ବାଛନ୍ତୁ ନିଜ ଜନ୍ମ ଦିନ ବାଲା ୧ ଗୋଲାପ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ । ବିଚାର, ସ୍ୱଭାବ, ଚାଲିଚଳଣ, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯେଉଁ ବାର ରେ ଜନ୍ମ ହୋଇଥାଏ ତାହା ଦ୍ଵାରା ହିଁ ବ୍ୟକ୍ତି ର ସ୍ଵଭାବ, ବ୍ୟକ୍ତିତ୍ବ ଆଦି କିପରି ହୋଇଥାଏ ତାହା ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କୌଣସି ବ୍ୟକ୍ତି ର ଜନ୍ମ ବାର ଅନୁସାରେ ତା’ର ସ୍ଵଭାଵ କିପରି ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ରବିବାର- ବନ୍ଧୁଗଣ ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ କେବେବି ନିଜର ନିନ୍ଦା ସହି ପାରନ୍ତି ନାହିଁ ଏବଂ ଯଦି କୌଣସି ବ୍ୟକ୍ତି ଏମାନଙ୍କୁ ନେଇ କୌଣସି ପ୍ରକାର ଥଟ୍ଟା ମଜା କରିଥାଏ ତେବେ ଏମାନେ ତାହା ବରଦାସ୍ତ କରି ପାରନ୍ତି ନାହିଁ ଏବଂ ପ୍ରତିଶୋଧ ନେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ।

ସୋମବାର- ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜର ଚାକିରୀ କ୍ଷେତ୍ରରେ କେବେବି ସନ୍ତୁଷ୍ଟ ନଥାନ୍ତି । ସେମାନଂକୁ ଏହା ପସନ୍ଦ ନୁହେଁ କିନ୍ତୁ ସେମାନେ କେବେବି କାହା ଆଗରେ ଏହା ପ୍ରକାଶ କରନ୍ତି ନାହିଁ ଏବଂ ଲୋକମାନେ ମଧ୍ୟ କେବେବି ଏହା ଜାଣି ପାରନ୍ତି ନାହିଁ ।

ମଙ୍ଗଳବାର- ଦ୍ବିତୀୟରେ ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସବୁଠାରୁ ଖାସ କଥା ହେଉଛି ଏମାନେ ନିଜ କଥାରେ ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରନ୍ତି । ଏବଂ ନିଜ ମିଠା କଥାରେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ ମଧ୍ୟ କରି ପାରନ୍ତି ।

ବୁଧବାର- ଏହି ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ସବୁବେଳେ ନିଜ କାମ କୁ ସଠିକ ଭାବରେ କରିଥାନ୍ତି। ଏବଂ ନିଜର ନୀତି ଦିନ କୁ ସମୟ ଅନୁସାରେ କାର୍ଯ୍ୟ କରିଥାନ୍ତି।ଏମାନେ ସବୁ କାର୍ଯ୍ୟ ବୁଝି ବିଚାରି କାମ କରିଥାନ୍ତି। ଏବଂ ଆପଣ ଏକ ଭଲ ଜୀଵନ ସାଥି ମଧ୍ୟ। ଏବଂ ଏମାନେ ଶୀଘ୍ର ଉଦାସ ହୋଇ ଯାଇଥାନ୍ତି।

ଗୁରୁବାର- ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ସବୁବେଳେ ଭାବି ଚିନ୍ତି ଏବଂ ଏକ ନିୟମ କରି ନିଜ କାର୍ଯ୍ୟ କରିଥାନ୍ତି । ଏବଂ ଆପଣ ଜଣେ ବହୁତ ଭଲ ଜୀଵନ ସାଥୀ ମଧ୍ୟ । ଏମାନେ ବହୁତ ସମ୍ବେଦନଶୀଳ ଥାଆନ୍ତି। ଏମାନ ଙ୍କ ପାଇଁ ନିଜ ପରିବାର ହିଁ ସବୁକିଛି। ଏମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ।

ଶୁକ୍ରବାର- ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜ ଭୁଲ କୁ ବହୁତ ଜଲଦି ସ୍ୱୀକାର କରିଥାନ୍ତି । ଯାହାକୁ କି ଅନ୍ୟ କେହି କରିବା ସମ୍ଭବ ନୁହେଁ । ଆପଣଙ୍କ ପରି ଲୋକ ବହୁତ କମ ଅଛନ୍ତି । ଆପଣ ସବୁ ଅସୁବିଧା ର ସମ୍ମୁଖୀନ କରିପାରନ୍ତି । ଆପଣ ଅଭାବ ଲୋକଙ୍କ ବହୁତ ସାହାଯ୍ୟ କରିଥାନ୍ତି । ଆପଣ ସବୁ ପରିସ୍ଥିତି କୁ ସାମ୍ନା କରିପାରନ୍ତି ।

ଶନିବାର- ବନ୍ଧୁଗଣ ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସବୁଠାରୁ ବଡ଼ କମଜୋରି ହେଉଛି ଏମାନଙ୍କ କ୍ରୋଧ । ଏମାନେ ନିଜ କ୍ରୋଧ କୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ ଏବଂ ବିଭିନ୍ନ ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ବହୁତ ଅଳସୁଆ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *