ନମସ୍କାର ବନ୍ଧୁଗଣ ଗ୍ରହ ମାନଙ୍କ ଚଳନ ଯୋଗୁଁ ଆମ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଏହି ଗ୍ରହର ଚଳନ ଯୋଗୁଁ ହିଁ ଆମ ଜୀବନରେ ଦୁଃଖ ଏବଂ ସୁଖ ଆସିଥାଏ ।
ଶନିଦେବଙ୍କୁ ସର୍ବୋଚ୍ଚ ନ୍ୟାୟାଧୀଶ ଉପାଧି ମିଳିଛି । ଯିଏ କି ଅନୁଚିତ କାର୍ଯ୍ୟ କରୁଥିବା ଲୋକ ମାନଂକୁ ଉଚିତ ସମୟରେ ଦଣ୍ଡ ଦେଇଥାନ୍ତି । ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କ କ୍ରୋଧ ହୁଅନ୍ତି ତାହାର ନାଶ ହେବା ନିଶ୍ଚିତ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ର ଚଳନ ଯୋଗୁଁ ଏହି ଭଳି ଯୋଗ ବନୁଚି କି ଏହି ସମୟରୁ ଶନିଦେବ ନିଜର ରାଶି ପରିବର୍ତ୍ତନ କରୁଛନ୍ତି । ଯାହାର ପ୍ରଭାବ ଗୋଟିଏ ରାଶି ଉପରେ ହିଁ ପଡିବ । ହିନ୍ଦୁ ଧର୍ମ ରେ ଶନିଦେବ ଙ୍କୁ ନ୍ୟାୟ ର ଦେଵତା ବୋଲି କୁହାଯାଏ । ବ୍ୟକ୍ତି ର ଜୀଵନ ରେ ଯାହା ବି ଭଲ ଫଳ ଏବଂ ଖରାପ ଫଳ ରହିଥାଏ ।
ତାହା ସବୁ ଶନିଦେବଙ୍କ ମହାଦଶା ର ଫଳ । କେବେ କେବେ ଦେଖା ଯାଏ କି କୌଣସି ଏକ ଅସମ୍ବବ କାର୍ଯ୍ୟ କିମ୍ବା କଷ୍ଟ କାର୍ଯ୍ୟ ଅତି ସହଜରେ ହୋଇ ଯାଇଥାଏ ଏବଂ କୌଣସି ଅତି ସହଜ କାର୍ଯ୍ୟ ମଧ୍ୟ ବହୁତ କଠିନ ହୋଇ ଯାଇଥାଏ । ଏହା ସବୁ ଶନିଦେବଙ୍କ ମହାଦଶା ଯୋଗୁଁ ହିଁ ହୋଇଥାଏ । ଏହି ସମୟରେ ଶନିଦେବ ଧନୁ ରାଶି କୁ ଛାଡି ମକର ରାଶି କୁ ଯିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ମଂଥରା ଗତି ରେ ଚାଲୁଥିବା ଗ୍ରହ ଅଟନ୍ତି ।
ଶନି ଦେବ ଗୋଟିଏ ରାଶି ଉପରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ଶନି ଗୋଟିଏ ଗ୍ରହ ରୁ ଆଉ ଅନ୍ୟ ଗ୍ରହ କୁ ଯିବା ସମୟରେ ଏହାର ଗଭୀର ପ୍ରଭାବ ଅନ୍ୟ ରାଶି ମାନଙ୍କ ଉପରେ ପଡ଼ିଥାଏ । ଶନି ମକର ରାଶି ପରେ କୁମ୍ଭ ରାଶି ଉପରେ ରହିବେ । ଶନି ଗ୍ରହ ଙ୍କ ରାଶି ବଦଳାଇବା ଦ୍ୱାରା କାହା ଉପରେ ଶନି ଦଶା ପଡ଼ିଯାଏ ତ କାହା ଉପରେ ଶନି ଦଶା କଟି ଯାଏ ।
ତେବେ ଆସନ୍ତୁ ଜାଣିନେବା କି ଏଥର ଶନି ଦେବଙ୍କ ରାଶି ପରିବର୍ତ୍ତନ ଯୋଗୁଁ କେଉଁ ରାଶି ଉପରେ ଏହାର ପ୍ରଭାବ ପଡୁଛି ଏବଂ ଏହା ଦ୍ୱାରା କଣ କଣ ସବୁ ଘଟିବ ତାହା ମଧ୍ୟ ଜାଣିନେବା ।
ଏହି ରାଶି ଦୁଇଟି ହେଉଛି ମିଥୁନ ରାଶି ଏବଂ ଧନୁ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଅଧିକ ଧ୍ୟାନ ର ସହିତ ଜୀଵନ ବିତାଇବା ଉଚିତ । ଅଧିକ ଖର୍ଚ୍ଚ ରୁ ବଞ୍ଚି ରହିବା ଆବଶ୍ୟକ । ଅଯଥା ଖର୍ଚ୍ଚ ରୁ ନିଜକୁ ଦୂରେଇ ରଖନ୍ତୁ । ଏହି ସମୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି କିନ୍ତୁ ସର୍ଵଦା ଭାବି ଚିନ୍ତି କାର୍ଯ୍ୟ କରିବା ଏବଂ ବ୍ୟୟ କରିବା ଉଚିତ ।
ନିଜର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡି ପାରେ ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ ।
ଏହି ସମୟରେ କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ । କ୍ଷତି ହେବାର ସମ୍ଭାବନା ରହିଛି । ଏବଂ ବ୍ୟବସାୟ ରେ ଅଧିକ ଧ୍ୟାନ ଦେବା ଉଚିତ କାହା ଉପରେ ଅଧିକ ଭରସା କରିବା ଉଚିତ ନୁହେଁ । ଏହି ସମୟରେ ଅଧିକ ସୁରକ୍ଷିତ ଏବଂ ଧ୍ୟାନ ଦେବା ଉଚିତ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।