ଗାଧୋଇଲା ବେଳେ ପାଣିରେ ଯଦି ପରିସ୍ରା କଣ କରିବେ ? ଏହା ସହିତ ଜାଣନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ଲୋକଙ୍କର ଭଗବାନଙ୍କ ଉପରେ ଆସ୍ଥା ରହିଥାଏ । ତେଣୁ ଯେଉଁ ଲୋକ ଭଗବାନଙ୍କ ଉପରେ ବିଶ୍ବାସ ରଖିଥାନ୍ତି । ସେମାନଙ୍କର ସମସ୍ତ ମନସ୍କାମନା ଭଗବାନ ପୂରଣ କରିଥାନ୍ତି । ଭଗବାନଙ୍କୁ ଡାକିବା ସହିତ ନିଜର କର୍ମ ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ପଡିଥାଏ । କାରଣ କର୍ମ ହିଁ ଭଗବାନ । ଯେଉଁ କର୍ମ ମଧ୍ୟ କରୁଛନ୍ତି । ସବୁବେଳେ ସେହି ସବୁ କାର୍ଯ୍ୟକୁ ଉପଯୁକ୍ତ ନୀତି ନିୟମରେ କରିବା ଉଚିତ ।

ଯାହା ଦ୍ଵାରା ସେହି କାର୍ଯ୍ୟର ପରିଣାମ ଯେପରି ଖରାପ ନହୁଏ । ଯେତେବେଳେ ଶିବଳିଙ୍ଗରେ ବେଲପତ୍ର ଅର୍ପଣ କରୁଛନ୍ତି । ସର୍ବଦା ବେଲପତ୍ର ତାଜା ଓ ୩ ପତ୍ରଯୁକ୍ତ ହେବା ଉଚିତ । ଡେମ୍ଫ ନରଖି ବେଲପତ୍ର ଭଗବାନଙ୍କୁ ଅର୍ପଣ କରନ୍ତୁ । ପ୍ରତ୍ଯେକ ଶନିବାର ଦିନ କାନରେ ତେଲ ପକାଇବା ଉଚିତ । ଏପରି କରିବା ଦ୍ଵାରା କାନ ସଫା ରହିବା ସହିତ କୌଣସି ପ୍ରକାର କାନ ସମସ୍ଯା ଆସିନଥାଏ । କାନକୁ ମଧ୍ୟ ବହୁତ ଭଲ ଶୁଭିଥାଏ ।

ସୋମବାର ଦିନ ଭଗବାନ ଶିବଙ୍କ ଉପରେ ଧଳା ମନ୍ଦାର ଅର୍ପଣ କରିବା ବହୁତ ହିଁ ଶୁଭ ହୋଇଥାଏ । ଏହା ଦ୍ଵାରା ପ୍ରଭୁ ଭୋଳାନାଥ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଘଣ୍ଟି ଉପରେ ଗରୁଡ ଚିହ୍ନ ଥିବା ବହୁତ ହିଁ ଶୁଭ ହୋଇଥାଏ । ଯାହା ଦ୍ଵାରା ଘରକୁ ଚୋର, ବଜ୍ର ଓ ଅଗ୍ନୀର ଭୟ ନଥାଏ । ପୂଜା କାର୍ଯ୍ୟରେ ଦୂବଘାସ ବ୍ୟବହାର କରାଯାଇଥାଏ ।

ରବିବାର ଦିନ କେବେ ମଧ୍ୟ ଦୂବଘାସ ଛିଡାଇ ଦେବା ଉଚିତ ନୁହେଁ । ରବିବାର ଓ ବୁଧବାର ବର ଗଛ ମୂଳରେ ପାଣି ଢାଳିବା ଅନୁଚିତ । ରବିବାର ଦିନ କୌଣସି ଜାଗାକୁ ଯାତ୍ରା କରୁଥିଲେ । ମୁଣ୍ଡରେ ହାତ ମାରି ଯାତ୍ରା କରିବା ଉଚିତ । ସୋମବାର ଦିନ ମୁହଁରେ ହାତ ମାରି ଯାତ୍ରା କରିବା ଉଚିତ । ମଙ୍ଗଳବାର ଦିନ ଗଳାରେ ହାତ ଦେଇ ଯାତ୍ରା କରିବେ ।

ବୁଧବାର ଦିନ ପେଟରେ ହାତ ଦେଇ ଯାତ୍ରା କରିବେ । ଗୁରୁବାର ଦିନ ବେନି ପାର୍ଶ୍ଵରେ ହାତ ଦେଇ ଯାତ୍ରା କରିବେ । ଶୁକ୍ରବାର ଦିନ କାନରେ ଓ ଶନିବାର ଦିନ ପିଠିରେ ହାତ ଦେଇ ଯାତ୍ରା କରିବେ । ଏହି ସବୁ ବାରରେ ଏହି ସବୁ ଜାଗାକୁ ଛୁଇଁ ଯାତ୍ରା କରିବା ଦ୍ଵାରା ଯାତ୍ରାଟି ଅତ୍ୟନ୍ତ ମଙ୍ଗଳ ହୋଇଥାଏ ।

ଯାତ୍ରାରେ କୌଣସି ପ୍ରକାର ବିଘ୍ନ ଆସିନଥାଏ । ବର ଓ ଓସ୍ତ ଗଛ ଏକାଠି ଥିବା ଜାଗାରେ ପିଲାଙ୍କୁ ବସାଇବା ଦ୍ଵାରା ପିଲାର ସ୍ମରଣ ଶକ୍ତି ବଢିଥାଏ । ପାଣିରେ ଭୁଲ୍ ରେ ମଧ୍ୟ ମଳ କିମ୍ବା ମୁତ୍ର କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅଶୁଭ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *