ଅଧିକ ଚିନ୍ତା କରୁଛନ୍ତି କି ! ଥରେ ଏହି କାହାଣୀ ଶୁଣନ୍ତୁ ! ଚିନ୍ତା କରିବା ସବୁଦିନ ଭୁଲିଯିବେ… Motivational Speech

ନମସ୍କାର ବନ୍ଧୁଗଣ , ଜୀବନରେ ଅଫଳତା ସହଜ ରେ ମିଳିନଥାଏ । ଏହା ପାଇଁ ଆମକୁ କର୍ମ କରିବାକୁ ପଡିଥାଏ । ମାତ୍ର ଆମେ କର୍ମ ନ କରି ଅଧିକ ସମୟ ବସି ଚିନ୍ତା କରିଥାଉ । ଅଧିକ ଚିନ୍ତା କରିବା ଦ୍ଵାରା ଆମେ ଜୀବନରେ ଥିବା ଅସୁବିଧା , ସମସ୍ୟା କୁ ଦୂର  କରିପାରିନଥାଉ । କିନ୍ତୁ ଆମେ ଅନେକ ଦିନ ଧରି ଚିନ୍ତା କରିଥାଉ । ଆଜି ର ବିଷୟବସ୍ତୁ ହେଉଛି ଆଧିକ ଚିନ୍ତା କରିବାକୁ କିପରି ରୋକିବା ।

ସାଧାରଣତ ଆମେ ଲୋକମାନଙ୍କ ଭିତରେ ଦେଖିଥାଉ କି ସେମାନେ ସାମାନ୍ୟ ବିଷୟ କୁ ନେଇ ଅଧିକ ଚିନ୍ତା କରିଥାନ୍ତି ଏବଂ ଖାଦ୍ୟପାନ୍ୟ ନ ଶୋଇବା ଆଦି କରି ଶରୀରକୁ ଅସୁସ୍ଥ କରିଥାନ୍ତି । ଆଉ କେତେକ ଲୋକେ ଅଧିକ ଚିନ୍ତା ଯୋଗୁ ଶଯ୍ୟାରେ ପଡି ରହିଥାନ୍ତି । କିନ୍ତୁ ମଣିଷ ଏହି ସାମାନ୍ୟ କଥା କୁ ବୁଝିପାରି ନ ଥାଏ । ଯେ ଚିନ୍ତା କରିବା କୋଣସି ସମସ୍ୟାର ସମାଧାନ ହୋଇନଥାଏ ।

ଏକ କାହାଣୀ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବାକୁ ଚାହେ ଯେ ଅଧିକ ଚିନ୍ତାର ପରିଣାମ କଣ ହୋଇଥାଏ । ଥରେ ଜଣେ ଯୁବକ ଟି ରହୁଥିଲା ସେ ଦେଖିବାକୁ ସୁନ୍ଦର ଅତି କମ୍ ବୟସରେ ଚାକିରୀ ଫାଇଲା ଏବଂ ଏକ ସୁନ୍ଦର ଝିଅ ସହିତ ତାହାର ବିବାହ ଟି ହୋଇଥିଲା । ବାପାମା , ସ୍ତ୍ରୀ ସହିତ ଛୋଟ ପୁଅ ଟି ବି ଥିଲା ବହୁତ ସୁଖ ପରିବାର ଟି ଥିଲା ।

ଏହି ଏହି ଯୁବକଙ୍କ ଆଖିରେ ଥିଲା ଅନେକ ସ୍ଵପ୍ନ କହିଲେ ନ ସରେ ସମାଜରେ ଖ୍ଯାତି ଅର୍ଜନ ସହିତ ଏକ ଉନତ ଧାରଣା ପରିବାର ପ୍ରତିଷ୍ଟା କରିବା ତାହାର ଆଶା ଥିଲା । ଏହି ସବୁ ବିଷୟ କୁ ନେଇ ଯୁବକ ଟି ବହୁତ ଚିନ୍ତା କରୁଥିଲା ଥରେ ସକାଳେ ଉଠିଲା ବେଳେକୁ ଯମରାଜ ତା ଆଗରେ ଛିଡା ହୋଇଥିଲେ । ସେ ଯମରାଜ କୁ ଦେଖି ଡଋ ଗଲା ଏବଂ ପଚାରିଲେ ଆପଣ କିଏ ଯମରାଜ କହିଲେ ‘ହେ ବାଳକ ତୁମର ସମୟ ଆସିଗଲା ଆସ ଆମ ସହିତ ‘ ଏହା  ଶୁଣି ଯୁବକ ଟି କହିଲା ଯମରାଜ ଆଜି ଗୋଟେ ଦିନ ମତେ ସମୟ ଦିଅନ୍ତୁ ।

କାଲି ଆମେ ସକାଳେ ପଳେଇବା ଏଥିରେ ରାଜି ହୋଇ ଯମରାଜ ଗୋଟେ ଦିନ ପାଇଁ ସେ ଯୁବକର ଘରେ ରହିଲେ । ଏହି ଯୁବକ ଦିନ ସାରା ଚିନ୍ତା କରୁଥିବା ସମୟରେ ତା ଆଖିରେ ପଡିଲା ଯମରାଜଙ୍କ ଫେରିଯିବାର ତାଲିକା ସେଥିରେ ଯୁବକ ନାମ ଆଗରେ ଥିଲେ , ଯୁବକ କଣ କଲା ନା ନଜର ନାମ କୁ ଶେଷ ରେ ଲେଖିଲା । ଯମରାଜ ପର ଦିନ ସକାଳେ ଯେବେ ଉଠିଲେ ଏବଂ ଯୁବକକୁ ଡାକି କହିଲେ ମୁଁ ତୁମର ଅତିଥ୍ୟ ରେ ଖୁସି ତୁମକୁ ଗୋଟିଏ ଦାନ ଦଉଛି ।

ମୁଁ ପଛ ରୁ ନାମ ଡାକିବି  ଯାହା ଦ୍ଵାରା ତୋର ନାମ ଆଗରେ ଥିବାକୁ ତୁ ସବା ଶେଷ ରେ ଯିବୁ , କିନ୍ତୁ ଯୁବକର ଅଧିକ ଚିନ୍ତା କରିବା ଦ୍ଵାରା ତାହା ଓଲଟା ହୋଇଯାଇଥିଲା । ତେଣୁ ଆମ ଗୋଟେ କାମ କରୁଥିବା ସମୟରେ ସେ ବିଷୟରେ ଚିନ୍ତା କରିବା ଦରକାର । ସବୁ ବିଷୟକୁ ଚିନ୍ତା କରିବା ଦ୍ଵାରା ଏହା ହିନ ହୋଇଥାଏ । କର୍ମ କୁ ବିଶ୍ଵାସ  ରଖି କାମ  କରିବା ଦ୍ଵାରା ଦିନେ ନା ଦିନେ ନିଶ୍ଚୟ ଫଳ ମିଳିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କାମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *