ବାଛନ୍ତୁ ଆପଣଙ୍କ ଜନ୍ମ ମାସ ଓ ଜାଣନ୍ତୁ ସେ ଆପଣଙ୍କୁ କଣ କହିବାକୁ ଚାହାଁନ୍ତି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ମାସ ର ନାମ ଦେଖାଇବୁ

ଏବଂ ଆପଣଂକୁ ଏହି ମାସ ମଧ୍ୟରୁ ଯେ କୌଣସି ଗୋଟିଏ ମାସ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ପାଞ୍ଚ ସେକେଣ୍ଡ ର ସମୟ ଦିଆଯିବ ।

ସେହି ପାଞ୍ଚ ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ମାସ ର ନାମ କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ମାସ ର ନାମ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ସେହି ମାସ ଆପଣ ଙ୍କୁ କଣ କହିବାକୁ ଚାହୁଁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ମାସ ର ନାମ ଦେଖାଇବୁ ଏବଂ ଆପଣଂକୁ ପାଞ୍ଚ ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ମାସ କୁ ବାଛିବାକୁ ପଡ଼ିବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ମାସ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିନେବା ମାସ ଅନୁସାରେ ଆପଣ ଙ୍କ ଜୀଵନ ସାଥୀ ଆପଣଙ୍କ ବିଷୟରେ କଣ ସବୁ କହୁଛନ୍ତି ଏବଂ କଣ ସବୁ ରହସ୍ୟ ରହିଛି ।

୧- ଯଦି ଆପଣ ଜାନୁଆରୀ ମାସ କୁ ଚୟନ କରିଛନ୍ତି ତେବେ ଆପଣ ଙ୍କୁ କେହି ନିଜ ପ୍ରେମ କୁ ଆପଣ ଙ୍କ ଆଗରେ କହିବାକୁ ଚାହୁଁଛନ୍ତି । ଏବଂ ସେ ଆପଣ ଙ୍କ ହସ ପାଇଁ ପାଗଳ ଅଛନ୍ତି ।

୨- ଯଦି ଆପଣ ଫେବୃଆରୀ ମାସ କୁ ଚୟନ କରିଛନ୍ତି ତେବେ ଆପଣ ଙ୍କ ଜୀଵନ ସାଥି ଆପଣ ଙ୍କୁ ବହୁତ ଗୁରୁତ୍ୱ ଦେଇ ଥାଆନ୍ତି ତାଙ୍କ ଜୀଵନ ରେ ଏବଂ ଆପଣ ଙ୍କ ପ୍ରତି ସେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇ ଥାଆନ୍ତି ।

୩- ଯଦି ଆପଣ ମାର୍ଚ୍ଚ ମାସ କୁ ଚୟନ କରିଛନ୍ତି ତେବେ ଆପଣ ଙ୍କ ଜୀଵନ ସାଥି ସର୍ଵଦା ଏହା ଭାବନ୍ତି କି ଆପଣ ଙ୍କୁ ପାଇଁ ସେ ବହୁତ ଖୁସି ଏବଂ ସାରା ଜୀବନ ଆପଣ ଙ୍କ ସହିତ ବିତେଇବାକୁ ଚାହୁଁଛନ୍ତି ।

୪- ଯଦି ଆପଣ ଅପ୍ରେଲ ମାସ କୁ ଚୟନ କରିଛନ୍ତି ତେବେ ସେ ଆପଣ ଙ୍କ ବ୍ୟକ୍ତିତ୍ବ ଏବଂ ଷ୍ଟାଇଲ ଉପରେ ବହୁତ ଆକର୍ଷିତ ଅଛନ୍ତି ଏବଂ ସେ କେବଳ ଆପଣ ଙ୍କ ପାଇଁ ହିଁ ପାଗଳ ।

୫- ଯଦି ଆପଣ ମଇ ମାସ କୁ ଚୟନ କରୁଛନ୍ତି ତେବେ ଆପଣ ଙ୍କ ପ୍ରେମିକ ଆପଣ ଙ୍କୁ ନିଜର ଜୀଵନ ସାଥି କରିବା ପାଇଁ ଚାହୁଁଛନ୍ତି ଏବଂ ନିଜର ସମ୍ପୂର୍ଣ୍ଣ ଜୀଵନ ଆପଣଙ୍କ ସହ ବିତେଇବାକୁ ଚାହୁଁଛନ୍ତି ।

୬- ଯଦି ଆପଣ ଜୁନ ମାସ କୁ ଚୟନ କରିଛନ୍ତି ତେବେ ସେ ଆପଣ ଙ୍କୁ ନେଇ ବହୁତ ଭାବୁକ ଅଛନ୍ତି ଏବଂ ସେ ଆପଣ ଙ୍କ ବିନା ରହି ପାରିବେ ନାହିଁ ।

୭-ଯଦି ଆପଣ ଜୁଲାଇ ମାସ କୁ ଚୟନ କରିଛନ୍ତି ତେବେ ଆପଣ ତାଙ୍କ ଜୀବନରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ରଖିଛନ୍ତି ଏବଂ ଆପଣ ଙ୍କ ର ସବୁ କାର୍ଯ୍ୟ ରେ ସେ ଆପଣ ଙ୍କ ସହ ରହିବାକୁ ଚାହାନ୍ତି ।

୮- ଯଦି ଆପଣ ଅଗଷ୍ଟ ମାସ କୁ ଚୟନ କରୁଛନ୍ତି ତେବେ ସେ ଆପଣ ଙ୍କ ବ୍ୟବହାର ଏବଂ ବ୍ୟକ୍ତିତ୍ବ ଉପରେ ବହୁତ ପ୍ରଭାବିତ ହୋଇଛନ୍ତି । ଏବଂ ଆପଣ ଙ୍କୁ ସେ ବହୁତ ଭଲ ମଧ୍ୟ ପାଉଛନ୍ତି ।

୯- ଯଦି ଆପଣ ସେପ୍ଟେମ୍ବର ମାସ କୁ ଚୟନ କରୁଛନ୍ତି ତେବେ ଆପଣ ଙ୍କ ଜୀଵନ ସାଥୀ ଆପଣ ଙ୍କୁ ନେଇ ବହୁତ ସେନ୍ସଟିଭ ଏବଂ ଆପଣ ଙ୍କୁ କୌଣସି ଅସୁବିଧା ରେ ସେ ଦେଖି ପାରିବେ ନାହିଁ ।

୧୦- ଯଦି ଆପଣ ଅକ୍ଟୋବର ମାସ କୁ ଚୟନ କରିଛନ୍ତି ତେବେ ଆପଣ ଙ୍କ ଜୀଵନ ସାଥି ଆପଣ ଙ୍କ ଉପରେ ବହୁତ ଭରସା କରନ୍ତି ଏବଂ ସେ ମଧ୍ୟ ଆପଣ ଙ୍କ ଠାରୁ ତାହା ହିଁ ଆଶା କରନ୍ତି ।

୧୧- ଯଦି ଆପଣ ନଭେମ୍ବର ମାସ କୁ ଚୟନ କରୁଛନ୍ତି ତେବେ ସେ ଆପଣ ଙ୍କୁ ଏହା କହିବାକୁ ଚାହୁଁଛନ୍ତି କି ଆପଣ ତାଙ୍କ ପାଇଁ ଜଣେ ଆଦର୍ଶ ପାର୍ଟନର ଏବଂ ସେ ସମସ୍ତ ଖୁସି ଆପଣ ଙ୍କୁ ଦେବା ପାଇଁ ଚାହୁଁଛନ୍ତି ।

୧୨- ଆପଣ ଯଦି ଡିସେମ୍ବର ମାସ କୁ ଚୟନ କରିଛନ୍ତି ତେବେ ସେ ଆପଣ ଙ୍କୁ ନିଜ ହୃଦୟ ର ସବୁଠାରୁ ପାଖରେ ରଖିଛନ୍ତି ଏବଂ ସେ ଆପଣ ଙ୍କ ବିନା ରହିବା କୁ ଚାହୁଁ ନାହାନ୍ତି କି ରହି ପାରିବେ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *