ଅନିୟମିତ ପିରିୟଡ୍ସ ପାଇଁ ଚିନ୍ତିତ କି ! କେବଳ ଏହାକୁ ଖାଇକି ଦେଖନ୍ତୁ, ପିରିୟଡ୍ସ 100 ପ୍ରତିଶତ ଆସିବ, Home remedy

ବନ୍ଧୁଗଣ ମହିଳା ମାନଙ୍କର ମାସିକ ଧର୍ମ ବା ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯାହାକୁ ମହିଳା ମାନଙ୍କର ମାସକୁ ମାସ ହୋଇଯାଇଥାଏ । ଯଦି କୌଣସି ମହିଳାଙ୍କର ପିରିୟଡ୍ସ ହେବାରେ ଅନିୟମିତତା ଦେଖା ଯାଉଥାଏ । ଯେଉଁ କାରଣରୁ ସେମାନେ ବହୁତ ଚିନ୍ତିତ ରହୁଥାନ୍ତି । ତେବେ ସେମାନଙ୍କ ପାଇଁ ଏକ ବହୁତ ଭଲ ଉପଚାର ଆଜି ଆପଣଙ୍କୁ କହିବ ପାଇଁ ଯାଉଛୁ । ଏଥିପାଇଁ କୌଣସି ପ୍ରକାର ମେଡ଼ିସିନର ବ୍ୟବହାର ନକରି ଏହି ଘରୋଇ ଉପଚାରକୁ ଥରେ ନିହାତି କରି ଦେଖନ୍ତୁ ।

ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଗୋଲମରୀଚର ଆବଶ୍ୟକ ପଡିବ । ସେଥିପାଇଁ 4 ରୁ 5 ଟି ଗୋଲମରୀଚ ଏଠାରେ ନିଅନ୍ତୁ । ତାପରେ 2 ରୁ 3 ଟି ଲବଙ୍ଗ ଏଠାରେ ନିଅନ୍ତୁ । ତାପରେ ଲବଙ୍ଗ ଓ ଗୋଲମରୀଚକୁ ଏକ ଛେଚା ସାହାଜ୍ଯରେ କୁଟି କୁଟି ଗୁଣ୍ଡ କରି ଦିଅନ୍ତୁ । ତାପରେ ସେହି ପ୍ରସ୍ତୁତ କରିଥିବା ଗୁଣ୍ଡକୁ ଏକ ବାଉଳକୁ ନେଇ ଆସନ୍ତୁ ।

ତାପରେ ସେଥିରେ ଆପଣ 1 ଚାମଚ ମହୁ ଆଡ୍ କରନ୍ତୁ । ତାପରେ ସେହି ଗୋଲମରୀଚ ଓ ଲବଙ୍ଗର ଗୁଣ୍ଡରେ ଏହି ମହୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଯେଉଁ ମହିଳା ମାନଙ୍କର ପିରିୟଡ୍ ହେବାରେ ଅନିୟମିତତା ଦେଖାଦେଉଥିବ । ସେମାନେ ଏହି ଉପଚାରକୁ ପ୍ରସ୍ତୁତ କରି ବ୍ୟବହାର କରିବେ । ସେମାନେ ଏଭଳି ରେମିଡିକୁ ଘରେ ପ୍ରସ୍ତୁତ କରି ଲଗାତର 2 ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ।

ସକାଳର ବ୍ରେକଫାଷ୍ଟ ପରେ ଓ ସନ୍ଧ୍ୟା ସମୟରେ 2 ଥର ଏହାର ସେବନ କରନ୍ତୁ । ତାପରେ ସେହି ମହିଳା ମାନଙ୍କର ନିୟମିତ ରୂପେ ପିରିୟଡ୍ସ ହେବା ଆରମ୍ଭ କରିବ । ତେଣୁ ଏଥିପାଇଁ ବାହାରୁ ମାର୍କେଟରୁ କୌଣସି ମେଡ଼ିସିନ ଖାଇବାକୁ ଆଉ ପଡିବ ନାହିଁ । ଏହା ସଂପୂର୍ଣ୍ଣ ନାଚୁରାଲ ରେମିଡି ଅଟେ । ତେଣୁ ଏଥିରେ ଶରୀର ଉପରେ କୌଣସି ସାଇଡିଫେକ୍ଟ ଦେଖିବାକୁ ମିଳିବନାହିଁ ।

ଯେଉଁ ମାନେ ବର୍ତ୍ତମାନ ଗର୍ଭଧାରଣ କରିବାକୁ ଚାହୁଁନାହାନ୍ତି । ସେମାନେ ପିରିୟଡ୍ସ ଆସିବାର 5 ଦିନ ପୂର୍ବରୁ ଏହାର 5 ଦିନ ସେବନ କରନ୍ତୁ । ପିରିୟଡ୍ସ ଶେଷ ହେବା ପରେ ମଧ୍ୟ ଏହାକୁ 5 ଦିନ ସେବନ କରନ୍ତୁ । ତେବେ ମହିଳା ଚାହୁଁନଥିଲେ, ଗର୍ଭବତୀ ହୋଇପାରିବେ ନାହିଁ । ତେଣୁ ଚାହୁଁନଥିବା ଗର୍ଭ ପାଇଁ ପାଇଁ ମହିଳା ମାନନକୁ ଆଉ ଅଯଥା ଚିନ୍ତା କରିବାକୁ ପଡିବ ନାହିଁ ।

ଏହାର ସଠିକ ଭାବେ ବ୍ୟବହାର କରିବା ଦ୍ଵାରା ମହିଳା ମାନଙ୍କୁ 100 ପ୍ରତିଶତ ସଠିକ ରେଜଲ୍ଟ ଦେଖିବାକୁ ମିଳିବ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *