Jyotish Shastra- ସାରା ଜୀବନ ଦୁଃଖରେ କାଟନ୍ତି ଏହି 2 ଟି ନାମର ମହିଳା

ବନ୍ଧୁଗଣ, ଏହି ୨ ଅକ୍ଷରର ନାମ ଥିବା ମହିଳା ଜୀବନସାରା ରହିଥାନ୍ତି ଚିନ୍ତିତ । ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ସମସ୍ତ ସମ୍ପର୍କ ଠାରୁ ମହତ୍ଵପୂର୍ଣ୍ଣ ମାନାଯାଇଅଛି । ଉଭୟ ବିବାହ ପୂର୍ବରୁ ଅଲଗା ଅଲଗା ରହୁଥିଲେ ମଧ୍ୟ ବିବାହ ପାଶ୍ଚାତ ଉଭୟ ସଂପୂର୍ଣ୍ଣ ଜୀବନ ସାରା ପରସ୍ପରକୁ ଆପଣାର ମାନିନେଇଥାନ୍ତି । ଉଭୟ ପରସ୍ପର ସହିତ ସମସ୍ତ ସ୍ଥିତିରେ ଛିଡା ହୋଇ ରହିଥାନ୍ତି । ଏହା ସହିତ ସମସ୍ତ ପରିସ୍ଥିତିରେ ପରସ୍ପରର ସାଥ ଦେଇଥାନ୍ତି । ଉଭୟଙ୍କ ମଧ୍ୟରେ କିଛି ନା କିଛି ଭଲ ମନ୍ଦ ଚାଲିଥାଏ । ମାତ୍ର ସମୟ ସହିତ ଉଭୟଙ୍କ ସମ୍ପର୍କ ଗଭୀର ହେବାକୁ ଲାଗିଥାଏ ।

ଏହା ସହିତ ଉଭୟଙ୍କ ପ୍ରତି ସେମାନଙ୍କ ପ୍ରେମ ମଧ୍ୟ ବଢିବାକୁ ଲାଗିଥାଏ । କିନ୍ତୁ କିଛି ମହିଳା ନିଜ ସ୍ଵାମୀ ଙ୍କ ପକ୍ଷରୁ ସର୍ବଦା ଅସନ୍ତୁଷ୍ଠ ହିଁ ରହିଥାନ୍ତି । ଆଜି ଆମ୍ଭେ ଏଭଳି ମହିଳା ମାନଙ୍କ ସମ୍ବନ୍ଧରେ ସୂଚନା ଦେବାକୁ ଯାଉଅଛୁ । ଶାସ୍ତ୍ର ଅନୁଯାୟୀ ଆମ୍ଭ ନାମର ପ୍ରଥମ ଅକ୍ଷର ଆମ୍ଭ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ୨ ଟି ଅକ୍ଷର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହି ନାମର ମହିଳା ନିଜ ଜୀବନରେ ଦୁଖ ଉଠାଇଥାନ୍ତି ।

୧- P;- ଏହି ଅକ୍ଷରରୁ ଯେଉଁ ମହିଳା ମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଅକ୍ଷରର ମହିଳା କଠିନରୁ କଠିନ ପରିସ୍ଥିତି ରେ ନିଜ ସ୍ଵାମୀ ସହିତ ଛିଡା ହୋଇଥାନ୍ତି । ଅପର ପାର୍ଶ୍ଵ ରେ ସେମାନେ ମଧ୍ୟ ଚାହିଁଥାନ୍ତି ଯେ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ସାଥ ଦିଅନ୍ତୁ ମାତ୍ର ତାଙ୍କର ଏହି ଇଚ୍ଛା ସଂପୂର୍ଣ୍ଣ ରୂପରେ ପୂର୍ଣ୍ଣ ହୋଇ ନଥାଏ । ଏହି କାରଣ ବଶତ ଏହି ନାମର ମହିଳା ନିଜ ସ୍ଵାମୀ ଙ୍କ ପ୍ରତି ଅଭିମାନ କରିଥାନ୍ତି । ଏହି ମହିଳା ମାନେ ଛୋଟ ଛୋଟ କଥାରେ ନିଜ ସ୍ଵାମୀ ସହିତ ଝଗଡା କରିଥାନ୍ତି । ଏଥି ନିମନ୍ତେ ସେମାନଙ୍କ ଜୀବନ ଦୁଖପୂର୍ଣ୍ଣ ହୋଇଯାଇଥାଏ ।

୨- K;- ଏହି ଅକ୍ଷରରୁ ଯେଉଁ ମହିଳା ମାନଙ୍କ ନାମ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ବହୁତ ସହନଶୀଳତା ତଥା ଧର୍ଯ୍ୟବାନ ହୋଇଥାନ୍ତି । ଏହିଭଳି ମହିଳା ନିଜର ତଥା ନିଜ ସ୍ଵାମୀ ଙ୍କର ଭଲ ଭାବରେ ଯତ୍ନ ନେଇଥାନ୍ତି । ଏହିଭଳି ମହିଳା ହୃଦୟରୁ ବହୁତ ସ୍ଵଛ ଏବଂ ନିର୍ମଳ ହୋଇଥାନ୍ତି । ସେମାନେ ଚାହିଁଥାନ୍ତି ଯେ ତାଙ୍କ ସ୍ଵାମୀ ଯଦି କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ତାହାର ସଂପୂର୍ଣ୍ଣ ବିବରଣୀ ମଧ୍ୟ ତାଙ୍କୁ ଦିଅନ୍ତୁ । ମାତ୍ର ଯଦି ଏଭଳି ନ ହୋଇଥାଏ ତେବେ ଏହି ମହିଳା ମାନେ ନିଜ ସ୍ଵାମୀ ଉପରେ କ୍ରୋଧ କରିଥାନ୍ତି ।

ଏହିଭଳି ଭାବରେ ଉଭୟଙ୍କ ସମ୍ପର୍କ ରେ ଦୂରତା ବଢିବାକୁ ଲାଗିଥାଏ । ଏହିଭଳି ସ୍ତ୍ରୀ ଅସନ୍ତୁଷ୍ଟ ରହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *