Jyotish Shastra- ଏଇ ସୁଦଶା ବ୍ରତ ଠାରୁ ୫ ଟି ରାଶି ପାଇଁ ଶୁଭ ସଂକେତ, ଖୋଲିବ ଭାଗ୍ୟର ତାଲା, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା ନଭେମ୍ବର ମାସ ୩ ତାରିଖରେ ସୁଦଶା ବ୍ରତ ପଡିବା ପାଇଁ ଯାଉଛି । ଏହି ପବିତ୍ର ପୂଜା ଅବସରରେ ଘରର ଗୃହିଣୀ ମାନେ ନିଜ ସ୍ଵାମୀ ତଥା ସଂପୂର୍ଣ୍ଣ ପରିବାରର ମଙ୍ଗଳ କାମନା କରି ମା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରିଥାନ୍ତି । ଏହି ପବିତ୍ର ପୂଜାରେ ୫ ଗୋଟି ରାଶି ଉପରେ ମା ଲକ୍ଷ୍ମୀଙ୍କର ଅଶେଷ କୃପାଦୃଷ୍ଟି ପଡିବା ପାଇଁ ଯାଉଛି । ଯେଉଁ କାରଣରୁ ଏହି ରାଶିରେ ବିଶେଷ କିଛି ପରିବର୍ତ୍ତନ ଆସିବା ପାଇଁ ଯାଉଛି ।

ମେଷ ରାଶି ;- ଏହି ରାଶିରେ ପବିତ୍ର ସୁଦଶା ବ୍ରତ ଠାରୁ ଗ୍ରହ ଓ ଗୋଚରଙ୍କର ଭଲ ସ୍ଥିତି ରହିଅଛି । ଏହି ରାଶିରେ ହଟାତ ଭାବରେ ଧନ ଯୋଗର ସମ୍ଭାବନା ରହୁଛି । ଆପଣଙ୍କର ଅଟକି ରହିଥିବା ଧନ ଯାହା ମିଳିବା ପାଇଁ ବାଧା ଉପୁଜୁ ଥିଲା । ତାହା ଦୂର ହୋଇବା ସହିତ ଟଙ୍କା ଆପଣଙ୍କ ନିକଟକୁ ଫେରି ଆସିବ । ଏହି ରାଶିରେ ବହୁ ଦିନ ଧରି ଯେଉଁ ସମସ୍ଯାର ଘେରରେ ପୀଡିତ ରହୁଥିଲେ । ସେହି ସମସ୍ଯା ଆଗାମୀ ସମୟ ଠାରୁ ଦୂର ହୋଇବା ପାଇଁ ଯାଉଛି ।

ବୃଷ ରାଶି ;- ଏହି ରାଶିର ଲୋକମାନଙ୍କର ଆଗାମୀ ସମୟ ବହୁତ ହିଁ ଭଲ ରହିବା ପାଇଁ ଯାଉଛି । ଏହି ରାଶିର ଲୋକଙ୍କର ସ୍ଵାସ୍ଥ ଅବସ୍ତା ଉତ୍ତମ ଧରଣର ରହିବା ପାଇଁ ଯାଉଛି । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ଏହି ସୁଦଶା ବ୍ରତ ଠାରୁ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବା କାରଣରୁ ଆପଣଙ୍କୁ କିଛି ଭଲ ସମାଚାର ପ୍ରାପ୍ତ ହୋଇବ ।

ସିଂହ ରାଶି ;- ଏହି ରାଶିର ସୁଦଶା ବ୍ରତ ଠାରୁ ଭଲ ଯୋଗ ବନୁଥିବାରୁ ଶତ୍ରୁ ନାଶ ହୋଇବେ । ଅର୍ଥକୁ ନେଇ ଲାଗି ରହୁଥିବା ସମସ୍ଯାର କ୍ଷୟ ହୋଇବ । ସମାଜରେ ମାନ ସମ୍ମାନ ପ୍ରତୀଷ୍ଟା ହୋଇବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହୋଇବ । ସ୍ଵାସ୍ଥ ଅବସ୍ତା ଭଲ ରହିବ । ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ମିଳିବ ।

ବିଛା ରାଶି ;- ଏହି ରାଶିର ଲୋକ ମାନଙ୍କର ଉପରେ ସୁଦଶା ବ୍ରତ ଠାରୁ ମା ଲକ୍ଷ୍ମୀଙ୍କର କୃପା ରହୁଥିବାରୁ ଏମାନଙ୍କର ଯେକୌଣସି କାର୍ଯ୍ୟରେ ଥିଲେ ମଧ୍ୟ ଆୟ ଭଲ ରହିବ । ଯେଉଁ କାର୍ଯ୍ୟକୁ କରିବାକୁ ଆରମ୍ଭ କରିବେ । ସେହି କାର୍ଯ୍ୟକୁ ନିଷ୍ଟାର ସହ କରିବା ଯୋଗୁ କାର୍ଯ୍ୟରେ ନିହାତି ସଫଳତା ମିଳିବ । ସୁଦଶା ବ୍ରତର ସମୟ ଠାରୁ ନିଜ କ୍ଯାରିଅର ବା କାର୍ଯ୍ୟ କ୍ଷେତ୍ରକୁ ନେଇ ଯାହା ମଧ୍ୟ ଯୋଜନା କରିବେ । ସବୁ ଥିରେ ମା ଲକ୍ଷ୍ମୀଙ୍କ କୃପା ରହିବ ।

କୁମ୍ଭ ରାଶି ;- କୁମ୍ଭ ରାଶିର ଲୋକଙ୍କର ଆଗାମୀ ସୁଦଶା ବ୍ରତ ଠାରୁ ରାଜଯୋଗ ବନୁଛି । ତେଣୁ ଏମାନଙ୍କର ସବୁ ଦିଗରୁ ଭଲ ରହିବା ପାଇଁ ଯାଉଛି । ନୂତନ ମିତ୍ର ତଥା ବନ୍ଧୁ କରିବାର ସୁଯୋଗ ପାଇବେ । ସେହି ବନ୍ଧୁ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ଅନେକ ସହଯୋଗ କରିବେ । ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହୋଇବେ । ଆପଣଙ୍କ ମଧ୍ୟରେ ସକାରାତ୍ମକ ଊର୍ଜା ବୃଦ୍ଧି ପାଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *