Jyotish Shastra- କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା) ରାତିଠାରୁ ଏହି 5 ଟି ରାଶିଙ୍କର ହେବ ଭାଗ୍ୟୋଦୟ, ଜୀବନରେ ଆସିବ ବହୁତ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ଦେବାଦେବୀଙ୍କର ପୂଜା କରିବାର ବିଧି ରହିଥାଏ । ଜ୍ଯୋତିଷ ଶାସ୍ତ୍ରର ଗଣନା ଅନୁସାରେ ସେହିପରି ସେହି ସବୁ ତିଥି ଅନୁଯାଇ କୁଣ୍ଡଳୀରେ ଥିବା ରାଶି ମାନଙ୍କର ଗତି ବିଧି ମଧ୍ୟ ବଦଳୁଥିବାର ଦେଖାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ୫ ଗୋଟି ରାଶିରେ ବିଶେଷ କିଛି ପରିବର୍ତ୍ତନ ହେବା ପାଇଁ ଯାଉଛି । ସେହି ୫ ଟି ରାଶି ବିଷୟରେ ଆଜି ଆଲୋଚନା କରିବା ।

ଏହି ରାଶି ମାନଙ୍କ ଉପରେ ଭଗବାନ ନାରାୟଣ ଓ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବା ପାଇଁ ଯାଉଛି । ଯେଉଁ କାରଣରୁ ଏହି ରାଶିରେ ବହୁ କିଛି ଉନ୍ନତି ହେବା ପାଇଁ ଯାଉଛି । ଏହି ରାଶି ବ୍ୟକ୍ତିବିଶେଷ ମାନଙ୍କୁ ଏପରି କିଛି ଖୁସି ସଂବାଦ ଏହି କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭଷା ଠାରୁ ପ୍ରାପ୍ତ ହେବା ପାଇଁ ଯାଉଛି । ଯାହା ଏମାନେ କେବେ କଳ୍ପନା କାଢି କରିନଥିବେ ।

ଏହି ବ୍ୟକ୍ତି ବିଶେଷଙ୍କର ତାଙ୍କ ପରିବାର ଠାରୁ ଅନେକ ଭଲ ପାଇବା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆଗ ଅପେକ୍ଷା ଅଧିକ ଲାଭବାନ ରହିବେ । କର୍ମ ସ୍ତଳରେ ଥିବା ସବୁ ବାଧାବିଘ୍ନର ନାଶ ଘଟିବ । ଯେଉଁ ମାନେ ରୋଜଗାର ପାଇଁ କିଛି ନୂତନ ପନ୍ଥା ଆରମ୍ଭ କରିବାକୁ ଇଛୁକ । ସେମାନେ ଏହି କାର୍ତ୍ତିକ ପୂର୍ଣ୍ଣିମା ଭଳି ପବିତ୍ର ଅବସରରେ ଆରମ୍ଭ କରିପାରିବେ ।

ନୂତନ ବନ୍ଧୁ ବନେଇବା ସହ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ସଂଯୋଗ ବନୁଅଛି । ବନ୍ଧୁ ମାନଙ୍କ ଠାରୁ ନିଜ କ୍ଯାରିଅର ପାଇଁ ସାହାଜ୍ଯ ସହଯୋଗ ପ୍ରାପ୍ତ ହୋଇବ । ଧନଲାଭର ମଧ୍ୟ ଯୋଗ ବନୁଛି । ନିଜ ଟଙ୍କା ଯଦି କାହାକୁ ଧାର ରୂପେ ଦେଇଥିବେ । ତେବେ ସେହି ଟଙ୍କା ଆପଣଙ୍କ ବହୁତ ଶୀଘ୍ର ମିଳିବା ପାଇଁ ଯାଉଛି । ଏହି ରାଶି ଗୁଡିକ ମଧ୍ୟରୁ ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ।

ସେମାନଙ୍କର ବିବାହ ପାଇଁ ଯୋଗ ସୁଝୁଅଛି । ଏହି ୫ ଗୋଟି ରାଶିର ବିଦ୍ୟାର୍ଥୀ ଯଦି କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବେ । ତେବେ ସେମାନଙ୍କ ପରୀକ୍ଷା ଭଲରେ ହେବ । ସେଥିରେ ସେମାନେ ନିହାତି ଭାବେ କୃତ୍ତକାର୍ଯ୍ୟ ହେବେ । ନୂତନ ଜାନ କିଣିବାର ମନ ବଳାଇ ପାରନ୍ତି । ଘରେ କୌଣସି ପ୍ରକାର ଖୁସି ସଂବାଦ ଶୁଣିଲା ପରେ ମନ ପ୍ରସନ୍ନ ରହିବ । ଆର୍ଥିକ ଷ୍ଟିତରେ ଅନେକ ମାତ୍ରାରେ ସୁଧାର ଆସିବ ।

ଚାକିରି କରୁଥିବା ଏହି ୫ ଗୋଟି ରାଶିଙ୍କର ପଦ୍ଵନ୍ନତିର ସମ୍ଭାବନା ରହୁଛି । ବିଶେଷ ଭାବେ ନିଜ ସ୍ଵାସ୍ଥ ପ୍ରତି ସଚେତନ ରହିବା ଆବଶ୍ୟକ । ଆମେ ଆଲୋଚନା କରୁଥିବା ଏହି ୫ ଗୋଟି ରାଶି ଗୁଡିକ ହେଉଛନ୍ତି । ମେଷ ରାଶି, ବୃଷ ରାଶି, କନ୍ୟା ରାଶି, ତୁଳା ରାଶି ଓ କୁମ୍ଭ ରାଶି । ଏହି ୫ ଟି ରାଶିଙ୍କର କାର୍ତ୍ତିକ ପୂର୍ଣ୍ଣିମା ପର ଠାରୁ ଭାଗ୍ୟରେ ଅନେକ ସୁଧାର ଆସିବା ପାଇଁ ଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *