ବନ୍ଧୁଗଣ, ଅଶ୍ଵିନ ମାସର ଶୁକ୍ଲ ପକ୍ଷ ର ଦଶମୀ ତିଥି କୁ ଦଶହରା ପାଳନ କରାଯାଏ । ଚଳିତ ବର୍ଷ ଏହି ତିଥି ୧୫ ଅକ୍ଟୋବର ଦିନ ଶୁକ୍ରବାର କୁ ପଡୁଅଛି । ଏହି ଦିନ ୩ ଟି ଶୁଭ ଯୋଗ ବନୁଅଛି । ଏହି ଶୁଭ ଅବସରରେ ପୂଜା କରିଲେ, ଜାତକଙ୍କୁ ବହୁତ ଲାଭ ମିଳିବ । ଦଶହରା ହିନ୍ଦୁ ମାନଙ୍କର ପ୍ରମୁଖ ପର୍ବ ଅଟେ ।
ଭଗବାନ ରାମ ଙ୍କ ହାତରେ ରାବଣ ର ବଦ୍ଧ ହେବା ପରଠାରୁ ଏହି ପରମ୍ପରା ପାଳନ କରାଯାଉଅଛି । ଏହି ଦିନ ମାତା ଦୂର୍ଗା ମହିଷା ଅସୁର ର ସଂହାର ମଧ୍ୟ କରିଥିଲେ । ଏଥିପାଇଁ ଏହାକୁ ବିଜୟା ଦଶମୀ ନାମରେ ପାଳନ କରାଯାଏ । ଆଜିର ଦିନରେ ମାତା ଦୂର୍ଗା ନିଜର ବିଶେଷ କୃପା କିଛି ବିଶେଷ ରାଶି ମାନଙ୍କ ଉପରେ ବର୍ଷାଇବାକୁ ଯାଉଛନ୍ତି ।
୧- ମେଷ ରାଶି;- ମା ଲକ୍ଷ୍ମୀ ଙ୍କ କୃପାରୁ ଏହି ରାଶି ମାନଙ୍କ ଲୋକ ମାନଙ୍କୁ ଭଲ ଚାକିରୀ ମିଳିବ । ଏହି ସମୟରେ ଆପଣ ମାନସିକ ରୂପରେ ମଜବୁତ ରହି ପାରନ୍ତି । ଅଧିକାଂଶ ମାମଲାରେ ଭାଗ୍ୟ ର ଆପଣଙ୍କୁ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ଚାଲୁଥିବା ସମସ୍ୟା ଆପଣଙ୍କର ଦୂର ହେବ । ସନ୍ତାନ ତରଫରୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଅଛି । ଏହି ସମୟରେ ପରିଜନ ମାନଙ୍କ ମନରେ ଆପଣଙ୍କ ମନରେ ସ୍ନେହ ବଢିବ । ଏହା ସହିତ ଆପଣଙ୍କୁ ନିଜ କ୍ରୋଧ ଉପରେ ଅଳ୍ପ ଅଙ୍କୁଶ ଲଗାଇ ରଖିବାକୁ ହେବ । ନଚେତ ମାମୁଲି କଥା ରୁ ଆରମ୍ଭ ହୋଇଥିବା ଝଗଡା ବଡ ଧରଣର ରୂପ ନେବ ।
୨- ତୁଳା ରାଶି;- ଏହି ସମୟରେ ଆପଣଙ୍କର ପ୍ରେମ ଜୀବନ ବହୁତ ଉତ୍ତମ ସାବ୍ୟସ୍ଥ ହେବାକୁ ଯାଉଅଛି । ଆପଣ ନିଜ ପାର୍ଟନର ଙ୍କ ସହିତ ଏହି ସମୟରେ ବହୁତ ଖୁଶିର ସମୟ ବିତାଇବାକୁ ଯାଉଛନ୍ତି । ପ୍ରେମ ସମ୍ପର୍କରେ ଯେଉଁମାନେ ଅଛନ୍ତି ସେମାନଙ୍କ ବିବାହ ଯୋଗ ବନୁଅଛି । ବ୍ୟବସାୟ ରେ ଲାଭ ହେବାକୁ ଯାଉଅଛି ।ଆପଣ ନିଜ ପରିଜନ ଙ୍କ ନିମନ୍ତେ ସର୍ବୋତ୍ତମ ଉପଲବ୍ଧ ଜିନିଷ କିଣିବାକୁ ଯାଉଛନ୍ତି । ମାତ୍ର ଆପଣ ଧ୍ୟାନ ରଖନ୍ତୁ ଯେ ସମସ୍ତ ପଇସା ଆପଣ କେବଳ ଗୋଟିଏ ଜାଗାରେ ଖର୍ଚ୍ଚ କରନ୍ତୁ ନାହିଁ ।
୩- କର୍କଟ ରାଶି;- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣଙ୍କୁ ବହୁତ ଲାଭ ହେବାକୁ ଯାଉଅଛି । ଆପଣଙ୍କ ସମସ୍ତ କାମ ରେ ସଫଳତା ପ୍ରାପ୍ତ ହେବ । ଏହି ରାଶିର ବ୍ୟାପାରୀ ମାନଙ୍କୁ ବର୍ତ୍ତମାନ ବହୁତ ଧନ ଲାଭ ହେବାକୁ ଯାଉଅଛି । ଏହି ରାଶି ମାନଙ୍କୁ ସମସ୍ତ କାମରେ ସଫଳତା ମିଳିବାକୁ ଯାଉଅଛି । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଅଛି । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ