ଆଜି ଯେତେଶୀଘ୍ର ସମ୍ଭବ ଶରୀରର ଏହି ଜାଗାରେ ବାନ୍ଧନ୍ତୁ ( କଳା ଫିତା ) – ତାପରେ ଦେଖନ୍ତୁ ଚମତ୍କାର

ଆମ ହିନ୍ଦୁ ଧର୍ମରେ କଳାଫିତାର ବହୁତ ମହତ୍ୱ ରହିଛି । କଳାଫିତାକୁ ଦେହରେ ଧାରଣ କରିବା ଦ୍ୱାରା ଆପଣ ସବୁ ଖରାପ ନଜରରୁ ବଞ୍ଚିରହି ପାରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳାଫିତା ଆପଣ ଠିକ ଜାଗାରେ ଧାରଣ କରିବା ଦ୍ୱାରା ଆପଣ ବହୁତ ଧନି ହୋଇପାରିବେ । ଯଦି ଆପଣ କଳାଫିତା ପିନ୍ଧୁଛନ୍ତି ତାହାଲେ ଏହି ଜାଗାରେ ପିନ୍ଧନ୍ତୁ, ଯେଉଁଥିରେ କି ଆପଣ ଧନୀ ହୋଇପାରିବେ ।

ଆପଣ ଗୋଟିଏ କଳାଫିତା ଆଣି ସେଥିରେ ନଅଟି ଗଣ୍ଠି ପକେଇଦିଅନ୍ତୁ ଓ ସେହି ସୁତାକୁ ଆପଣ ଆପଣଙ୍କ ଡାହାଣ ହାତର ବାହୁରେ ବାନ୍ଧିଦିଅନ୍ତୁ । ଏହାକୁ ଆପଣ ଶନି ବାର ଓ ମଙ୍ଗଳ ବାର ଦିନ ହିଁ ବାନ୍ଧନ୍ତୁ । ଏହାକୁ ଆପଣ ତିନି ରୁ ଚାରି ସପ୍ତାହ ବାନ୍ଧି ରଖନ୍ତୁ । ଏହାକୁ ଧାରଣ କରିବା ଦ୍ୱାରା ଆପଣଙ୍କର ବହୁତ ଫାଇଦା ହୋଇଥାଏ । ଏହାକୁ ଆପଣ ପିନ୍ଧିବାର ଗୋଟିଏ ସପ୍ତାହ ମଧ୍ୟରେ ପ୍ରଭାବ ଦେଖିବାକୁ ପାଇବେ ।

କୁହାଯାଏ, ଶନିଦେବ ଆପଣଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଯଦି ଆପଣଙ୍କର ଡାନି ଖରାପ ସ୍ଥିତିରେ ଥାଆନ୍ତି, ତେବେ ଆପଣ ଶନିବାର ଦିନ ଶନି ଠାକୁରଙ୍କୁ ରାଶିର ତେଲ ଚଢ଼େଇବା ଦରକାର । ଯେଉଁମାନେ ଏହି ଉପାୟକୁ ଠିକ ଭାବେ କରିଥାନ୍ତି ସେମାନଙ୍କୁ ଶନି ଦେବଙ୍କ ଅଶେଷ କୃପା ମିଳିଥାଏ । ଶନି ଦେବଙ୍କୁ ରାଶି ତେଲ ଚଢାଇବା ଦ୍ୱାରା, ଶନିଦେବ ଶୀଘ୍ର ପ୍ରସନ୍ନ ହୋଇ ଭକ୍ତକୁ ବିପଦ ମୁକ୍ତ କରିଥାନ୍ତି । ଶନିଦେବଙ୍କୁ ଲୁହାର ବାସନରେ ରାଶି ତେଲ ଚଢ଼ାଇଲେ, ଏହା ଅତି ଶୁଭଙ୍କର ହୋଇଥାଏ ।

ତେଲ ଚଢାଇବା ପୂର୍ବରୁ ଆପଣ ତେଲରେ ଆପଣଙ୍କ ମୁହଁକୁ ଥରେ ଦେଖିନେବା ଦରକାର । ଏହା ଦ୍ୱାରା ଶନି ଦେବ ଆପଣଙ୍କୁ ସବୁ ଦୋଷରୁ ମୁକ୍ତି ଦେଇଥାନ୍ତି । ତେଲ ଚଢ଼େଇବା ବେଳେ ଆପଣ ଶନି ଦେବଙ୍କ ପାଦକୁ ଚାହିଁବା ଦରକାର । ତେଲ ଚଢ଼େଇସାରି ଆପଣ ଆପଣଙ୍କ ଇଚ୍ଛାରେ କିଛି ଦାନ ଦେବା ଦରକାର ।

ଏହି ଦାନ ଆପଣ କୌଣସି ଅସହାୟ ଭିକାରୀକୁ ଦେବା ଦରକାର । ଶନିବାର ଦିନ ଆପଣ ଗୋଟିଏ କଳାଫିତା ନେଇ, ଶନି ମାନ୍ଦିରରେ ଚଢେଇ ନଅଟି ଗଣ୍ଠି ପକେଇ ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ଆପଣ ସବୁ ଫଳ ପାଇବା ସହିତ, ଆପଣ ବହୁତ ଧନ ସମ୍ପତ୍ତିର ଅଧିକାରୀ ହୋଇପାରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *