ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ଏଲୋବେରା ଫୁଲ, ଯାହାର ଚମତ୍କାର ଜାଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଲୋଭେରା ଗଛକୁ ସବୁ ଲୋକ ପ୍ରାୟତଃ ଜାଣିଥାନ୍ତି । ଏହି ଗଛ ବହୁତ ଲୋକଙ୍କର ବାଡି ବଗିଚାରେ ଦେଖିବାକୁ ମିଳିଥାଏ । ପ୍ରତ୍ଯେକଟି ଗଛର ନିଜ ଭିତରେ ସ୍ଵତନ୍ତ୍ର ଏକ ମହତ୍ଵ ରହିଥାଏ । ଏହା ସହିତ ଏହାର ଔଷଧୀୟ ଗୁଣ ରହିବା ସହିତ ଏହାର କିଛି ଅଲୌକିକ ଶକ୍ତି ରହିଥାଏ । ଆଲୋଭେରାର ପତ୍ରରେ ଅନେକ ପ୍ରକାର ଔଷଧୀୟ ତତ୍ଵ ରହିଥାଏ ।

ଏହା ସମସ୍ତଙ୍କୁ ନିହାତି ଭାବରେ ଅଳ୍ପ ବହୁତ ଜଣାଥାଏ । ଏହା ସତ୍ବେ ମଧ୍ୟ ଆଲୋଭେରା ଗଛରେ ଫୁଲ ଫୁଟିଥାଏ । ଏହା ବହୁତ ଲୋକଙ୍କୁ ଗୋଚର ନଥାଏ । କାରଣ ଏହି ଆଲୋଭେରା ଗଛକୁ ସଙ୍ଗେ ସଙ୍ଗେ ଲଗାଇବା ପରେ ଏହି ଗଛରେ ଫୁଲ ଧରିନଥାଏ । ତେଣୁ ବହୁତ ଲୋକ ଏହି ଗଛର ଫୁଲକୁ ଦେଖିପାରିନଥାନ୍ତି ।

ଆଲୋଭେରା ଗଛ ଲଗାଇବାବାର ୩ ରୁ ୪ ବର୍ଷ ପରେ ଆଲୋଭେରା ଗଛରେ ଫୁଲ ଧରିଥାଏ । ବହୁତ ଲୋକଙ୍କର ଏତେ ବର୍ଷ ଆଲୋଭେରା ଗଛ ରହି ମଧ୍ୟ ଗଛରେ ଫୁଲ ଧରିନଥାଏ । କଥାରେ ଅଛି ଯେଉଁ ମାନେ ଭାଗ୍ୟବାନ ଲୋକ ହୋଇଥାନ୍ତି । ସେମାନଙ୍କ ଆଲୋଭେରା ଗଛରେ ଫୁଲ ଧରିଥାଏ।  ଯେତେବେଳେ ଏହି ଗଛରେ ଫୁଲ ଧରିଥାଏ ।

ସେତେବେଳେ ଜମାରୁ ଏହି ଫୁଲକୁ ଛିଡାଇ ଫୋପାଡିବା ଉଚିତ ନୁହେଁ । କାରଣ ଏହି ଫୁଲର ବିଶେଷ କିଛି ମହତ୍ଵ ରହିଥାଏ । ଯେଉଁ ମାନଙ୍କର ଧନକୁ ନେଇ ସମସ୍ଯା ରହୁଥାଏ । ସେମାନେ ଯଦି ଆଲୋଭେରା ଗଛର ଫୁଲକୁ ଆଣି ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରିଥାନ୍ତି । ଏହା ସହିତ ନିଜର ମନବାଞ୍ଛା ମା’ କୁ ଜଣାଇଥାନ୍ତି ।

ସେମାନଙ୍କର ବହୁତ ଶୀଘ୍ର ମା’ ମନସ୍କାମନା ପୂରଣ କରିଥାନ୍ତି । ଏହା ସହିତ ପୂଜା ହୋଇଥିବା ଫୁଲ ଉପରେ ସିନ୍ଦୁର ଛିଞ୍ଚି ସେଥିରେ ନାଲି ସିନ୍ଦୁର ଦେଇ ଏକ କାଗଜରେ ଗୁଡାଇ ଆପଣଙ୍କ ଧନ ରଖିବା ବାସ୍କରେ ରଖିଦିଅନ୍ତୁ । ଦେଖିବେ ମା’ ଲକ୍ଷ୍ମୀଙ୍କ ଅସୀମ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବ । ଏହା ସହିତ ରହିଥିବା ଧନ ଜନିତ ବହୁତ କିଛି ସମସ୍ଯାର ଗୋଟି ଗୋଟି କରି ସମାଧାନ ହେବାକୁ ଲାଗିବ ।

ଏହା ସହିତ ଶରୀର ପାଇଁ ମଧ୍ୟ ଏହି ଉପାୟଟି ବହୁତ ଉପକାରୀ ହୋଇଥାଏ । କାରଣ ଏହି ଉପାୟ କରିବା ଦ୍ଵାରା ବ୍ୟକ୍ତିର ମଣିଚକ୍ର ଅର୍ଥାତ ବ୍ୟକ୍ତିର ଶରୀରରେ ଥିବା ଅଗ୍ନୀ ତତ୍ଵ ସୁଦୃଢ ରହିଥାଏ । ଯେଉଁ କାରଣରୁ ବ୍ୟକ୍ତିର ଶରୀରରେ ଥିବା ଅନେକ ସ୍ଵାସ୍ଥ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଖାସ୍ କରି ହୃଦୟ ଜନିତ ସମସ୍ଯା ଦୂର ହୋଇଥାଏ ।

ତେଣୁ ଆଲୋଭେରା ଫୁଲର ବ୍ୟକ୍ତିର ଜୀବନରେ ବହୁତ ମାତ୍ରାରେ ଭଲ ପ୍ରଭାବ ପକାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *