Jyotish Shastra- କୁମାର ପୂର୍ଣ୍ଣିମା ପର ଠାରୁ ଖୋଲିଯିବ ଏହି 5 ଟି ରାଶିଙ୍କ ଭାଗ୍ୟର ତାଲା, ଜୀବନରେ ଆସିବ ଖୁସି ହିଁ ଖୁସି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୁମାର ପୂର୍ଣ୍ଣିମା ଚଳିତ ମାସ ଅକ୍ଟୋବର ୯ ତାରିଖରେ ପଡିବା ପାଇଁ ଯାଉଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ପବିତ୍ର ପୂର୍ଣ୍ଣିମା ଅବସର ଫଳରେ ୫ ଟି ରାଶିର ଗ୍ରହ ଓ ନକ୍ଷତ୍ର ମାନଙ୍କର ଅବସ୍ଥାନ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହି ପରିବର୍ତ୍ତନ କିନ୍ତୁ ସେହି ରାଶି ଗୁଡିକ ଉପରେ ଅଧିକ ମାତ୍ରାରେ ଶୁଭଫଳଦାୟୀ ରହିବା ଯାଉଛନ୍ତି । ଏହି ରାଶି ମାନଙ୍କର ଜୀବନରେ ମହାରାଜସଂଯୋଗ ଘଟିବା ଫଳରେ ଭାଗ୍ୟର ତାଲା ଖୋଲିବା ପାଇଁ ଯାଉଅଛି ।

ବୃଷ ରାଶି ;-  ଆପଣଙ୍କ ପାଇଁ କୁମାର ପୂର୍ଣ୍ଣିମା ଅବସର ଠାରୁ ଆପଣଙ୍କ ସମୟ ଶୁଭ ସମୟ ବୋଲି ସାବ୍ୟସ୍ତ ହୋଇବ । ଦୀର୍ଘ ଦିନ ଧରି ଯେଉଁ ସମସ୍ଯା ଘେରରେ ପୀଡିତ ଥିଲେ । ତାହା ଏବେ ସଂପୂର୍ଣ୍ଣ ମାତ୍ରାରେ ଦୂର ହୋଇବ । ଅର୍ଥକୁ ନେଇ ଯେଉଁ ପାରିବାରିକ କଳହ ଲାଗୁଥିଲେ । ସେହି ଅର୍ଥ ସମସ୍ଯାର ସମାଧାନ ପାଇଁ ଆପଣଙ୍କୁ ନୂତନ ରୋଜଗାରର ପନ୍ଥା ମିଳିବ ।

କନ୍ୟା ରାଶି ;- କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ଆପଣଙ୍କ ପାଇଁ ମଧ୍ୟ ଏହି ସମୟ ଅନେକ ଦିଗରୁ ଶୁଭଶୁଭା ଫଳ ପ୍ରଦାନ କରିବ । ବିଶେଷ କରି ପ୍ରେମ କ୍ଷେତ୍ରରେ ଅଧିକ ଚଞ୍ଚଳ ରହିବେ । ଜୀବନସାଥି ସହିତ ଭଲ ସମ୍ପର୍କ ସ୍ଥାପନ ହୋଇବ । ମନ ପ୍ରଫୁଲିତ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ।

ମିଥୁନ ରାଶି ;- ମିଥୁନ ରାଶି ମାନଙ୍କ ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରୁ ଯେଉଁ ମାନେ ଚାକିରି କ୍ଷେତ୍ରରେ ଅଛନ୍ତି ଓ ଯେଉଁ ମାନେ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି । ଉଭୟଙ୍କ ପାଇଁ କୁମାର ପୂର୍ଣ୍ଣିମା ଅବସର ଲାଭବାନ ପ୍ରମାଣିତ ହୋଇବ । ଯେଉଁ ଯୋଜନା ମନସ୍ଥ କରିଛନ୍ତି ତାହାକୁ ଏହି ଶୁଭ ସମୟରେ ଆରମ୍ଭ କରିପାରିବେ । ସମାଜରେ ମାନ ସମ୍ମାନ ବୃଦ୍ଧି ହୋଇବ । ନିଜ ପାଇଁ କ୍ଯାରିଅର କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ।

କୁମ୍ଭ ରାଶି ;- କୁମ୍ଭ ରାଶିର ଲୋକ ମାନଙ୍କର ସବୁ କ୍ଷେତ୍ର ଅପେକ୍ଷା ଧନ ଦିଗରେ ଅଧିକ ଶୁଭ ସମାଚାର ମିଳିବ । ଯେଉଁ ମାନେ ବିଜିନେସ୍ କରୁଛନ୍ତି । ହଟାତ ଭାବରେ ବିଜିନେସ୍ ରେ ଲାଭବାନ ହୋଇବେ । ବହୁତ ବଡ ସଫଳତାର ସ୍ଵାଦ ଚାଖିବାକୁ ପାଇବେ । ଯାହା ଆପଣଙ୍କୁ ଆଗାମୀ ସମୟରେ କାର୍ଯ୍ୟରେ ସାହାଜ୍ଯ କରିବ । ସ୍ଵାସ୍ଥ ଅବସ୍ତା ମଧ୍ୟ ଭଲ ରହିବ।

ମୀନ ରାଶି ;- ଏହି ରାଶିର ଲୋକଙ୍କର ପୂର୍ଣ୍ଣିମା ଅବସରରେ ସ୍ଵାସ୍ଥ ଅବସ୍ତା ଉନ୍ନତି କରିବ । କାର୍ଯ୍ୟ କ୍ଷେତ୍ରରେ ସାମ୍ନା କରୁଥିବା ସମସ୍ଯା ଦୂର ହୋଇବ । ଆୟ ଓ ବେୟ ମଧ୍ୟରେ ସନ୍ତୁଳନ ରହିବ । ଆୟ ଭଲ ରହିବା କାରଣରୁ ମନ ପ୍ରସନ୍ନ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *