ସକାଳୁ ଉଠି ଏହି 1 କାମ କରିବା ଦ୍ଵାରା କେବେ ଆସେ ନାହିଁ ଦରିଦ୍ରତା, କରଜ ରୁ ମିଳେ ମୁକ୍ତି, କାଙ୍ଗାଳ ବି ହୁଏ ମାଲାମାଲ- Vastu Shastra

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏହା ମାନ୍ୟତା ଅଛି ଯେ ମଣିଷ ଶରୀର ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇଥାଏ ।

ହେଲେ ବର୍ତ୍ତମାନର ଦୁନିଆରେ ମଣିଷ ବହୁତ କମ ବୟସରେ ଅସୁସ୍ଥ ହୋଇଯାଉଛି ଯାହା ଦ୍ଵାରା ସେ ନିଜ କର୍ତ୍ତବ୍ୟ ଇ ଧର୍ମର ପାଳନ କରିପାରୁ ନାହିଁ ।

କିନ୍ତୁ ଯଦି ବନ୍ଧୁଗଣ ମଣିଷ ଶରୀର ସୁସ୍ଥ ରହିବ ତା ହେଲେ ସେ ସମସ୍ତ କାମ କରିବା ପାଇଁ ସକ୍ଷମ ରହିବ । ତେଣୁ ଆମ ଶାସ୍ତ୍ରରେ ଏକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଖାଳ ସମୟରେ ଉଠିବା ପାଇଁ କୁହାଯାଇଛି । ସାଧାରଣତଃ ଆମ ଦିନର ଆରମ୍ଭ ଯଦି ଭଲ ହେବ ତା ହେଲେ ଆମର ସଂପୂର୍ଣ୍ଣ ଦିନ ଭଲ ରହିବ ।

ତେଣୁ ବନ୍ଧୁଗଣ ଆମ ଶାସ୍ତ୍ରରେ ଏପରି କିଛି କାମ ବିଷୟରେ କୁହାଯାଇଛି ଯାହାକୁ ଆମେ ସଖାଳ ସମୟରେ ଉଠି କରିବା ଉଚିତ । ଏହାଦ୍ବାରା ଆମ ଜୀବନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସମସ୍ତ କାମ ସଖାଳ ସମୟରେ କରିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କାମ ବିଷୟରେ ।

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କୁ ବ୍ରମ୍ହମୁହୂର୍ତ୍ତରେ ଉଠିବା ନିହାତି ଆବଶ୍ୟକ । ଏହି ସମୟରେ ଉଠିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବ । ଯଦି ଆପଣ ବ୍ରମ୍ହମୁହୂର୍ତ୍ତରେ ଉଠି ପାରିବେ ନାହିଁ ତା ହେଲେ ଆପଣଙ୍କ ଦ୍ଵାରା ଯେତେ ଶୀଘ୍ର ସମ୍ଭବ ହେବ ସେହି ସମୟରେ ଉଠି ଯାନ୍ତୁ ଓ ନିଜର ଦୁଇ ହାତ ପାପୁଲିକୁ ମିଶାଇ ତାହାର ଦର୍ଶନ କରନ୍ତୁ ।

ଦୁଇ ପାପୁଲିକୁ ଦର୍ଶନ କରି ଏହି ମନ୍ତ୍ରର ଜପ କରନ୍ତୁ, ‘କାରୋଗ୍ରେ ବସତେ ଲକ୍ଷ୍ମୀ କରମଧ୍ୱେ ସରସ୍ଵତୀ । କରେମୁଲେ ତୁ ଗୋବିନ୍ଦହ ପ୍ରଭାତେ କରଦର୍ଶନମ’ । ବନ୍ଧୁଗଣ ଏହି ମନ୍ତ୍ରକୁ ପ୍ରତ୍ୟକ ଦିନ ସଖାଳ ସମୟରେ ଉଠି ନିଜ ପାପୁଲିକୁ ଦେଖି ଜପ କରିଲେ ଆମ ପାଖରେ ମା ଲକ୍ଷ୍ମୀ, ମା ସରସ୍ଵତୀ ଓ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ରହିବ । ଯଦି ବନ୍ଧୁଗଣ ଆପଣ ଏହି ମନ୍ତ୍ରର ଜପ କରିପାରୁ ନାହାନ୍ତି ତା ହେଲେ ଆପଣ ସଖାଳ ସମୟରେ ଶୀଘ୍ର ଉଠି ନିଜର ଦୁଇ ହାତ ପାପୁଲିର ଦର୍ଶନ କରି ଆପଣ ନିଜର ଇଷ୍ଟଦେବତାଙ୍କୁ ସ୍ମରଣ କରନ୍ତୁ । ବନ୍ଧୁଗଣ ଏହି କାମ କରିବା ଦ୍ଵାରା ମଣିଷ ଜୀବନରେ ଥିବା ସମସ୍ତ ଦୁଃଖ, କଷ୍ଟ ଓ ସମସ୍ଯା ଦୂର ହୋଇଯିବ ।

ଏହି କାମ କରିବା ପରେ ଆପଣ ଅନ୍ୟ କୌଣସି ଅଯଥା କାମରେ ସମୟ ନଷ୍ଟ ନକରି ନିଜର ନିତ୍ୟକର୍ମ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ସଖାଳ ସମୟରେ ଶୀଘ୍ର ଉଠିବା ପରେ ଆପଣ ମାନେ ସ୍ନାନ ନିଶ୍ଚୟ କରନ୍ତୁ ଓ ସ୍ନାନ କରିବା ପରେ ଆପଣ ମାନେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ ନିହାତି କରନ୍ତୁ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ତାଙ୍କର ସ୍ମରଣ କରିଲେ ଜୀବନରେ ଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ ଓ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *