ମା’ଙ୍କ ଦୁର୍ଲଭ ସଙ୍କେତ, ନବରାତ୍ରିରେ ଘରକୁ ଏହି 4 ଟି ପକ୍ଷୀ ଆସିଲେ ହୋଇଥାଏ ଅତ୍ୟନ୍ତ ଶୁଭ, ଘରକୁ ଆସନ୍ତି ସ୍ଵୟଂ ମା’ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ । ନବରାତ୍ରି ସମୟ ରେ ମା ଆଦିଶକ୍ତି ଙ୍କର ଦୀର୍ଘ ନଅ ଦିନ ଧରି ପୂଜା ଉପାସନବା କର ଯାଇଥାଏ । ଏହି ସମୟ ରେ ସାଧକ ମାନେ ମା ଦୁର୍ଗ ଙ୍କର ନଅ ସ୍ୱରୂପ କୁ ଦିରଗହ ନଅ ଦିନ ଧରି ପୂଜା କରିଥାନ୍ତି । ଯେଉଁ ବ୍ୟକ୍ତି ଙ୍କ ଉପରେ ମା ଙ୍କର ଆଶୀର୍ବାଦ ହୋଇ ଯାଏ, ସେହି ବ୍ୟକ୍ତି କୁ ଧର୍ମ ଅର୍ଥ କାମ ମୋକ୍ଷ ସବୁକିଛି ମିଳିବା ସମ୍ଭବପର ହୋଇ ଯାଇଥାଏ । ମା ନିଜ ଭକ୍ତ ଙ୍କ ଘରକୁ ଧନ ଧାନ୍ୟ ରେ ଭରପୁର କରି ଦେଇଥାନ୍ତି ।

ଯେତେବେଳେ ମନୁଷ୍ୟ ର ଜୀବନ କୁ  ଯେତେବେଳେ ଭଲ କି ଖରାପ ସମୟ ହେଉ ମଣିଷ କୁ ପ୍ରକୃତି କିଛି ନା କିଛି ସଂକେତ ମାନ ଦେଇଥାଏ । ଆମ ଘରକୁ ପ୍ରତ୍ଯେକ ଦିନ କୌଣସି ନା କୌଣସି ପକ୍ଷୀ ନିଶ୍ଚୟ ଆସିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଘରକୁ କିଛି ପକ୍ଷୀ ଆସିବା ଶୁଭ ହୋଇଥିବା ସମୟରେ କିଛି ପକ୍ଷୀ ଆସିବା ଅଶୁଭ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଯଦି ନବରାତ୍ରି ର ନଅ ଦିନ ମଧ୍ୟରେ ଆପଣ ଙ୍କ ଘରକୁ ପେଚା ଆସିଥାଏ, ତେବେ ଏହାର ଅର୍ଥ ଖୁବ ଶୀଘ୍ର ଆପଣଙ୍କ ଜୀବନରେ ଥିବା ସମସ୍ତ ଧନ ର ସମସ୍ଯା ଦୂର ହୋଇଯିବ । ଦ୍ଵିତୀୟ ପକ୍ଷୀ ଟି ହେଉଛି ପାରା । ଘରକୁ ପାରା ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଖୁବ ଶୀଘ୍ର ଆପଣ ଙ୍କର କୌଣସି ଇଚ୍ଛା ପୂରଣ ହେବ ।

ତୃତୀୟ ପକ୍ଷୀ ଟି ହେଉଛି ମୟୂର । ଯଦି ଆପଣ ଙ୍କ ଗହରକୁ ମୟୂର ଏହି ନବରାତ୍ରି ସମୟ ରେ ଆସେ ତେବେ ଏହାର ଅର୍ଥ ଆପଣଙ୍କ ବ୍ୟବସାୟ ରେ ଲାଭ ହେବା ସହ ଉନ୍ନତି ଦେଖା ଦେବ । ଚତୁର୍ଥ ପକ୍ଷୀ ଟି ହେଉଛି ବାଇ ଚଢେଇ ।  ବନ୍ଧୁଗଣ ଯଦି ଆପଣଙ୍କ ଘରକୁ କୌଣସି ପକ୍ଷୀ ଆସି ତାର ବସା କରେ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତାହାଛଡା ଯଦି କୌଣସି ପକ୍ଷୀ କେବେ ଆପଣ ଙ୍କ ଉପରେ ମଳତ୍ୟାଗ କରି ଦିଏ ବା ଆପଣଙ୍କ ଘରେ ମଳତ୍ୟାଗ କରେ, ତେବେ ମଧ୍ୟ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ବନ୍ଧୁଗଣ ଆପଣ ଙ୍କ ନିକଟ କୁ କୌଣସି ପକ୍ଷୀ ନିର୍ଭୟତା ର ସହ ଆସୁଅଛି, ତେବେ ଏହାର ଅର୍ଥ ଆପଣ ଏକ ସକାରାତ୍ମକ ପ୍ରକୃତିର ବ୍ୟକ୍ତି ଅଟନ୍ତି । କାରଣ ବନ୍ଧୁଗଣ ପକ୍ଷୀ ମାନେ ଖୁବ ଭୟାଳୁ ସ୍ଵଭ୍ବ୍ର ହୋଇଥା’ନ୍ତି । ଏମାନେ ଅତି ସହଜ ରେ କାହା ନିକଟ କୁ ଯାଇ ନଥାନ୍ତି । ପକ୍ଷୀ ମାନେ ଆପଣ ଙ୍କ ନିକଟ କୁ ଆସୁଛନ୍ତି ଏହାର ଅର୍ଥ ଆପଣ ଏକ ଭଲ ହୃଦୟର ବ୍ୟକ୍ତି ଅଟନ୍ତି । ତେବେ ବନ୍ଧୁଗଣ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *