Astrology- ହାତ ରେଖାରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ?

ବନ୍ଧୁଗଣ, ସାଧାରଣତ ବିବାହ ର ସ୍ଵପ୍ନ ସମସ୍ତେ ଦେଖିଥାନ୍ତି । ସମସ୍ତଙ୍କ ମନରେ ପ୍ରାଏ ଏହି କଥା ଚାଲିଥାଏ ଯେ ତାଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ହେବ । ହସ୍ତ ରେଖା ବିଜ୍ଞାନ ଏକ ଏଭଳି ବିଜ୍ଞାନ ଅଟେ ଯାହାକୁ ହାତର କିଛି ଖାସ ରେଖା ମାନଙ୍କର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧରେ କୁହାଯାଇଥାଏ । ବ୍ୟକ୍ତି ର ହାତରେ କିଛି ଏଭଳି ରେଖା ହୋଇଥାଏ ଯାହା ଲଭ ମ୍ୟାରେଜ ତଥା ଆରେଞ୍ଜ ମ୍ୟାରେଜ ସମ୍ବନ୍ଧରେ ଈଷାରା କରିଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ହାତ ମଧ୍ୟରେ ତାହା କେଉଁ ରେଖା ଅଟେ ଯାହା ଲଭ ମ୍ୟାରେଜ ତଥା ଆରେଞ୍ଜ ମ୍ୟାରେଜ ହେବ ବୋଲି ସଙ୍କେତ ଦେଇଥାଏ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯଦି ଆପଣ ମହିଳା ଅଛନ୍ତି ତେବେ ଆପଣ ବାମ ହାତ ଏବଂ ଯଦି ଆପଣ ପୁରୁଷ ଅଛନ୍ତି ତେବେ ଆପଣ ନିଜର ଡାହାଣ ହାତ ଦେଖନ୍ତୁ ।

ହୃଦୟ ରେଖା ଶନିପର୍ବତ ପାଖକୁ ଆସି ଅଟକିଯିବା, ଏହା ଆରେଞ୍ଜ ମ୍ୟାରେଜ ବୋଲି ଈଷାରା କରିଥାଏ । ଏହିରେଖା ଥିବା ଲୋକ ମାନଙ୍କର ଲଭ ମ୍ୟାରେଜ ର ଚାନ୍ସ ବହୁତ କମ ରହିଥାଏ । ବ୍ୟକ୍ତି ର ହୃଦୟ ରେଖା ର ଶେଷ ଭାଗରେ ଯଦି V ର ଚିହ୍ନ ବନୁଥାଏ, ତେବେ ହସ୍ତରେଖା ବିଜ୍ଞାନ ଅନୁସାରେ ଏଭଳି ଲୋକଙ୍କ ଲଭ ମ୍ୟାରେଜ ର ଚାନ୍ସ ବହୁତ କମ ହୋଇଥାଏ । ହୃ

ଦୟ ରେଖା ରେ କୌଣସି ରେଖା ଶନି ଅଥବା ଗୁରୁ ପର୍ବତ ମଧ୍ୟକୁ ଆସିବା, ଏହିଭଳି ଲୋକଙ୍କର ଲଭ ମ୍ୟାରେଜ ର ଚାନ୍ସ ଅଧିକ ରହିଥାଏ । ଆପଣ ଚାହିଁବେ ତ ନିଜ ଘର ଲୋକ ଙ୍କୁ ଲଭ ମ୍ୟାରେଜ ନିମନ୍ତେ ରାଜି କରାଇ ପାରିବେ । ଭାଗ୍ୟରେଖା ଏବଂ ହୃଦୟ ରେଖା, ହସ୍ତ ରେଖା ବିଜ୍ଞାନ ଅନୁସାରେ ଯେଉଁ ଲୋକ ଙ୍କ ହାତ ରେ ଭାଗ୍ୟରେଖା ଏବଂ ହୃଦୟ ରେଖା ପରସ୍ପର ସହିତ ମିଶି ଯଦି V ର ନିଶାନ ବନାଇଥାନ୍ତି ତେବେ ଏହିଭଳି ଲୋକ ଜୀବନରେ ଲଭ ମ୍ୟାରେଜ କରିବା ପସନ୍ଦ କରିଥାନ୍ତି କିନ୍ତୁ ଏମାନଙ୍କ ପ୍ରେମ ବିବାହ ର ଯୋଗ ମଧ୍ୟ ବହୁତ ଅଧିକ ରହିଥାଏ ।

ଏମାନଙ୍କ ବିବାହ ସେହିଭଳି ବ୍ୟକ୍ତି ଙ୍କ ସହିତ ହୋଇଥାଏ ଯେଉଁ ମାନଙ୍କ ଠାରୁ ଏମାନଙ୍କୁ ଜୀବନସାରା ଷପୋର୍ଟ ଏବଂ ପ୍ରେମ ର ଭରୋଷା ରହିଥାଏ । ଏମାନେ ସାଧାରଣତ ସୁଖୀ ବୈବାହିକ ଜୀବନ ଅତିବାହିତ କରିଥାନ୍ତି । ହାତ ରେ କ୍ରଶ ର ନିଶାନ, ଯଦି ବ୍ୟକ୍ତି ର ହାତରେ ଗୁରୁ ପର୍ବତ ଉପରେ କ୍ରଶ ର ଚିହ୍ନ ଥିବ ତେବେ ହାତରେ ଏହି ଚିହ୍ନ ସଫଳ ପ୍ରେମ ର ସଂକେତ ଦେଇଥାଏ ।

ଆପଣଙ୍କ ଜୀବନରେ ଏଭଳି ପାର୍ଟନର ଆସିଥାଏ ଯିଏ ଆପଣଙ୍କର ବହୁତ ପ୍ରେମ ତଥା ଆପଣଙ୍କ ର ବହୁତ କେୟାର କରିଥାଏ । କେତେକ ହାତରେ ହସ୍ତ ରେଖା ରୁ ଆରମ୍ଭ ହୋଇ ତାହା ସୂର୍ଯ୍ୟ ରେଖା ସହିତ ମିଶିଥାଏ, ସେମାନଙ୍କର ସାଧାରଣତ ପ୍ରେମ ବିବାହ ର ଯୋଗ ବନିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *