କେଉଁ ତେଲ ମୁଣ୍ଡରେ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ସୁଖ ଦୁଃଖ କିମ୍ବା ସୁବିଧା ଓ ଅସୁବିଧା ତ ଲାଗିରହିଥାଏ । ଏହାକୁ ଦୂର କରିବାକୁ ବ୍ୟକ୍ତିକୁ ବାସ୍ତୁ ଜଡିତ ଉପାୟକୁ କରିବା ଦରକାର ପଡିଥାଏ । ତେବେ ଚାଲନ୍ତୁ ସେହି କିଛି ଉତ୍ତମ ନୀତି ନିୟମ ବିଷୟରେ ଜାଣିବା । ଶୋଇବା ଘରେ ଝାଡୁ ରଖିବା ଅନୁଚିତ । ଏପରି ରଖିବା ଦ୍ଵାରା ଘରେ ବହୁତ ସମୟରେ କଳି ଝଗଡା ଦେଖାଯାଇଥାଏ । ଏହା ଅଶାନ୍ତି ଲାଗିରହିଥାଏ ।

ଘରେ ବହୁତ ପୁରୁଣା ଝାଡୁକୁ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ଅର୍ଥର ଅଭାବ ରହିଥାଏ । ଘରେ ଯଦି ଅଭାବ ଓ ଅସୁବିଧା ଲାଗି ରହୁଥାଏ । ତେବେ ମନ୍ଦିରରେ ନୂତନ ଝାଡୁ ଦାନ କରିବା ଦ୍ଵାରା ଘର ପାଇଁ ଶୁଭ ହୋଇଥାଏ । ଝାଡୁ ଦ୍ଵାରା କୌଣସି ପଶୁ ଓ ପକ୍ଷୀଙ୍କୁ ଆଘାତ ଦେବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅଶୁଭ ହୋଇଥାଏ ।

ସ୍ଵପ୍ନରେ ଝାଡୁ ଦେଖିବା ଅଶୁଭ ବିଚାର କରାଯାଇଥାଏ । ଏହା ଧନହାନୀ ହେବାର ସଂକେତ କରିଥାଏ । ଯଦି ଘରେ କୌଣସି କାର୍ଯ୍ୟ ଠିକ ଭାବରେ ହୋଇପାରୁନଥାଏ । ତେବେ ଶୋଇବା ସମୟରେ ତକିଆ ତଳେ ଗୁଜୁରାତି ରଖି ସେହି ଗୁଜୁରାତିକୁ ନେଇ ବାହାର ଲୋକଙ୍କୁ ଖାଇବାକୁ ଦେବା ଦ୍ଵାରା ଅଟକି ରହିଥିବା କାର୍ଯ୍ୟ ଗୁଡିକ ପୂରଣ ହୋଇଥାଏ ।

ଯଦି ସୁନ୍ଦର ବର କିମ୍ବା କନ୍ୟାକୁ ବିବାହ କରିବାକୁ ଇଛୁକ ରହିଥାନ୍ତି । ତେବେ ଗୁରୁବାର ଦିନ ହଳଦିଆ କପଡାରେ କିଛି ଗୁଜୁରାତି ବାନ୍ଧି କୌଣସି ମନ୍ଦିର ପାଖରେ ରଖିବା ଦ୍ଵାରା ବିବାହ ମନସ୍କାମନା ପୂରଣ ହୋଇଥାଏ । ପିଲାଙ୍କ ପାଠ ପଢାରେ ମନ ଲାଗୁନଥିଲେ । କ୍ଷୀରରେ ଗୁଜୁରାତି ପକାଇ ସେବନ କରିବା ଦ୍ଵାରା ପିଲାର ପାଠ ପ୍ରତି ଆଗ୍ରହ ବଢିଥାଏ ।

ଯଦି ସବୁବେଳେ ଦାମ୍ପତ୍ୟ ଜୀବନରେ କଳହ ଲାଗିରହୁଥାଏ । ତେବେ ଶୁକ୍ରବାର ଦିନ ଦେହରେ ଗୁଜୁରାତି ଛୁଆଇଂତାପର ଦିନ  ନିଜ ବିବାହିତ ପାର୍ଟନରଙ୍କୁ ଚାହାରେ ପକାଇ ସେବନ କରିବା ଦ୍ଵାରା ସମ୍ପର୍କରେ ମଧୁରତା ଆସିଥାଏ । ଟଙ୍କା ରଖୁଥିବା ପର୍ସରେ ରୁଦ୍ରାକ୍ଷ ରଖିବା ଦ୍ଵାରା ଟଙ୍କା ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ।

ଯେଉଁ ମାନଙ୍କର ବିବାହ ହେବାରେ ଅସୁବିଧା ଉପୁଜୁଥାଏ । ସେମାନେ ଶୁକ୍ରବାର ଦିନ ପ୍ରବାହିତ ଜଳରେ ଗୁଜୁରାତି ସହିତ କିଛି ମିଠା ଜାତୀୟ ଖାଦ୍ୟ ଜଳରେ ବସାଇ ଲେ । ବିବାହ ଇଛା ପୂରଣ ହୋଇଥାଏ । ପର୍ସରେ ଗୋମତୀ ଚକ୍ର ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ଶନିବାର ଦିନ ସୋରିଷ ତେଲ ମୁଣ୍ଡରେ ଲଗାଇବା ଦ୍ଵାରା ବିଭିନ୍ନ ସମସ୍ଯା ଦୂର ହୋଇବା ସହିତ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *