Jyotish Shastra- ପବିତ୍ର କୁମାର ପୂର୍ଣ୍ଣିମା ପର ଠାରୁ ୫ ଟି ରାଶିରେ ହେବେ ମାଲାମାଲ, ମା’ ଲକ୍ଷ୍ମୀ କରିବେ କୃପା ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅକ୍ଟୋବର ୯ ତାରିଖରେ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହେବା ପାଇଁ ଯାଉଅଛି । ଏହି ଦିବସରେ ୧୦୦ ବର୍ଷ ପରେ ମହାଲକ୍ଷ୍ମୀଙ୍କର ଚମତ୍କାର ଶୁଭ ସଂଯୋଗ ବନୁଅଛି । ଯାହାର ପ୍ରଭାବ ୫ ଟି ରାଶିର ଗ୍ରହ ଓ ନକ୍ଷତ୍ର ଉପରେ ପଡିବା ପାଇଁ ଯାଉଛି । ସେହି କାରଣରୁ ଏହି ୫ ଟି ରାଶି ଶୌଭାଗ୍ୟଶାଳୀ ହେବା ପାଇଁ ଯାଉଅଛନ୍ତି । ସେମାନଙ୍କ ଉପରେ ମା ମହାଲକ୍ଷ୍ମୀଙ୍କର ଅଶେଷ କୃପାଦୃଷ୍ଟି କୁମାର ପୂର୍ଣ୍ଣିମା ଦିନ ଠାରୁ ପଡିବା ପାଇଁ ଯାଉଛି ।

ବୃଷ ରାଶି ;- ଏହି ରାଶିର ଲୋକ ମାନଙ୍କ ଭାଗ୍ୟରେ ରାଜଯୋଗ ଲାଗିବା ପାଇଁ ଯାଉଅଛି । ଯେଉଁ କାରଣରୁ ଏମାନଙ୍କର ଭାଗ୍ୟର ସପକ୍ଷ ଏମାନଙ୍କୁ ପୂର୍ଣ୍ଣ ମାତ୍ରାରେ ମିଳିବା ପାଇଁ ଯାଉଅଛି । ଏହି ସମୟରେ ଏମାନଙ୍କର ନୂତନ ମିତ୍ର ସୃଷ୍ଟି ହେବେ । ଯେଉଁ ମାନେ ବୃଷ ରାଶିର ଲୋକଙ୍କୁ ତାଙ୍କ କ୍ଯାରିଅର ଗଢିବାରେ ଅନେକ ମାତ୍ରାରେ ସାହାଜ୍ଯ କରିବେ । ମନସ୍ଥ କାର୍ଯ୍ୟ ପୂରଣ କରିବାର ଶୁଭ ସମୟ ଏହି ରାଶି ମାନଙ୍କ ପାଇଁ ଆସିଯାଇଛି ।

ସିଂହ ରାଶି ;- ଏହି ସିଂହ ରାଶିର ବ୍ୟକ୍ତିବିଶେଷ ମାନଙ୍କର କୁମାର ପୂର୍ଣ୍ଣିମା ପରଠାରୁ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିବା ପାଇଁ ଯାଉଛି । ଏମାନଙ୍କର ଦାମ୍ପତ୍ୟ ଜୀବନର ମନ ମତାନ୍ତର ଦୂର ହୋଇ ପ୍ରେମ ବଢିବାର ସମ୍ଭାବନା ଅଧିକ ମାତ୍ରାରେ ରହୁଅଛି । ଅଚାନକ ଭାବରେ ଧନପ୍ରାପ୍ତି ଶୁଭ ସଂଯୋଗ ବନୁଅଛି । ପାରିବାରିକ କଳହ ଦୂର ଏହି ସମୟରେ ହୋଇଯିବ ।

କନ୍ୟା ରାଶି ;- ଏହି ରାଶିର ଲୋକ ମାନଙ୍କ ଜୀବନରେ ଖୁସିର ଦିନ ଆସିବା ପାଇଁ ଯାଉଛି । ବ୍ୟବସାୟ, ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଏହି ସମୟରେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅଶେଷ କରୁଣା ଥିବା କାରଣରୁ ଆପଣଙ୍କର ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନରେ ସଫଳ ଭାବରେ ସମ୍ପର୍ଣ୍ଣ ହୋଇବ । କନ୍ୟା ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ସ୍ଥିତି ବହୁତ ହିଁ ଭଲ ରହିବା ପାଇଁ ଯାଉଅଛି । ଏମାନଙ୍କର ସାମାଜିକ ମାନ ସମ୍ମାନ ପ୍ରତିଷ୍ଟା ହୋଇବ ।

ତୁଳା ରାଶି ;- ଏହି ରାଶିର ଲୋକ ମାନଙ୍କ ହାତରେ ଭାଗ୍ୟ ତାଲାର ଚାବିକାଠି ରହିବା ପାଇଁ ଯାଉଅଛି । ଏମାନେ ନିଜ ପରିଶ୍ରମ ବଳରେ ନିଜର କ୍ଯାରିଅରକୁ ଗଢି ତୋଳି ପାରିବେ।   ଏମାନଙ୍କ ଜୀବନରେ ସେହି ସମୟରେ ଧନକୁ ନେଇ କିଛି ସମସ୍ଯା ରହିବ ନାହିଁ ।

କୁମ୍ଭ ରାଶି ;-  ଏହି ରାଶି ମାନଙ୍କର ଆଗାମୀ ସମୟରେ ମାଲାମାଲ ହେବା ପାଇଁ ଯାଉଛନ୍ତି । କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଉପରେ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପାଦୃଷ୍ଟି କୁମାର ପୂର୍ଣ୍ଣିମା ଠାରୁ ପଡିବା ପାଇଁ ଯାଉଛି । ଏମାନଙ୍କର ଜୀବନରେ ଆସୁଥିବା ସମସ୍ଯା ଏହି ସଂଯୋଗ ଯୋଗୁ ସଂପୂର୍ଣ୍ଣ ଦୂର ହେବା ପାଇଁ ଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *