ର ଚିତ୍ର କୁ ଯାହାକୁ ମନେ ପକାକ ବାଛିଛନ୍ତି ତେବେ ଏହାର ଅର୍ଥ ସେ ବର୍ତ୍ତମାନ ବହୁତ ଦୁଃଖିତ ଅଛନ୍ତି । କାରଣ ସେ ଆପଣଙ୍କୁ ବହୁତ ମନେ ପକାଉଛନ୍ତି ଓ ଆପଣଙ୍କ ଅଭାବ କୁ ସେ ଅନୁଭବ କରୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ସହିତ ବଂଚିବାକୁ ଚାହାନ୍ତି ।

୨. ବନ୍ଧୁଗଣ ଯଦି ଆପଣ ନମ୍ବର ୨ ରେ ଥିବା ଡାଇସ ର ଚିତ୍ର କୁ ଯାହାକୁ ମନେ ପକାଇ ବାଛିଛନ୍ତି ତେବେ ଏହାର ଅର୍ଥ ସେ ବର୍ତ୍ତମାନ ଆପଣଙ୍କ ସାଥ ଚାହୁଁଛନ୍ତି । ଆପଣ ତାଙ୍କ ଜୀବନର ଜଣେ ଏଭଳି ବ୍ୟକ୍ତିତ୍ବ ଯାହା ସହିତ ସେ ନିଜର ସବୁ ସୁଖ ଦୁଃଖ ବାଣ୍ଟି ପାରନ୍ତି ।

୩. ବନ୍ଧୁଗଣ ଯଦି ଆପଣ ନମ୍ବର ୩ ରେ ଥିବା ଡାଇସ ର ଚିତ୍ର କୁ ଯାହାକୁ ମନେ ପକାଇ ବାଛିଛନ୍ତି ତେବେ ଏହାର ଅର୍ଥ ବର୍ତ୍ତମାନ ସେ ବହୁତ ଚିନ୍ତିତ ଅଛନ୍ତି । ତାଙ୍କୁ ଆପଣଙ୍କ ଆବଶ୍ୟକତା ବହୁତ ମାତ୍ରା ରେ ରହିଛି । ସେ ଆପଣଙ୍କ ସହିତ କିଛି କଥା ବାଣ୍ଟିବାକୁ ଚାହୁଁଛନ୍ତି କିନ୍ତୁ ଖୋଲିକରି କହି ପାରୁ ନାହାଁନ୍ତି ।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ରେ ଥିବା ଡାଇସ ର ଚିତ୍ର କୁ ଯାହାକୁ ମନେ ପକାଇ ବାଛିଛନ୍ତି ତେବେ ଏହାର ଅର୍ଥ ସେ ବର୍ତ୍ତମାନ ଆପଣଙ୍କୁ ବହୁତ ମିସ କରୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ବିନା ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହି ପାରିବେ ନାହିଁ । ଆପଣଙ୍କ ଅଭାବ ତାଙ୍କୁ ବହୁତ ମାତ୍ରାରେ ଅନୁଭୂତ ହେଉଛି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *