Motivational Speech; – ଆପଣଙ୍କ ମନ ଚିନ୍ତାରେ ଭରି ଯାଇଛି, ବହୁ ଦୁଃଖିତ ଅଛନ୍ତି ! ଥରେ ଏହି କାମ କରି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ , ଏହି ସଂସାରରେ ସମସ୍ତଙ୍କର ଦୁଃଖ କଷ୍ଟ ରହିଥାଏ । ଧନୀ ଦରିଦ୍ର ଉଭୟଙ୍କ ମଧ୍ୟରେ ପାର୍ଥକ୍ଯ କିଛି ନଥାଏ ଉଭୟ କୁ ତାଙ୍କ ଜୀବନରେ ଖରାପ ସମୟ କୁ ଭୋଗିବାକୁ ପଡିଥାଏ । ମଣିଷ ଏହି ପୃଥିବୀ ରେ ଜନ୍ମ ନେଇଥିବା ସମୟ ଠାରୁ ତା ଜୀବନରେ ସୁଖ ଏବଂ ଦୁଃଖ ଦୁତୀ ବିଷୟ କୁ ସେ ତାର ଜୀବନର ଶେଷ ଯାଏ ନେଇକି ଯାଏ । ତେଣୁ କୁହାଯାଏ ଯେ ସମସ୍ତେ ଆମ ଛାଡି ଯାଇପାର ନ୍ତି । କିନ୍ତୁ ଦୁଃଖ ଏବଂ ସୁଖ ସର୍ବଦା ଆମ  ସହିତ ରହିଥାନ୍ତି ।

ମାତ୍ର ଅନେକ ଲୋକ ଏହାକୁ ଆପନାଇ ପାରନ୍ତି ନାହିଁ। କାରଣ ସେମାନେ ଏହାକୁ ଚିନ୍ତା ର ବିଷୟ ଭାବି ଅନେକ ସମୟ ଦିନ କୁ ଭାବିରେ ବାହାର କରି ନିଅନ୍ତି । ଗରିବ ମଣିଷ ଭାବେ ଯେ ଯଦି ସେ ଧନୀ ହୋଇନଥାନ୍ତା , ତେବେ ତାହାର ଜୀବନରେ ଦୁଃଖ ନଥାନ୍ତା । ଅପର ପକ୍ଷରେ ଧନୀ ଭାବେ ମୁଁ ଏତେ ଧନ ଲାଭ କରିକି ମଧ୍ୟ ସୁଖ ରେ ରହିପାରୁନି । କିନ୍ତୁ ମୁ ଆଜି ଆପଣ ଏକ ସୁନ୍ଦର କାହାଣୀ ମାଧ୍ୟମରେ କହିବାକୁ ଚାହେ ଯେ ଦୁଃଖ ଥିବା ସମୟରେ କଣ କରିବେ । ଥରେ ଗୋଟିଏ ଗା ‘; ରେ ଜଣେ କୃଷକ ରହୁଥିଲା

ସେ ତାହାର ଚାଷ କୁ ନେଇ ବହୁତ ଚିନ୍ତିତ ଏବଂ ଦୁଃଖ ରେ ରହୁଥିଲା । ଥରେ ସେ ଶୁଣିଲା କି ଗା ‘ ର ଉଚ୍ଚ ପାହାଡ ରେ  ବୁଦ୍ଧଦେବ ଆସିଛନ୍ତି ଏବଂ ତାଙ୍କ  ପାଖ କୁ ଯିଏ ବି ଯାଉଛନ୍ତି ଦୁଃଖ ରେ ଯାଇଥିବ  ବ୍ୟକ୍ତି ଖୁସି ଆନନ୍ଦରେ ଫେରୁଛି । ତେଣୁ ଏହି କୃଷକ ଜଣକ ଭାବିଲେ  ମୁଁ ମଧ୍ୟ ମୋର ଚାଷ ସମସ୍ୟା କୁ ନେଇ ବୁଦ୍ଧଦେବଙ୍କ ପାଖ କୁ ଯିବି । କୃଷକ ଯାଇ ବୁଦ୍ଧଦେବବ୍କୁ ନିଜର ଚାଷ ଏହି ବର୍ଷ ମଧ୍ୟ ହେଇନି ଏବଂ ତାହାର ସ୍ତ୍ରୀ ତାଙ୍କୁ ସବୁ ବେଳେ କିଛି ବିଷୟ କୁ ନେଇ ଝଗଡା କରେ ଓ ଛୁଆମାନେ ମଧ୍ୟ ତାହାର କଥା କୁ ମାନୁନାହାନ୍ତି ।

ଏଭଳି ସେ ଦଶ ଟି  ସମସ୍ୟା କହିଲା , ଏହି ସବୁ ବିଷୟ କୁ ଶୁଣି ବୁଦ୍ଧଦେବ କହିଲେ ମୁଁ ତୁମର ଏହି ସମସ୍ୟା କୋଣସି ସମାଧାନ କରିପାରିବି ନାହିଁ । କିଛି ସମୟ ପରେ ବୁଦ୍ଧଦେବ କୃଷକକୁ କହିଲେ ମତେ ଶୋଷ ଲାଗୁଛି ଯାଇକି ପାଣି ନେଇକି ଆସ , ଯେବେ କୃଷକ ଗଲା ଦେଖିଲା ବର୍ଷ ଯୋଗୁ ଗୋଳିଆ ପାଣି ଗୋଡି ମିଶିକି ଅଛି ପିଇବା ଉପଯୋଗୀ ନୁହେଁ । ଆଉ କିଛି ସମୟ  ପରେ ବୁଦ୍ଧଦେବ ଆଉ ଥରେ କହିଲେ ଯାଅ ପାଣି ଆଣ ମତେ ଶୋଷ ହେଉଛି ।

ଏହି ଥର କ ଯେବେ କୃଷକ ଟି ଗଲା ଦେଖିଲା  ପାଣି ରେ ଥିବା ଗୋଡି ତଳକୁ ପଳେଇଛି ଏବଂ ଭଲ ପାଣି ଉପର୍କୁ ଆସିଛି  ସେ ପାଣି ଦେଲେ । ପାଣି ପିଇ ବୁଦ୍ଧଦେବ କହିଲେ ମୁଁ ତୁମର ଦଶ ସମସ୍ୟା ର ସମାଧାନ କରିପାରିବି ନାହିଁ । କିନ୍ତୁ ଏଗାର ସମସ୍ୟା ର ସମାଧାନ କରିବି ସେ କହିଲେ ଦେଖ ପ୍ରଥମ ଥର ଯାଇଥିଲା ବର୍ଷ ପାଇଁ ପାଣି ଥିବା ଗୋଡି ମାଟି ମିଶି ଥିବାକୁ ଆମେ ପାଣି କୁ ପିଇପାରିଲୁ ନାହିଁ ।

କିନ୍ତୁ ଯେବେ କିଛି ସମୟ ବସି ଯାଇ ପୁଣି ଥରେ ଗାଲୁ ତେବେ ପାଣି ରେ ଥିବା ସେହି ଗୋଡି ତଳୁ ପଳାଇ ଭଲ ପାଣି ପାଇଲୁ । ଠିକ ସେହି କଷ୍ଟ ଖରାପ ସମୟ ରେ ଶାନ୍ତ ହୋଇ ଚିନ୍ତା କଋବ ଦ୍ଵାରା ସମସ୍ୟା ମଧ୍ୟ ସମାଧାନ ହୋଇଥାଏ । ଅଧିକ ଚିନ୍ତା ଣ କରି ଶାନ୍ତ ହେବା ଉଚିତ୍ , ଏଭଲି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *