ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ । ବାଛନ୍ତୁ ଯେ ୩ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କ ପାଇଁ ପଜେଟିଭ ଭାବୁଥିଲେ । କିନ୍ତୁ ଏବେ ଆପଣଙ୍କ ପ୍ରତି ତାଙ୍କର ବ୍ୟବହାର ବଦଳି ଯାଇଛି । ଏବେ ସେ ଆପଣଙ୍କୁ ନେଇ ନେଗେଟିଭ ଭାବୁଛନ୍ତି । କିନ୍ତୁ ଚିନ୍ତା କରନ୍ତୁ ଏହି ଏନର୍ଜି ବହୁତ ଜଲ୍ଦି ଦୂର ହୋଇଯିବ । ସେ ଆପଣଙ୍କ ଉପରେ ଜମା ବି ରାଗି ନାହାନ୍ତି । କିନ୍ତୁ ତାଙ୍କୁ ଲାଗୁଛି ଆପଣ ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି ଆପଣ ତାଙ୍କ କଥା ଶୁଣୁ ନାହାନ୍ତି । ଆପଣ ବହୁତ ଗର୍ବୀ ଏମିତି ସେ ଭାବୁଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଏମିତି ଛବି ଅଛି କି ଆପଣଙ୍କୁ ନିଜକୁ ନେଇ ବହୁତ ଗର୍ବ ରହିଛି ।
୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ସହ କଥା ବେଳେ ବହୁତ ଏଞ୍ଜୋଏ କରିଥାନ୍ତି । ଆପଣ ଦୁହେଁ ପରସ୍ପର ସହ କନେକ୍ଟ ଅଛନ୍ତି । ଯଦି ଆପଣ ରିଲେସନରେ ଅଛନ୍ତି ବା ମ୍ୟାରେଜ କରିଛନ୍ତି କିନ୍ତୁ ତୃତୀୟ ବ୍ୟକ୍ତି ଆପଣଙ୍କ ଭିତରେ ଆସୁଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଧୋକା ଦେଉଛନ୍ତି ।
ଆପଣ ଦୁହିଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ଆସୁଛି ଯାହାଙ୍କ ସହ ଆପଣ ଅଧିକ ସମ୍ପର୍କ ରଖୁଛନ୍ତି । ସେହି ତୃତୀୟ ବ୍ୟକ୍ତି ଆପଣଙ୍କ ପରିବାରୁ କେହି ବା ବନ୍ଧୁ ବା ଅନ୍ୟ କେହି ହୋଇ ପାରନ୍ତି । ଏହି କାରଣ ପାଇଁ ଆପଣଙ୍କ ଭିତରେ ବହୁତ ଗର୍ବ ଆସୁଛି । ଏଥିପାଇଁ ଆପଣ ନିଜକୁ ଲକି ଭାବୁଛନ୍ତି । ଆପଣ ନିଜ ଭିତରେ ଖୁସି ରହୁଛନ୍ତି । ଆପଣ ନିଜକୁ ନିଜେ ସମୟ ବିତାଉଛନ୍ତି ।
୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏମିତି ଭାବୁଛନ୍ତି କି ଆପଣ ବହୁତ ଚିନ୍ତାରେ ରହୁଛନ୍ତି । ଆପଣ ବାଲାନ୍ସ ରଖୁଛନ୍ତି ତଥାପି ଚିନ୍ତାରେ ରହୁଛନ୍ତି । ଆପଣ ସବୁବେଳେ କନ୍ଫ୍ୟୁଜ ରହୁଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ଏତେ ଟେନସନ ନେଉଛନ୍ତି ଯାହା ଦରକାର ଠାରୁ ଅଧିକା ହେଉଛି ।
ଆପଣ ଠିକ ନିସ୍ପତି ନେଇପାରୁ ନାହାନ୍ତି । ଆପଣ ସମସ୍ତଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତାହା ସମ୍ଭବ ନୁହେଁ । ଆପଣ ନିଜ କଥାକୁ ପରିବର୍ତ୍ତନ କରୁଛନ୍ତି । ସେ ଭାବୁଛନ୍ତି ଆପଣଙ୍କୁ ଜୀବନରେ ଯଦି ସବୁ କିଛି ମିଳିଯାଏ ତେବେ ବି ଆପଣ ଚିନ୍ତାରେ ରହିବେ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।