ଖୁସି ଆସିବା ପୂର୍ବରୁ ପ୍ରକୃତି ଦେଇଥାଏ ଈଶାରା ! ଜାଣନ୍ତୁ କିପରି ? (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟରେ ଜୀବନରେ ସୁଖ ଓ ଦୁଃଖ ମିଶିକରି ଥାଆନ୍ତି । କେତେବେଳେ ଦୁଃଖର ଶୋକରେ ମନ ବିଚଳିତ ହେଉଥାଏ । ଅନ୍ୟ ସମୟରେ ଖୁସିର ଲହରୀରେ ମନ ଆନ୍ଦୋଳିତ ହୋଇଥାଏ । ଆଜି ଆପଣ ଜାଣିବାକୁ ପାଇବେ ଯଦି ଆପଣଙ୍କ ଜୀବନରେ ଖୁସିର ସମାହାର ଆସିବା ପାଇଁ ଯାଉଅଛି । ତେବେ ଆପଣଙ୍କ ଆଗାମୀ ଖୁସି ଆସିବା ପୂର୍ବରୁ ହିଁ ପ୍ରକୃତି ଈଷାରା ଦେଇଥାଏ । ଯଦି ପୁରୁଷ ଲୋକଙ୍କର ଡାହାଣ ଅଙ୍ଗ ଫଡ୍ ଫଡ୍ ହୋଇଥାଏ ।

ତେବେ ତାଙ୍କ ପାଇଁ କିଛି ଖୁସି ଆସିବା ପାଇଁ ଯାଉଅଛି । ଅନ୍ୟ ପକ୍ଷରେ ଯଦି ନାରୀ ମାନଙ୍କ ବାମ ଅଙ୍ଗ ଫଡ୍ ଫଡ୍ ହୋଇଥାଏ । ତେବେ ନାରୀ ମାନଙ୍କୁ କିଛି ଖୁସି ଖବର ମିଳିବା ପାଇଁ ଯାଉଅଛି । ଯେକୌଣସି ଅଙ୍ଗ ଯେପରି ହାତ, ଗୋଡ, ଛାତି କିମ୍ବା ଆଖି ଏହି ସବୁ ଅଙ୍ଗ ଆମକୁ ଖୁସିର ଆଗମନ ବିଷୟରେ ସୂଚନା ଦେଇଥାନ୍ତି । ଜୀବନରେ ଥିବା ଦୁଃଖ ଲାଘବ ଘଟି ସୁଖର ଦିନ ଆସିବା ପାଇଁ ଯାଉଅଛି ।

ସକାଳୁ ଶୋଇକି ଉଠିବା ମାତ୍ରେ ଯଦି କୌଣସି ପୂଜା ସ୍ଥାନରୁ ଶଙ୍ଖ, ଘଣ୍ଟ,  ହୁଳହୁଳୀ ଏପରି କିଛି ମାଙ୍ଗଳିକ ସୂଚନା ପାଇବେ । ତେବେ ଜାଣିରଖିବା ଉଚିତ । ନିହାତି ଭାବେ କିଛି ଦିନ ଭିତରେ ଶୁଭ ଖବର ଆପଣ ଶୁଣିବାକୁ ପାଇବେ । ଏପରି କିଛି ଶୁଣିବାକୁ ପାଇବେ ଯାହା ଦ୍ଵାରା ମନ ପ୍ରଫୁଲିତ ହୋଇବ ।

ଯଦି ଘରୁ କୌଣସି କାର୍ଯ୍ୟ ପାଇଁ ବାହାରି ଯାଉଥିବେ । ସେହି ସମୟରେ ଛୋଟ ଶିଶୁ ଆପଣଙ୍କୁ ଦେଖି ହସିଦେଇଥାଏ । ତେବେ ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳ ହୋଇଥାଏ । କାରଣ ଛୋଟ ଶିଶୁ ସାକ୍ଷାତ ଭଗବାନଙ୍କର ଅଂଶ ହୋଇଥାନ୍ତି । ସେମାନେ ଆପଣଙ୍କୁ ଦେଖି ହସୁଛନ୍ତି । ଏହାର ଅର୍ଥ ଭଗବାନ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିଅଛନ୍ତି ।

ଆପଣ ରାସ୍ତାରେ ଯିବା ସମୟରେ ଯଦି ଡାହାଣ ପଟରେ କୌଣସି ବିବାହିତା ସୁହାଗିନୀ ମହିଳାଙ୍କୁ ଯିବାର ଦେଖିବେ କିମ୍ବା ତାଙ୍କ ହାତରେ ପୂଜା ପାଇଁ କିଛି ସାମଗ୍ରୀ ନେଇ ଯିବାର ଦେଖିବାକୁ ପାଇବେ । ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଆପଣ ଏହା ଦେଖି ସୂଚନା ଏହା ପାଇବେ । ଆପଣଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ଆସିବା ପାଇଁ ଯାଉଛି ।

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବା କାରଣରୁ ଆପଣଙ୍କ ଜୀବରେ ଉନ୍ନତିର ମାର୍ଗ ଖୋଲିବା ପାଇଁ ଜାଊଛି । ଯଦି ନିଜ ଜୀବନ କାଳ ମଧ୍ୟରେ କେବେ ମଧ୍ୟ ଏପରି କିଛି ସୂଚନାର ଆଭାସ ପାଇଯିବେ । ତେବେ ଏହା ଦେଖିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *