ବାଛନ୍ତୁ କୌଣସି ଗୋଟିଏ ପ୍ରଜାପତି, ଦେଖିବା ସେ ଆପଣଙ୍କ ଠାରୁ କଣ ଚାହାଁନ୍ତି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ପ୍ରଜାପତି ର ଚିତ୍ର ଦେଖାଇବୁ ।

ଆପଣଙ୍କୁ ଏହି ପ୍ରଜାପତି ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରଜାପତି କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ପ୍ରଜାପତି ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ପ୍ରଜାପତି ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ କଣ ଆଶା କରନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ପ୍ରଜାପତି ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ପ୍ରଜାପତି ର ଚିତ୍ର କୁ ବାଛିବାକୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ପ୍ରଜାପତି ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ପ୍ରଜାପତି ର ଛବି ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ କଣ ଆଶା ରଖନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣ ପ୍ରଥମ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଚାହାନ୍ତି ଯେ ଆପଣ ନିଜ ସମ୍ପର୍କ କୁ ନେଇ ଆପଣଙ୍କ ମନରେ ଯାହା ବି ଅଛି ତାଙ୍କୁ ଖୋଲିକରି କୁହନ୍ତୁ । ଆପଣଙ୍କ ପାର୍ଟନର ଆପଣଙ୍କ ସହିତ ନିଜ ସମ୍ପର୍କ କୁ ଆଗକୁ ବଢାଇବାକୁ ଚାହାନ୍ତି ।

୨. ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ସମ୍ପର୍କ କୁ ନେଇ ନିଜ ମନରେ ଅନେକ ଆଶା ସାଇତି କରି ରଖିଛନ୍ତି ଏବଂ ଭବିଷ୍ୟତ କୁ ନେଇ ଅନେକ ସ୍ୱପ୍ନ ସଜାଇଛନ୍ତି । ଆପଣଙ୍କ ପାର୍ଟନର ଚାହାନ୍ତି ଯେ ଆପଣ ବର୍ତ୍ତମାନ ଯେପରି ତାଙ୍କ ସାଥ ଦେଉଛନ୍ତି ସେହିପରି ଭବିଷ୍ୟତରେ ମଧ୍ୟ ଆପଣ ନିଜ ପାର୍ଟନର ଙ୍କ ସାଥ ସର୍ବଦା ଦିଅନ୍ତୁ ।

୩. ବନ୍ଧୁଗଣ ଯଦି ଆପଣ ତୃତୀୟ ନମ୍ବର ରେ ଥିବା ପ୍ରଜାପତି ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଚାହାନ୍ତି ଯେ ଆପଣଙ୍କ ସମ୍ପର୍କ ରେ ଥିବା ଭଲ ପାଇବା ସର୍ବଦା ବଜାୟ ରହୁ । ଆପଣଙ୍କ ମଧ୍ୟରେ ଥିବା ବୁଝାମଣା ଏବଂ ଭଲ ପାଇବା କେବେବି ଶେଷ ନ ହେଉ ଏବଂ ଆପଣ ଉଭୟ ପରସ୍ପରକୁ ସର୍ବଦା ସମ୍ମାନ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *