Vastu Tips- ଅଶ୍ଵତଥ ଗଛର ପତ୍ରରେ ଏହି ମନ୍ତ୍ର ଲେଖି ପର୍ସରେ ରଖି ନିଅନ୍ତୁ, ଆଉ ଦେଖନ୍ତୁ ଚମତ୍କାର… 

ନମସ୍କାର ବନ୍ଧୁଗଣ , ଆପଣମାନେ ସମସ୍ତେ ଜାଣିଛନ୍ତି  ଯେ ଅଶ୍ଵତଥ ଗଛର ପତ୍ର କୁ ବହୁତ ଚମତ୍କାରୀ  ବୋଲି ମାନା ଯାଏ । ଏହା ମଧ୍ୟ କୁହା ଯାଏ କି ଏଥିରେ ବହୁତ ଦେବୀଦେବତା ବାସ କରନ୍ତି । ଏହି ଗଛ କୁ ପୂଜା କରିବା ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ । ଆପଣଙ୍କ ମନ ଇଛା ଆଶା ପୂରଣ ହୋଇଥାଏ , ଏହି ଗଛର ଧାର୍ମିକ ଗୁରୁତ୍ଵ  ସହ  ବିଜ୍ଞାନିକ ମହତ୍ଵ ମଧ୍ୟ ରହିଛି । ଏହି ଗଛ ଅଧିକ ମାତ୍ରାରେ କାର୍ବନ ଅକସାଇଟ କୁ ଗ୍ରହଣ କରିଥାଏ ଓ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ ।

ତେଣୁ ଏହା ଆମ ଶରୀରର ନିଶ୍ଵାସ ପ୍ରଶ୍ଵାସ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ । ଏହ ଏକ ଏଭଳି ଗଛ ଯାହା ଆମର ବହୁତ ଉପକାରୀରେ ଆସିଥାଏ । ଏବେ ଆମେ ଜାଣିବା ଏକ ଛୋଟ ଉପାୟ ବିଷୟରେ ଜାଣିବା ଯାହାକି ଅଶ୍ଵତଥ  ଗଛ ସହ ସମ୍ବନ୍ଧିତ ଅଟେ । ଯଦି ଆପଣଙ୍କ ପର୍ସ ସବୁ ବେଳେ ଖାଲି ରହିଥାଏ ।

ଆପଣଙ୍କୁ ଅର୍ଥର ଅଭାବ ଦେଖାଯାଇଥାଏ ଯେତେ ପରିଶ୍ରମ କରିଲେ ମଧ୍ୟ ଘରକୁ ଆସୁଥିବା ଅର୍ଥ ଆସି ମଧ୍ୟ ପଳେଇଥାଏ ।  ଯଦି ଆପଣ ନିଜର ଏହି ଅସୁବିଧାରୁ ବାହାରି ବାକୁ ଚାହୁଛନ୍ତି । ତେବେ ଶନିବାର ଦିନ ଅଶ୍ଵତଥ  ଗଛର ଏକ ପତ୍ର ତୋଳିକି ଆଣନ୍ତୁ । ଏହା ଧ୍ୟାନ ରଖିବେ କି ଏହି ପତ୍ର ର କିଛି କ୍ଷତି ହୋଇନଥିବ କି ପାଟି ନ ଥିବ ତା ‘ ପରେ ଏହି ପତ୍ର କୁ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ ।

ଧୋଇ ସାରିଲା ପରେ ଏହି ପତ୍ର ଉପରେ ହଳଦୀ ଓ ଦହି କି ମିଶେଇ ପ୍ରସ୍ତୁତ କରିଥିବା ଗୋଳ ଦ୍ଵାରା ଆପଣଙ୍କ ଡାହାଣ ହାତ ଦ୍ଵାରା ଅନାମିତ ଅଙ୍ଗୁଳିରେ ଓମ ହୀନ ଲେଖନ୍ତୁ । ଏହା ପରେ ଏହି ପତ୍ର କୁ ଧୂପ ଦୀପ ଭୁଲାଇ ପର୍ସ ରେ ରଖନ୍ତୁ । ଏହି ଉପାୟକୁ ସବୁ ଶନିବାର ଦିନ ହିଁ କରିଆପଣଙ୍କ ପର୍ସ ରେ ରଖନ୍ତୁ । ଏହି ପୂଜା କେବଳ ଶନିବାର ଦିନ ହି କରିପାରୁ ଅଲଗା ଦିନରେ ଏହାକୁ କରିବା ସମ୍ଭବ ହୋଇନଥାଏ । କାରଣ ଏହି ପୂଜା ପାଇଁ ଏହି ଦିନକୁ ଶୁଭ ମାନା ଯାଇଥାଏ ।

କିନ୍ତୁ ଏହା ଧ୍ୟାନ ରଖିବେ କି ପ୍ରତି ଶନିବାର ଦିନ ଏହି ପତ୍ର କୁ ବଦଳାଇବେ ଏବଂ ବଦଳାଇ ଥିବା ପତ୍ର କୁ କୋଣସି ପବିତ୍ର ସ୍ଥାନରେ ରଖିବେ ବା ଜଳରେ ବିସର୍ଜନ କରିଦେବେ । ଆଉ କୋଣସି ସ୍ଥାନରେ ଏହାକୁ ରଖିବେ ନାହିଁ ନଚେତ ଏହା ସଫଳ ହୋଇନଥାଏ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ପର୍ସ ସବୁବେଳେ ଧନରେ ଭରି ରହିବ ଓ କେବେ ଖାଲି ହେବ ନାହିଁ । ତେଣୁ ଆଶା କରୁଛି ବନ୍ଧୁଗଣ ଆପଣ ଏହାକୁ ନିହାତି କରିବେ ବୋଲି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *