Jyotish Shastra- ଆଉ ମାତ୍ର ଦୁଇ ଦିନ ପରେ ଚମକିବ ଏହି 3 ଟି ରାଶିଙ୍କ ଭାଗ୍ୟ, ମିଳିବ ମା’ ଶନିଦେବଙ୍କ କୃପା

ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଥିବେ   ଶନିଦେବଙ୍କୁ ସବୁଠାରୁ ପାପି ଗ୍ରହ ବୋଲି ବିଚାର କରାଯାଇଥାଏ । କାରଣ ଶନିଙ୍କର ପ୍ରଭାବ ଯେଉଁ ରାଶି ମାନଙ୍କ ଉପରେ ପଡ଼ିଥାଏ, ସେମାନଙ୍କର ଖରାପ ଦଶା ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏପରି ସର୍ବଦା ହୋଇ ନଥାଏ । ଶନିଦେବ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଲାଗିଥାଏ । ସେମାନଙ୍କର ଆସିବାକୁ ଥିବା ଖରାପ ସମୟରୁ ମୁକ୍ତି ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନରୁ ଏପରି କିଛି ଶୁଭ ସଂଯୋଗ ଵନୁଅଛି ଯେଉଁଥିପାଇଁ କିଛି ରାଶିମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଅଛି ଏବଂ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଏହି ରାଶି ମାନଙ୍କର ସମସ୍ତ ସମସ୍ୟା ଦୂର ହେବ । ତେବେ ଆସନ୍ତୁ ସେହି ରାଶିମାନଙ୍କ ବିଷୟରେ ବିସ୍ତାର ଭାବେ ଜାଣିବା ।

୧:- ସିଂହ ରାଶି, ଏହି ରାଶିରେ ମହାଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କୁ ଚାକିରି ର ସମ୍ଭାବନା ରହିଅଛି । ତେବେ ଶନିବାର ଦିନ ଆପଣଙ୍କୁ ଶନି ଚାଳିଶା ପାଠ କରିବା ଆବଶ୍ୟକ । ଆପଣଙ୍କୁ କୌଣସି ବି ଏକ ନୂଆ ଯୋଜନା ର ଲାଭ ମିଳିପାରେ । ଆପଣ ନୂଆ ମିତ୍ର ସୃଷ୍ଟି କରିପାରନ୍ତି । ଚାକିରି କ୍ଷେତ୍ରରେ ଉନ୍ନତି ଲାଭ କରିବେ । ସବୁ ପ୍ରୟାସ ଆପଣଙ୍କର ସଫଳ ହେବ ।

୨:- ଧନୁ ରାଶି, ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ପୂର୍ଣ୍ଣ ରୂପରେ ମିଳିବ । ଅଳ୍ପ ପରିଶ୍ରମରେ ଭାଗ୍ୟର ସହଯୋଗ କାରଣରୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ବ୍ୟାପାର କ୍ଷେତ୍ରରେ ଚିନ୍ତା କରି ନିବେଶ କରନ୍ତୁ । ବ୍ୟବସାୟରେ ଅଧିକ ରୁ ଅଧିକ ଲାଭ ମିଳିବ । ସମ୍ପର୍କ ଭିତରେ ଚାଲୁଥିବା ବିବାଦ ଦୂର ହେବ । ବୈବାହିକ ଜୀବନ ସୁଖମୟ ରହିବ । କୋର୍ଟ କଚେରୀ ମାମଲାରେ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିପାରେ । ବିଦ୍ୟାର୍ଥୀ ମାନେ ପାଠପଢ଼ାରେ ମନ ଲଗାଇବେ ।

୩:- କୁମ୍ଭ ରାଶି, ଶନିଦେବଙ୍କ କୃପା କାରଣରୁ ଆପଣଙ୍କ ସବୁ ମନ ସ୍କମନା ପୂରଣ ହେବ । ଆର୍ଥିକ ସ୍ଥିଥି ପୂର୍ବ ଅପେକ୍ଷା ମଜବୁତ୍ ହେବ । ଅଚାନକ ଧନ ଲାଭର ସଂଯୋଗ ମଧ୍ୟ ଵନୁଅଛି । ମା ଲକ୍ଷ୍ମୀଙ୍କ କୃପା କାରଣ ରୁ ଧନ ସମସ୍ୟା ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପାରିବାରିକ ସୁଖ ମିଳିବ । ଶନିଦେବଙ୍କ କୃପା କାରଣରୁ ଆପଣଙ୍କ ଅଟକି ରହିଥିବା ଧନ ପ୍ରାପ୍ତ କରିବେ । ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *