ଆଖୁ ରସ ସେବନର ଅପୂର୍ବ ସ୍ଵାସ୍ଥଗତ ଫାଇଦା ! ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ! Dr Bimal Chhajer

ନମସ୍କାର ବନ୍ଧୁଗଣ ,  ଆମେ ଅନେକ ପ୍ରକାରର ଜୁସ ର ସେବନ କରିଥାଉ । ଫଳ ରେ ତିଆରି ଜୁସ କୁ ପିଇବା ଦ୍ଵାରା ଆମ ଶରୀର କୁ ପ୍ରୋଟିନ ମିଳିଥାଏ । ଆଖୁ ରସ କୁ ପିଇବା ବହୁତ ଲୋକମାନେ ଇଛା କରିଥାନ୍ତି ମାତ୍ର ଆଖୁରେ ଚିନି  ର ମାତ୍ରା ଅଧିକ ରହିଥାଏ । ଏହା ଲୋକମାନଙ୍କ ଚିନ୍ତା ଧାରା ଅଟେ , ମାତ୍ର କଣ  ଆଖୁ  ରସରେ  ଚିନି ଅଧିକ ଥାଏ ଆଜି ଆମେ ଆପଣଙ୍କୁ ଡାକ୍ତର . ବିମାଲ ଛାଯରଙ୍କ ମାଧ୍ୟମ ରେ ଏହା ସମ୍ବନ୍ଧରେ କହିବାକୁ ଇଛା କରୁଛି ।

ଆଖୁ ରସ ଆମ ଶରୀର ର ପାଇଁ ବହୁତ ଉପକାରୀ ହୋଇଥାଏ , ମାତ୍ର ଯେଉଁମାନେ ମୋଟାପଣ କୁ କମେଇବାକୁ ଇଛା କରନ୍ତି । ସେମାନେ ଏହାର ସେବନ ନ କରିବା ଭଲ ହୋଇଥାଏ । ମାତ୍ର ସମସ୍ତେ ଏହାର ସେବନ କରିପାରିବେ ଆଖୁ ରସରେ କାର୍ବୋହାଇଡ୍ରେଟ , ଆଇରନ , ପୋଟାସିୟମ , ମ୍ୟାଗ୍ନେସିୟମ , କ୍ୟାଲସିୟମ ଆଦି ପ୍ରଚୁର ପରିମାଣରେ ରହିଥାଏ ।

ଯେଉଁ ଲୋକମାନଙ୍କର ପରିସ୍ରା ଆସିବାରେ ଆସୁଥିବା ରହିଥାଏ ସେହି ଲୋକମାନେ ଆଖୁ ରସର ସେବନ କରିବା ଦ୍ଵାରା ତାହା ଦୂର ହୋଇଥାଏ । ଆଖୁ ରସ ପରିସ୍ରା କୁ ନିର୍ଗତ କରିଥାଏ । ଆପଣଙ୍କୁ ଦୁର୍ବଳ , ବଳହୀନ ଅନୁଭବ ହେଉଥିବା ସମୟରେ ଯଦି ଆପଣ ଆଖୁ ରସ ର ସେବନ କରିଥାନ୍ତି । ତେବେ କେବଳ ପାଞ୍ଚ ମିନିଟ୍ ରେ ଆପଣଙ୍କୁ ଶକ୍ତି ମିଳିଥାଏ ଏବଂ  ଦୁର୍ବଳତା  ଦୂର ହୋଇଯାଏ ।

ଯେଉଁ ମାନେ ବାହାର ଜୁସ ପିଇବା ଅଭ୍ୟାସ ଥିବା ଲୋକମାନେ ଏହାକୁ ପିଇବା ଦ୍ଵାରା ଆପଣମାନଙ୍କ  ପାଇଁ  ଫାଇଦା ହୋଇଥାଏ । ଦାନ୍ତ ସମ୍ବନ୍ଧୀୟ ସମସ୍ଯା ଥିବା ଲୋକମାନଙ୍କ ପାଇଁ ଆଖୁ ରସ ବହୁତ ଭଲ ହୋଇଥାଏ । କାରଣ ଆଖୁ ରସରେ କ୍ୟାଲସିୟମ ଓ ଫସଫରସ୍ ଅଧିକ ପରିମାଣରେ ରହିଥାଏ ଯାହା ଦାନ୍ତ ଜନିତ ସମସ୍ଯା କୁ ଦୂର କରି ଦାନ୍ତ କୁ ଦୂଢ କରିଥାଏ । ଜଣ୍ଡିସ ହେଇଥିବା ରୋଗୀ କୁ ଆଖୁ ରସ ଦେବା ଉଚିତ୍ ।

ଆଖୁ ରସ ଲିଭର ସଫା କରିଥାଏ । ଖାଉଥିବ ଖାଦ୍ୟ କୁ ହଜମ କରିବାରେ ଏବଂ ହାଡ କୁ ମଜବୁତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଖୁ ରସ ଚିନି ପାଣି କୁ ପ୍ରସ୍ତୁତ କରିଥାଏ ହେଲେ ଚିନି ର ଗୁଣ କୁ ପୁରା ସରେଇ ଦେଇଥାଏ । ଚିନି ପାଣି ଅପେକ୍ଷା ଆଖୁ ରସ ପାଣି ବହୁତ ଉପକାରୀ ହୋଇଥାଏ । ତେଣୁ ଆପଣ ଆଖୁ ରସ ର ସେବନ ନିଶ୍ଚିତ ରୂପରେ କରିପାରିବେ ।

ଯେତେ ବି ଲୋକମାନେ ଏହାକୁ ପିଇବାକୁ ଇଛା କରନ୍ତି ନାହିଁ ଆପଣ ଏହାର ସେବନ କରନ୍ତୁ । ଏଥିରେ ମୋଟାପଣ ବଢିବାର କୋଣସି ସମ୍ଭାବନା ରହିନଥାଏ ଓ ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *