ଦୂର୍ଗା ପୂଜାରେ ଏହି 5 ଟି ରାଶି ଉପରେ ପଡିଛି ମା ଦୂର୍ଗାଙ୍କ କୃପାଦୃଷ୍ଟି, ମିଳିବ କେବଳ ଖୁସି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ପବିତ୍ର ଦୂର୍ଗା ପୂଜାରେ ୫ ଟି ରାଶି ହେବା ପାଇଁ ଯାଉଛନ୍ତି ଅତ୍ୟନ୍ତ ଶୌଭାଗ୍ୟଶାଳୀ । ସେମାନଙ୍କ ଉପରେ ମା ଦୂର୍ଗାଙ୍କର ଶୁଭ କୃପାଦ୍ରୁଷ୍ଟି ପଡିଥିବା କାରଣରୁ ସେମାନଙ୍କର ଭାଗ୍ୟର ତାଲା ଖୋଲିବା ପାଇଁ ଯାଉଅଛି । ଯେଉଁ କାରଣରୁ ଏହି ଲୋକ ମାନଙ୍କର ମନସ୍ଥ କରିଥିବା ଇଛା ବାସ୍ତବରେ ପରିଣତ ହେବା ପାଇଁ ଯାଉଛି । ବହୁତ ଦିନର ଅଧୁରା ରହିଯାଇଥିବା କାର୍ଯ୍ୟ ଦୂର୍ଗା ପୂଜାର ଶୁଭ ସମୟ ଅବଧିରେ ସମ୍ପର୍ଣ୍ଣ ହୋଇବ ।

କୁମ୍ଭ ରାଶି ;- ଏହି ରାଶିର ଲୋକ ମାନଙ୍କ ଉପରେ ମା ଦୂର୍ଗାଙ୍କର କୃପା ରହିଅଛି । ତେଣୁ ଏହି ପୂଜାର ପବିତ୍ର ସମୟ ଅବଧି ମଧ୍ୟରେ ଏମାନଙ୍କ ଦ୍ଵାରା କରାଯାଇଥିବା ଆର୍ଥିକ ଯୋଜନା ସଫଳ ହୋଇବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ରହିବେ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ପ୍ରାପ୍ତ ହୋଇବ । ବନ୍ଧୁ ପରିଜନ ସହିତ ଖୁସିରେ ପୂଜାକୁ ପାଳିତ କରିବେ ।

ଘର ପରିବରେ ରହୁଥିବା ଆର୍ଥିକ ସମସ୍ଯା ଦୂର ହୋଇବ । ସିଂହ ରାଶି ;- ଏହି ରାଶିର ଲୋକ ମାନଙ୍କର ଆଗାମୀ ସମୟ ଅତି ଶୁଭ ରହିବା ପାଇଁ ଯାଉଅଛି । ଯେଉଁ କାରଣରୁ ଏମାନଙ୍କ ଭାଗ୍ୟ ଏମାନଙ୍କ ସପକ୍ଷରେ ରହିବା ପାଇଁ ଜାଛି । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଆଗ୍ରହ ଦେଖିବାକୁ ମିଳିବ ।ଚାକିରି ଖୋଜୁଥିବା ଲୋକଙ୍କର ଆଗାମୀ ସମୟରେ ଚାକିରି ସମ୍ବଦ୍ଧୀୟ ଶୁଭ ସୂଚନା ପ୍ରାପ୍ତ କରିପାରନ୍ତି ।

କନ୍ୟା ରାଶି ;- କନ୍ୟା ରାଶି ମାନଙ୍କର ଉପରେ ମା ଦୂର୍ଗା ଅତ୍ୟନ୍ତ ଭାବେ ପ୍ରସନ୍ନ ରହିଅଛନ୍ତି । ଏମାନଙ୍କ ଜୀବନରେ ଯେଉଁ ସବୁ ବିନାଶକାରୀ ଶକ୍ତି ରହିଥିଲା । ତାହା ଦୂରୀଭୂତ ହେବାର ଯୋଗ ବନୁଅଛି । ଅର୍ଥ କମାଇବାର ନୂଆ ନୂଆ ଅବସର ପ୍ରାପ୍ତ ହୋଇବ । ଘର ପରିବାର ସହିତ ବୁଲିଯିବାର ଯୋଜନା ପ୍ରସ୍ତୁତ କରିବେ । ନୂତନ ମିତ୍ର ବନେଇବାର ଶୁଭ ଯୋଗ ରହୁଅଛି ।

ତୁଳା ରାଶି ;- ଦଶହରାର ଶୁଭ ଅବସରରେ ମା ଦୂର୍ଗାଙ୍କର ବିଶେଷ କରୁଣା ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ରହିଅଛି । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଦାମ୍ପତ୍ୟ କଳହ ଦୂର ହୋଇ ପ୍ରେମ ବୃଦ୍ଧି ପାଇବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ମିଶ୍ରୀତ ଫଳ ପ୍ରକାଶିତ ହୋଇବ । ନୂତନ ଜିନିଷ କ୍ରୟ କରିବାର ଶୁଭ ଯୋଗ ରହୁଅଛି । ଜୀବନର ଦୁଃଖ ଲାଘବ ହୋଇ ଖୁଶିର ସମାଗମ ଏହି ରାଶିର ବ୍ୟକ୍ତିଙ୍କ ଜୀବନକୁ ଆସିବା ପାଇଁ ଯାଉଛି ।

ବୃଷ ରାଶି ;- ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ମଧ୍ୟ ଆଗାମୀ ସମୟ ବହୁତ ଭଲ ରହିବା ପାଇଁ ଯାଉଛି । ଏହି ସମୟ ମଧ୍ୟରେ ଆପଣ ଆପଣଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ । ଘର ପରିବାରରେ ମନ ମତାନ୍ତର ଦୂର ହୋଇବ । ଘରେ ଅଶାନ୍ତିର ବାତାବରଣ ଦୂର ହୋଇ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ । ଚାକିରି କ୍ଷେତ୍ରରେ ପଦ ଉନ୍ନତି କରିବାର ସମ୍ଭାବନା ଏହି ବୃଷ ରାଶିର ଲୋକ ମାନଙ୍କର ରହୁଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *