Jyotish Shastra- ନିଜ ଜନ୍ମ ତାରିଖ ରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ବିବାହକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି । ସମସ୍ତ ମଣିଷ ଏହା ଜାଣିବା ପାଇଁ ଇଛା କରିଥାନ୍ତି ଯେ, ସେମାନଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ।

କିନ୍ତୁ ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମଣିଷର ଜନ୍ମ ତାରିଖକୁ ଆଧାର କରିଲେ ତାର ବିବାହ ସମ୍ବନ୍ଧିତ ବହୁତ ତଥ୍ୟ ବିଷୟରେ ଜାଣିହେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଜନ୍ମ ତାରିଖକୁ ନେଇ ମଣିଷଙ୍କର ବିବାହ ସମ୍ବନ୍ଧରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମୂଲ୍ୟାଙ୍କ ୧- ବନ୍ଧୁଗଣ ଯେଉଁ ଲୋକମାନଙ୍କର ଜନ୍ମ ୧,୧୦,୧୯, କିମ୍ବା ୨୮ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ୧ ହୋଇଥାଏ । ଏହି ଲୋକମାନେ ବହୁତ ଲାଜୁଆ ପ୍ରକୃତିର ହୋଇଥାନ୍ତି । ଏମାନେ କେବେହେଲେ ନିଜ ପ୍ରେମ ସମ୍ବନ୍ଧରେ ଝଗଡା କରିନଥାନ୍ତି । ଏମାନେ ପ୍ରେମ କରିଥାନ୍ତି ହେଲେ ଏମାନଙ୍କର ଲଭ ମ୍ୟାରେଜ ହୋଇଥାଏ ।

ମୂଲ୍ୟାଙ୍କ ୨- ବନ୍ଧୁଗଣ ଯେଉଁ ମାନଙ୍କର ଜନ୍ମ ୨,୧୧,୨୦ ଏବଂ ୨୯ ତାରିଖରେ ହୋଇଥାଏ ଏମାନକ ମୂଲ୍ୟାଙ୍କ ୨ ହୋଇଥାଏ । ଏହି ଲୋକମାନେ ଲଭ ମ୍ୟାରେଜ କରିଥାନ୍ତି ।

ମୂଲ୍ୟାଙ୍କ ୩- ଯେଉଁ ଲୋକ ମାନଙ୍କର ଜନ୍ମ ୩,୧୨,୨୧ ଓ ୩୦ ତାରିଖରେ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୩ ହୋଇଥାଏ । ଏହି ଲୋକମାନେ ଲଭ ମ୍ୟାରେଜ କରି ନିଜ ଜୀବନରେ ସଫଳତା ପାଇଥାନ୍ତି ।

ମୂଲ୍ୟାଙ୍କ ୪- ଯେଉଁ ଲୋକମାନଙ୍କର ଜନ୍ମ ୪,୧୩,୨୨ ଓ ୩୧ ତାରିଖରେ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୪ ହୋଇଥାଏ । ଏହି ଲୋକମାନେ ନିଜ ଜୀବନରେ ପ୍ରେମ ତ କରିଥାନ୍ତି ହେଲେ ପ୍ରେମରେ ସଫଳ ହୋଇନଥାନ୍ତି । ସେଥିପାଇଁ ଏମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।

ମୂଲ୍ୟାଙ୍କ ୫ – ଯେଉଁ ଲୋକମାନଙ୍କର ଜନ୍ମ ୫.୧୪ ଓ ୨୩ ତାରିଖରେ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୫ ହୋଇଥାଏ । ଏହି ଲୋକମାନେ ପାରମ୍ପରିକ ଭାବରେ ନିଜର ଜୀବନ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ସେଥିପାଇଁ ଏମାନେ ଆରେଞ୍ଜ ମ୍ୟାରେଜ ଉପରେ ବିଶ୍ବାସ ରଖିଥାନ୍ତି ।

ମୂଲ୍ୟାଙ୍କ ୬- ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ଜନ୍ମ ୬,୧୫ ଓ ୧୪ ତାରିଖରେ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୬ ହୋଇଥାଏ । ଏହି ଲୋକ ମାନେ ପ୍ରେମ ବିବାହ କରିବା ପାଇଁ ଇଛା କରିଥାନ୍ତି । ତେଣୁ ଏମାନଙ୍କ ପ୍ରେମ ବିବାହ ହୋଇଥାଏ ।

ମୂଲ୍ୟାଙ୍କ ୭- ଯେଉଁ ଲୋକ ମାନଙ୍କର ଜନ୍ମ ୭,୧୬ ଓ ୨୫ ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ ୭ ଅଟେ । ଏହି ଲୋକ ମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।

ମୂଲ୍ୟାଙ୍କ ୮- ଯେଉଁ ଲୋକ ମାନଙ୍କର ଜନ୍ମ ୮,୧୭ ଓ ୨୬ ତାରିଖରେ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ ୮ ହୋଇଥାଏ । ଏହି ଲୋକ ମାନେ ଲଭ ମାମଲାରେ ବହୁତ ଦୁର୍ବଳ ଅଟନ୍ତି ହେଲେ ଏମାନେ ଯାହାକୁ ଲଭ କରନ୍ତି ଆଜୀବନ ସେହି ଲୋକ ସହ ରହିଥାନ୍ତି ।

ମୂଲ୍ୟାଙ୍କ ୯- ଯେଉଁ ଲୋକ ମାନଙ୍କ ଜନ୍ମ ୯,୧୬ ଓ ୨୭ ତାରିଖରେ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୯ ହୋଇଥାଏ । ଏହି ଲୋକ ମାନେ ଆରେଞ୍ଜ ମ୍ୟାରେଜ କରିବା ପାଇଁ ଇଛା କରିଥାନ୍ତି । ତେଣୁ ଏମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *