Jyotish Shastra- ଆଉ ମାତ୍ର 1 ଦିନ ପରେ ଏହି 4 ଟି ରାଶିରେ ହେବାକୁ ଯାଉଛି କାଳସର୍ପ ଯୋଗ, ଖୋଲିଯିବ ଭାଗ୍ଯର ତାଲା, ବଦଳିଯିବ ଇତିହାସ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ ରାଶି ମାନଙ୍କର ବିରାଟ ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ଓ ଭଲ ପ୍ରଭାବ ପଡିଥାଏ । ଯାହା ଫଳରେ ବ୍ୟକ୍ତି କଠିନ ପରିଶ୍ରମ କରି ମଧ୍ୟ ସଫଳ ହୋଇପାରେ ନାହି । ଅନ୍ୟ ପକ୍ଷରେ ବ୍ୟକ୍ତି ଖୁବ କମ ପରିଶ୍ରମ କରି ବଡ ସଫଳତା ଲାଭ କରିଥାଏ । ଆଜି ରାତି ଠାରୁ କାଳ ସର୍ପ ଯୋଗ ଆରମ୍ଭ ହେଉଛି ଯାହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି ବୋଲି ଶାସ୍ତ୍ରରେ କୁହା ଯାଇଛି । ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ଦୀର୍ଘ ୫ ବର୍ଷ ପରେ ହେବାକୁ ଥିବା କାଳ ସର୍ପ ଯୋଗ କାରଣରୁ ବହୁତ ବଡ ଖୁଶିର ଖବର ମିଳିପାରେ । ଧନ ଜନିତ ସମସ୍ଯା ଦୂର ହେବ  । ଯଦି ଚାକିରି ନାହି ତେବେ ନୂଆ ଚାକିରି ମିଳିବାର ଯୋଗ ରହିଛି । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ପରିଲକ୍ଷିତ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ଧନୁ ରାଶି : ଏହି ରହସିର ଲୋକ ମାନେ ପୂଜା ପାଠ ପ୍ରତି ଅଧିକ ଧ୍ୟାନ ଦେବେ । ଅଟକି ରହିଥିବା କାମ ପୁରା ହେବ । ସନ୍ତାନ ପ୍ରାପ୍ତି ହୋଇପାରେ । ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ପ୍ରେମ ପ୍ରସଙ୍ଗ ରେ ଆପଣ ନୂଆ ସମ୍ପର୍କ ପ୍ରତିଷ୍ଠା କରିବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ କାଳ ସର୍ପ ଯୋଗ କାରଣରୁ ଆଗାମି ସମୟ ଶୁଭ ରହିବ । ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । କୌଣସି ଦୁଖୀ ବ୍ୟକ୍ତି ଙ୍କୁ ସାହାଜ୍ଯ କରନ୍ତୁ । ଏହି ସମୟରେ ଆପଣଙ୍କ ଠାରେ ଊର୍ଜା ଭରପୁର ପରିମାଣରେ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟ ରେ ଆପଣ ଆଗ୍ରହୀ ହେବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆସୁଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଏହି କାଳ ସର୍ପଯୋଗ କାରଣରୁ ପ୍ରେତକ କାମରେ ଆପଣ ସଫଳ ହେବେ । ଆପଣଙ୍କ ଜୀବନରେ ଯାହା ଦୁଖ କଷ୍ଟ ରହିଛି ତାହା ସମାପ୍ତ ହେବାକୁ ଯାଉଛି । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ଯଦି ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଏହି ସମୟ ଟି ଅତ୍ୟନ୍ତ ଶୁଭ ରହିବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *