ଘରେ ମାର୍ବଲ ବା ଟାଇଲ ପକାଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଗୁଡିଏ ଏପରି ଶିକ୍ଷଣୀୟ କଥାମାନ ରହିଛି । ଯେଉଁ କଥାକୁ ଜାଣି ଯଦି ଆମେ ଠିକ ସମୟରେ ଠିକ ଉପଯୋଗ କରିପାରିବା । ତେବେ ଯାଇ ଜୀବନରେ ସଫଳ ବ୍ୟକ୍ତିତ୍ବରେ ଗଣତି ହୋଇପାରିବା । ସେହିପରି କିଛି ଶିକ୍ଷଣୀୟ କଥା ଆଜି ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ଘରେ ସବୁବେଳେ ମା’ ଲକ୍ଷ୍ମୀଙ୍କର ବସିଥିବା ଫୋଟ ବା ମୂର୍ତ୍ତି ଓ ଦୋକାନ ବା କାର୍ଯ୍ୟ କ୍ଷେତ୍ରରେ ସବୁବେଳେ ମା’ ଲକ୍ଷ୍ମୀଙ୍କର ଠିଆ ହୋଇଥିବା ଫୋଟ ରଖିବା ଉଚିତ ।

ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀଙ୍କର ବିଶେଶ କୃପା ପ୍ରାପ୍ତି ହୋଇପାରେ । ରୋଷେଇ ଘରେ ଭୁଲରେ ମଧ୍ୟ ଡଷ୍ଟବିନ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା’ ଅର୍ଣ୍ଣପୂର୍ଣ୍ଣା କ୍ରୋଧ କରିଥାନ୍ତି । ରୋଷେଇ ଘରେ କୌଣସି ଦେବାଦେବୀଙ୍କର ଫୋଟ ବା ମୂର୍ତ୍ତି ରଖିବା ଅନୁଚିତ । ଆଜି କାଲି ବହୁତ ଲୋକ ଘର ତିଆରି କରୁଥିଲେ । ନୂଆ ଘରେ ବିଭିନ୍ନ ରଙ୍ଗ ବେରଙ୍ଗର ମାର୍ବଲ ବା ଟାଇଲ ପକାଇଥାନ୍ତି ।

ଶୋଇବା ଘରେ ଭୁଲରେ ମଧ୍ୟ ଧଳା ରଙ୍ଗର ଟାଇଲ ବା ମାର୍ବଲ ଲଗାଇବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ସେହି ଘରେ ଯେଉଁ ମହିଳା ଶୋଇଥାଏ । ସେହି ମହିଳାର ମନ ସବୁବେଳେ ଚିନ୍ତିତ ଓ ଅସ୍ଥିର ରହିଥାଏ । ସେହି ଘରର ଲୋକଙ୍କ ପାଖରେ ଶାନ୍ତିର ଅଭାବ ଦେଖିବାକୁ ମିଳିଥାଏ । ଧଳା ଟାଇଲ ବା ମାର୍ବଲ ଠାକୁର ଘରେ ଲଗାଇ ପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ମନ୍ଦିର ଯାଇଥିବା ସମୟରେ ମନ୍ଦିରରୁ ବାହାରି ଆସିବା ସମୟରେ ଯଦି କାହାର ଚପଲ ଚୋରୀ ହୋଇଯାଇଥାଏ । ତେବେ ସେ ବହୁତ ଦୁଃଖ କରିଥାଏ। ଏଥିପ୍ରତି ଦୁଃଖିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ମନ୍ଦିରରୁ ଚପଲ ଚୋରୀ ହେବା ଦ୍ଵାରା ସେହି ବ୍ୟକ୍ତିର ଜୀବନରେ ବହୁତ ବଡ ଖୁସି ଆସିବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ ।

ଏହାର ଅପର ପକ୍ଷରେ ଯେଉଁ ଲୋକ ଚପଲ ଚୋରୀ କରିଥାଏ । ସେହି ବ୍ୟକ୍ତିର ସେହି ଦିନ ଠାରୁ ଦୁର୍ଭାଗ୍ୟ ଆସିଯାଇଥାଏ ବୋଲି ସୂଚନା ମିଳିଯାଇଥାଏ । ଚୋରୀ କରିଥିବା  ବ୍ୟକ୍ତି ଉପରେ ଶନି ଦଶା ପଡିଥାଏ । ଘରର ପାଣି ଟାଙ୍କି ଉତ୍ତର ଦିଗରେ ରଖିବା ଉଚିତ । ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବା ଅନୁଚିତ । ଘରେ ଯଦି ଦମ୍ପତିଙ୍କ ମଧ୍ୟରେ ମନମାଳିନ୍ୟ ଦେଖା ଯାଉଥାଏ ।

ତେବେ ସେହି ଘରର ଅଗ୍ନୀ କୋଣରେ ଯଦି ଛୋଟ ନାଲି ବଲ୍ବଟି ଜଳାନ୍ତି । ତେବେ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଦମ୍ପତିଙ୍କ ମଧ୍ୟରେ ମଧୁର ସମ୍ପର୍କ ବଢିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *