Jyotish Shastra- ବନୁଛି ମହାସଂଯୋଗ ! ଶନିଦେବଙ୍କ କୃପାରୁ ଆଜି ଠାରୁ 3 ଟି ରାଶି ହେବେ ଧନବାନ, ମିଳିବ ଖୁସି ହିଁ ଖୁସି

ନମସ୍କାର ବନ୍ଧୁଗଣ ।  ସୂର୍ଯ୍ୟ ଦେବଙ୍କ ପୁତ୍ର ନ୍ୟାୟର ଦେବତା ହେଉଛନ୍ତି ଶନିଦେବ।  ଭଗବାନ ଶନିଦେବତା  ଧର୍ମ ମାର୍ଗରେ ଚାଲୁଥିବା ଲୋକଙ୍କର ଉପରେ ସବୁବେଳେ ପ୍ରସନ୍ନ ହୋଇ ରହିଥାନ୍ତି ଏବଂ କୁକର୍ମ କରୁଥିବା ଲୋକଙ୍କୁ ଦଣ୍ଡ ଦେଇଥାନ୍ତି । ଭଗବାନ ଶନିଦେବ କିଛି ବିଶେଷ ରାଶି ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି । ଯେଉଁ କାରଣରୁ ସେମାନଙ୍କର ଭାଗ୍ୟ ଏବେ ଚମକିବା ପାଇଁ ଯାଉଅଛି ।ଶନିଦେବଙ୍କ ଆଶ୍ରୀବାଦ ଏହି ୩ଟି ରାଶି ଉପରେ ବର୍ତ୍ତମାନ ବହୁତ ଅଧିକ ଅଛି । 

ସିଂହ ରାଶି ;- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଏବେ ଭଲ ଦିନ ଆସିଯାଇଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ପରିବାରର ପୂର୍ଣ୍ଣ ସହୋଯୋଗ ଆପଣଙ୍କ ସାଥିରେ ରହିବ । ନୂତନ ମିତ୍ର ବନାଇବେ । ଅଟକି ରହିଥିବା କିଛି ଜରୁରୀ କାର୍ଯ୍ୟ ପୁରା ହେବାର ଶୁଭ ସମୟ ଆସିଯାଇଛି । ଏହି ରାଶିର ଲୋକ ମାନଙ୍କ ଭିତରେ ଏକ ଅଲଗା ପ୍ରକାରର ଆତ୍ମବଳ ଦେଖିବାକୁ ମିଳିବ । ନୂଆ ଘର ଓ ଗାଡି ମଧ୍ୟ କିଣିପାରନ୍ତି । ଧନ ପ୍ରାପ୍ତିର ନୂଆ ନୂଆ ମାର୍ଗ ମିଳିବ । 

କୁମ୍ଭ ରାଶି ;-  ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ରହିବ । ନୂଆ ଚାକିରି କରିବାର ସମ୍ଭାବନା ଅଛି । ଝଗଡା ଓ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ସନ୍ତାନ ପ୍ରାପ୍ତି ହେବାର ଶୁଭ ସମ୍ବାଦ ଶୁଣିବେ । ପରିବାରକୁ ସାଥିରେ ନେଇ କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଯାଇପାରନ୍ତି । ଯେଉଁ ମାନେ ଚାକିରି କ୍ଷେତ୍ରରେ ଅଛନ୍ତି ।

ସେମାନଙ୍କର ଚାକିରିରେ ପଦ୍ବୋନ୍ନତି ହେବ କିମ୍ବା ଦରମା ବଢିବ । ଅଚାନକ ଭାବେ ଧନ ଲାଭର ସୁଯୋଗ ପ୍ରାପ୍ତ କରିବେ । ନିଜର ସମସ୍ତ କାର୍ଯ୍ୟକୁ ପ୍ରଭୁ ଶନିଦେବତାଙ୍କ କୃପାରୁ  ସୂଚାରୁ ରୂପରେ ସମ୍ପର୍ଣ୍ଣ କରିବେ । 

ଧନୁ ରାଶି ;- ଘର ପରିବାରରେ ଥିବା କଳହ ଦୂର ହୋଇଯିବ । ବ୍ୟବସାୟ ତଥା ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଧନ ଧାନ୍ୟରେ ଘର ପୁରୀ ଉଠିବ । କୋଣସି ଭୁଲ ବୁଝାମଣା ଆପଣଙ୍କର ଦୂର ହେବ । ସନ୍ତାନ ଜନ୍ମ ପାଇଁ ଏହା ଶୁଭ ସମୟ ଅଟେ । ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ ।  ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ ।

ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ । ପ୍ରେମ କରୁଥିବା ଲୋକମାନଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ ହେବ । ବାହାଘର ପାଇଁ ଭଲ ଭଲ ପ୍ରସ୍ତାବ ଆସିପାରେ।  ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ ଦୁଖ, କଷ୍ଟ ଦୂର ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜ୍କୁ ଲାଇକ୍ କରିବା ସହ ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *